ଅନ୍ତର୍ଜାତୀୟ

ମାରିଆପୋଲରେ ହଜାରେରୁ ଊର୍ଦ୍ଧ୍ୱ ୟୁକ୍ରେନ ସୈନ୍ୟ କଲେ ଆତ୍ମସମର୍ପଣ: ଦାବି କଲା ରୁଷିଆ

କ୍ୱିଭ୍‌,୧୩।୪: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୦ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଯୁଦ୍ଧ ଥମି ନ ଥିବା ବେଳେ ବେଳକୁ ବେଳ ରୁଷିଆ ଆକ୍ରମଣାତ୍ମକ ହେବାରେ ଲାଗିଛି। ରୁଷିଆ ସୈନ୍ୟଙ୍କ ପକ୍ଷରୁ ୟୁକ୍ରେନ ସହରଗୁଡ଼ିକରେ ବୋମା ବିସ୍ଫୋରଣ ଜାରି...

ୟୁକ୍ରେନକୁ ୭୫୦ ମିଲିୟନ୍‌ ଡଲାର ସହାୟତା ଯୋଗାଇଦେବ ଆମେରିକା

ଓ୍ବାଶିଂଟନ୍‌,୧୩।୪: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଏକ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ଖୁବ୍‌ଶୀଘ୍ର ୟୁକ୍ରେନକୁ ୭୫୦ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିପାରେ ଆମେରିକା। ଆମେରିକାର ଜଣେ ଅଧିକାରୀ ଏନେଇ ସୂଚନା...

ବ୍ରୁକ୍‌ଲିନ୍‌ ମେଟ୍ରୋ ଷ୍ଟେଶନ ଆକ୍ରମଣକାରୀ ଫଟୋ ଜାରି, ଧରାଇ ଦେଲେ ୫୦ ହଜାର ଡଲାର ପୁରସ୍କାର …

ନ୍ୟୁୟର୍କ, ୧୨।୪ : ନ୍ୟୁୟର୍କର ବ୍ରୁକ୍‌ଲିନ୍‌ର ୩୬ ଷ୍ଟ୍ରିଟ ମେଟ୍ରୋ ଷ୍ଟେଶନରେ ଜଣେ ଆକ୍ରମଣକାରୀ ମଙ୍ଗଳବାର ସକାଳେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରଶାସନ ପକ୍ଷରୁ ଆକ୍ରମଣକାରୀଙ୍କ ଫଟୋ ଜାରି କରାଯାଇଛି। ଏହା ସହିତ ତାଙ୍କୁ ଧରାଇ ଦେଲେ...

ଫିନଲାଣ୍ଡ ମୁହାଁ ରୁଷିଆ କ୍ଷେପଣାସ୍ତ୍ର…

ମସ୍କୋ, ୧୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନଜର ରହିଛି। ପୁଟିନ୍‌ ସରକାର ଫିନଲାଣ୍ଡକୁ ଚେତାବନୀ ଦେବା...

‘ୟୁକ୍ରେନ୍‌କୁ ସଫା କରିଦେବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ୍‌,୧୩।୪:ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣି ଥରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି। ବାଇଡେନ୍‌ କହିଛନ୍ତି, ପୁଟିନ ୟୁକ୍ରେନରେ ନରସଂହାର କରୁଛନ୍ତି। ୟୁକ୍ରେନକୁ ମୂଳୋତ୍ପାଟନ କରିବାକୁ ପୁଟିନ ଚେଷ୍ଟା କରୁଥିବା ସେ ଅଭିଯୋଗ...

