ଓସାମା ବିନ ଲାଦେନଙ୍କ ପୁଅ କହିଲେ, ମୋ ପିତା କୁକୁର ଉପରେ ରାସାୟନିକ ଅସ୍ତ୍ରର ପରୀକ୍ଷା କରିଥିଲେ

ରିୟାଦ,୨ ।୧୨: ଅଲକାଏଦାର ମୁଖ୍ୟଥିବା ଓସାମା ବିନ ଲାଦେନଙ୍କୁ ନେଇ ଏବେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପରେ ବି ଲାଦେନଙ୍କୁ ନେଇ ଆଲୋଚନା ଥମୁନାହିଁ । ଏଥର ଯେଉଁ ତଥ୍ୟ ଆସିଛି ଏହା କୌଣସି ବାହାର ସୂତ୍ରରୁ ନୁହେଁ ବରଂ ଓସାମାଙ୍କ ପୁଅ ନିଜେ ଏହି ତଥ୍ୟ ଦେଇଛନ୍ତି । ଓସାମାଙ୍କ ପୁଅ ଉମର ଲାଦେନ କହିଛନ୍ତି ତାଙ୍କ ପିତା ସବୁବେଳେ ପିଲାଟିଦିନୁ ତାଙ୍କରି ପଥରେ ଯିବାକୁ ପୁଅକୁ ପ୍ରେରଣା ଦେଉଥିବା ସେ କହିଛନ୍ତି । ଯେତେବେଳେ ସେ ପିଲାଥିଲେ ସେତେବେଳେ ସେ ଆଫଗାନିସ୍ତାନରେ ତାଙ୍କର ବନ୍ଧୁକ ଚଲାଉଥିଲେ ଓ ତାଙ୍କ କୁକୁର ଉପରେ ରାସାୟନିକ ଅସ୍ତ୍ରର ପରୀକ୍ଷା କରୁଥିଲେ ।
ଲାଡେନଙ୍କ ପୁଅ ଉମର କତର ଯାତ୍ରା କରୁଥିବା ସମୟରେ ‘ଦ ସନ’ ସମାଚାର ପତ୍ରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ସେ ଜଣେ ‘ପୀଡ଼ିତ’ ଓ ତାଙ୍କ ପିତାଙ୍କ ସହ କଟାଇଥିବା ‘ଖରାପ ସମୟ’କୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ।
ସୂଚନାଯୋଗ୍ୟ, ପେଶାରେ ଚିତ୍ରକର ୪୧ ବର୍ଷିୟ ଚିତ୍ରକର ଉମର ଲାଦେନ ଏବେ ଫ୍ରାନ୍‌ସରେ ନିଜ ପତ୍ନୀ ଜୈନାଙ୍କ ସହ ରହୁଛନ୍ତି । ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ଓସାମା ବିନ ଲାଦେନ ତାଙ୍କ କାମକୁ ଆଗକୁ ନେବାକୁ ଏହି ପୁଅ ହିଁ ଉପଯୁକ୍ତ ବୋଲି ସେ କହୁଥିଲେ । ହେଲେ ସେ ନ୍ୟୁୟର୍କରେ ୧୧ ସେପ୍ଟେମ୍ବରରେ ଆତଙ୍କବାଦୀ ଆକ୍ରମଣର କିଛି ସମୟ ପୂର୍ବରୁ ଏପ୍ରିଲ ୨୦୦୧ରେ ଆଫଗାନିସ୍ତାନ ଛାଡି ଦେବାର ନିଷ୍ପତ୍ତି ନେଇଥିଲେ ଓ ଏଥିରେ ସେ ସଫଳ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri