ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବନ୍ଦ
କଲମ୍ବୋ,୩ା୪: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟରାତ୍ରିରୁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫେସବୁକ୍, ଟୁଇଟର, ହ୍ବାଟ୍ସଆପ୍, ୟୁଟ୍ୟୁବ୍, ସ୍ନାପ୍ଚାଟ୍, ଟିକ୍ଟକ୍ ଏବଂ ଇନ୍ଷ୍ଟାଗ୍ରାମ ସହିତ ଆହୁରି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରଭାବିତ ହୋଇଛି। ଡିଜେଲ-ପେଟ୍ରୋଲରୁ ଖାଦ୍ୟ ସାମଗ୍ରୀର...
ଶ୍ରୀଲଙ୍କାକୁ ଭାରତ ଦେଇସାରିଲାଣି ୨୫୦ କୋଟିର ଆର୍ଥିକ ସହାୟତା
କଲମ୍ବୋ,୩ା୪: ଆଜିକାଲି ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସାହାଯ୍ୟ ପାଇଁ ଭାରତକୁ ଅନୁରୋଧ କରିଥିଲା। ଏହି କ୍ରମରେ ଶ୍ରୀଲଙ୍କାରେ ଭାରତର ହାଇ କମିଶନର ଗୋପାଳ ବାଗ୍ଲେ ରବିବାର କହିଛନ୍ତି, ଶ୍ରୀଲଙ୍କାର ଅନୁରୋଧକୁ ଭାରତ ତୁରନ୍ତ କାର୍ଯ୍ୟକାରୀ...
ବିବାହ ପ୍ରତି ଚାଇନା ଯୁବବର୍ଗଙ୍କ ମୋହଭଙ୍ଗ…
ବେଜିଂ, ୩।୪ : ଚାଇନାରେ ଏବେ ବିବାହ କରିବାକୁ ଯୁବବର୍ଗ ଅମଙ୍ଗ ହେବାରେ ଲାଗିଛନ୍ତି। ବିବାହ ପ୍ରତି ସେମାନଙ୍କର ମୋହ ଭଙ୍ଗ ହୋଇଛି। ଫଳରେ ବାର୍ଷିକ ବିବାହ ସଂଖ୍ୟା ୩୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଯାହା ସଙ୍କଟ ସୃଷ୍ଟି...
ସିଓଲ୍କୁ ଧ୍ୱଂସ କରିଦେବି, କିମ୍ଙ୍କ ଧମକ…
ପୋଙ୍ଗାଙ୍ଗ୍, ୩।୪ : ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟକୁ ଉତ୍ତର କୋରିଆ ନିନ୍ଦା କରିଛି ଯେଉଁଥିରେ ଦେଶର ସାମରିକ ଦକ୍ଷତା ବିଷୟରେ ସେ କହିଛନ୍ତି। ଏଥି ସହିତ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଚେତାବନୀ...
ଯୁଦ୍ଧର ଛାତିଥରା ଦୃଶ୍ୟ,ବୁଚା ସହରରେ ଗୋଟିଏ କବରରେ ୩୦୦ରୁ ଅଧିକ ମୃତଦେହ…
କ୍ୱିଭ୍, ୩।୪ : ୟୁକ୍ରେନ ରାଜଧାନୀ କ୍ୱିଭ୍ ନିକଟରେ ଅବସ୍ଥିତ ବୁଚା ସହରରୁ ଯୁଦ୍ଧର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ କବରରୁ ୩୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି। ଏହା ବ୍ୟତୀତ ବହୁ ଲୋକଙ୍କ ମୃତଦେହ...
ମେ ୯ ସୁଦ୍ଧା ଡୋନାବାସକୁ ଦଖଲ କରିବାକୁ ଚାହାଁନ୍ତି ପୁଟିନ୍, ଆମେରିକା ଗୁପ୍ତଚର ସଂସ୍ଥାର ପର୍ଦ୍ଦାଫାଶ୍…
ଓ୍ବାଶିଂଟନ/ମସ୍କୋ, ୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୯ ଦିନ ଧରୀ ଜାରି ରହିଛି। ଏଭଳି ସ୍ଥଳେ ବାର୍ତ୍ତାକାର ଡେଭିଡ ଆରକାମିଆ ୟୁକ୍ରେନ ଟେଲିଭିଜନ ଚ୍ୟାନେଲକୁ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ରୁଷିଆର...
ରୁଷିଆକୁ ୟୁକ୍ରେନର ପାଲଟା ଜବାବ, ରୁଷିଆ ବାୟୁସେନାର ୪ ମିଶାଇଲ, ହେଲିକପ୍ଟର, ଯୁଦ୍ଧ ବିମାନ ନଷ୍ଟ
କ୍ୱିଭ/ମସ୍କୋ,୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚିଥିଲେ ବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଲକ୍ଷ ଲକ୍ଷ ଲୋକ ପଡୋଶୀ ଦେଶରେ ଶରଣ ନେଇଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ହେଲାଣି...
ନୱାଜ ଶରିଫଙ୍କ ଉପରେ ପିଟିଆଇ କର୍ମୀଙ୍କ ଆକ୍ରମଣ, ମରିୟମ କହିଲେ ଗିରଫ ହୁଅନ୍ତୁ ଇମ୍ରାନ
ଲଣ୍ଡନ,୩ ।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଲଣ୍ଡନରେ ପାକିସ୍ତାନର ଶାସକ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଜଣେ କର୍ମୀ ଲଣ୍ଡନରେ ଆକ୍ରମଣ କରିଛନ୍ତି । ଇମ୍ରାନ ଖାଁ ସରକାରଙ୍କ ଅବିଶ୍ୱାସ ପ୍ରସ୍ତାବ ଉପରେ...
ଓମିକ୍ରନ୍ଠାରୁ ଅଧିକ ସଂକ୍ରାମକ ‘ଏକ୍ସଇ’
ଜେନେଭା,୩।୪: କରୋନା ଭୂତାଣୁର ଆଉ ଏକ ନୂଆ ଭାରିଆଣ୍ଟ ‘ଏକ୍ସଇ’ ବ୍ରିଟେନରୁ ଚିହ୍ନଟ ହୋଇଛି। କୋଭିଡ୍-୧୯ର ସମସ୍ତ ପୂର୍ବ ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ସୂଚନା ଦେଇଛି। ଓମିକ୍ରନ୍ର ବିଏ.୧ ଏବଂ ବିଏ.୨...
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି, କ୍ୱିଭ୍ ବୋମାମାଡରେ ୨୦ ମୃତ
କ୍ୱିଭ,୩ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚି ସାରିଲାଣି । ହେଲେ ଏବେବି ରୁଷିଆର ଆକ୍ରମଣ ଜାରି ରହିଛି । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭ ଉପରେ ବୋମାମାଡ କରିବା ଫଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା...
ଇସଲାମାବାଦରେ ୧୪୪ ଧାରା ଜାରି
ଇସଲାମାବାଦ,୩ ।୪: ରବିବାର ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ନିଜ...
ଲୋକଙ୍କ ପେଟରେ ଦାନା ନାହିଁ, ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍ଡାଉନ୍-କର୍ଫ୍ୟୁ ଜାରି…
କଲମ୍ବୋ, ୨।୪ : ଶ୍ରୀଲଙ୍କାରେ ଧୀରେଧୀରେ ସଙ୍କଟ ଘନେଇବାରେ ଲାଗିଛି। ଲୋକଙ୍କ ପେଟରେ ଦାନା ନଥିବାବେଳେ ଭୋକିଲାଙ୍କ ମଧ୍ୟରେ ଦେଖାଦେଉଥିବା ପ୍ରଦର୍ଶନ ଏବହ ଆନ୍ଦୋଳନ ଭାବନାକୁ ଦୃଷ୍ଟିରେ ରଖି ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍ଡାଉନ୍...
Archives