ଓବ୍ଲାଷ୍ଟରୁ ମିଳିଲା ୭ଶହ ମୃତଦେହ: ଏବେ ବି ୨୦୦ ନିଖୋଜ

କ୍ୱିଭ୍‌,୧୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୫୦ଦିନ ପୂରିବାକୁ ଯାଉଛି। କିନ୍ତୁ ୨ଦେଶର ମଧ୍ୟରେ ଜାରି ରହିଥିବା ସଂଘର୍ଷର କେବେ ଅନ୍ତ ହେବ ତାହା ଜଣାପଡ଼ୁନାହିଁ। ରୁଷିଆ ବେଳକୁ ବେଳ ଆହୁରି ଆକ୍ରମଣାତ୍ମକ ହୋଇ ୟୁକ୍ରେନର...

ସାଙ୍ଘାଇରେ ଲକ୍‌ଡାଉନ୍‌, ଦୂତାବାସ ସହିତ ଯୋଗାଯୋଗ କରିବାକୁ ଭାରତୀୟଙ୍କୁ ପରାମର୍ଶ…

ବେଜିଂ, ୧୩।୪ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ପୁଣି ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ନୂତନ ସଂକ୍ରମଣ ମାମଲା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଚାଇନାର ଆର୍ଥିକ ରାଜଧାନୀ ସାଙ୍ଘାଇରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି ।...

ନ୍ୟୁୟର୍କ ସବ୍‌ଓ୍ବେ ଷ୍ଟେଶନରେ ଗୁଳି: ୧୩ ଆହତ

ନ୍ୟୁୟର୍କ, ୧୩।୪: ନ୍ୟୁୟର୍କର ବ୍ରୁକ୍‌ଲିନ୍‌ଠାରେ ଥିବା ଏକ ସବ୍‌ଓ୍ବେ ଷ୍ଟେଶନରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୩ ଜଣ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତି ଗୁଳିକାଣ୍ଡ ଘଟାଇଥିବା ପୋଲିସ କହିଥିବାବେଳେ ଏହା ପଛର କାରଣ ଜଣାପଡ଼ିନାହିଁ। ସୂଚନା ଅନୁସାରେ,...

ବିଜୟ ଶପଥ ନେଲେ ପୁଟିନ୍‌

ମସ୍କୋ, ୧୩ା୪: କିଛି ଦିନ ହେଲା ନୀରବ ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ୟୁକ୍ରେନ୍‌ ବିଜୟର ଶପଥ ନେଇଛନ୍ତି। ୟୁକ୍ରେନ୍‌ରେ ରୁଷିଆ ଯୁଦ୍ଧର ମହତ୍‌ ଉଦ୍ଦେଶ୍ୟ ହାସଲ କରିବ ବୋଲି ପୁଟିନ୍‌ କହିଛନ୍ତି। ବିଭିନ୍ନ କଟକଣା ଲଗାଇ...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶେହବାଜ୍‌

ଇସ୍‌ଲାମାବାଦ,୧୩ା୪: ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ମଙ୍ଗଳବାର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଲାଗି ଧନ୍ୟବାଦ ଜଣାଇଛନ୍ତି। ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଓ ସହଯୋଗିତାପୂର୍ଣ୍ଣ ସମ୍ପର୍କ ଚାହେଁ ବୋଲି ସେ କହିଛନ୍ତି। ତେବେ ଜମ୍ମୁ-କଶ୍ମୀର ସମେତ...

କଟକଣା ସତ୍ତ୍ୱେ ୟୁରୋପ କିଣୁଛି ରୁଷିଆ ତେଲ

ଓ୍ବାଶିଂଟନ୍‌, ୧୩ା୪: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇବା ସତ୍ତ୍ୱେ ଭାରତ ମସ୍କୋରୁ ତୈଳ କିଣିବା ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜବାବ ରଖିଛନ୍ତି। କଟକଣା ସତ୍ତ୍ୱେ ୟୁରୋପ ଦିନକରେ...

ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧ ବିଲିୟନ ଡଲାର ଋଣ ଶୁଝିବାରେ ଶ୍ରୀଲଙ୍କା ଅସମର୍ଥ ବୋଲି କହି ଅର୍ଥମନ୍ତ୍ରଣାଳୟ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri