ଫାଟିଲା ଗ୍ୟାସ୍‌ ସିଲିଣ୍ଡର : ୧୨ ମୃତ

କରାଚି, ୨୧।୧୨: ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶର ଲେସବେଲା ଜିଲାର ଏକ ଗ୍ୟାସ୍‌ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୨୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଦୋକାନରେ ଗ୍ୟାସ୍‌ ସିଲିଣ୍ଡର ଫାଟିବା ଯୋଗୁ ଅଗ୍ନି ଚାରିଆଡ଼େ ଖେଳେଇ ହୋଇ ପାଖରେ ଥିବା ଅନ୍ୟ ଦୋକାନରେ ମଧ୍ୟ ଲାଗିଯାଇଥିଲା। ନିହତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବାବେଳେ ହସ୍ପିଟାଲରେ ୧୦ ଜଣ ଆଖି ବୁଜିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମଲା ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ, ଇଭାଙ୍କା ତାଙ୍କଠାରୁ ଭଲ: ଟ୍ରମ୍ପ

ଓ୍ବାଶିଂଟନ,୨୯।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାର ପ୍ରଚାର କର୍ଯ୍ୟରେ ବ୍ୟସ୍ତ ହୋଇ ଗଲେଣି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ସେ...

ମହାକାଶରେ ରହସ୍ୟମୟ ବସ୍ତୁ ଛାଡ଼ିଲା ଚାଇନା…

ବେଜିଂ,୭।୧୧ : ଆମେରିକାର ସ୍ପେସ ଫୋର୍ସ ଦାବି କରିଛି ଯେ ଚାଇନାର ମହାକାଶଯାନ ପୃଥିବୀର କକ୍ଷପଥରେ ଏକ ରହସ୍ୟମୟ ବସ୍ତୁ ଛାଡିଛି। ତେବେ ଛଡ଼ାଯାଇଥିବା ବସ୍ତୁଟି...

ଚାଇନା ବିରୋଧରେ ପିଓକେରେ ମଶାଲ ରାଲି

ମୁଜାଫରବାଦ୍‌, ୮।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଚାଇନା ବିରୋଧୀ ପ୍ରଦର୍ଶନ ଜାରି ରହିଛି। ସ୍ଥାନୀୟ ମୁଜାଫରବାଦ୍‌ରେ ନୀଲମ୍‌ ଏବଂ ଝେଲମ୍‌ ନଦୀରେ ନିର୍ମିତ ହେଉଥିବା ବନ୍ଧକୁ...

ପାକିସ୍ତାନରେ ବିଦ୍ୟୁତ ସହ ଜଳ ସମସ୍ୟା ବି ଉତ୍କଟ

ଇସଲାମାବାଦ,୨୭ା୧: ପାକିସ୍ତାନରେ ଘୋର ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳିଛି। ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥିବାରୁ ଦେଶରେ ଉତ୍ତେଜନା ଦେଖାଦେଇଛି। କିନ୍ତୁ ଆଜିକାଲି...

ବର୍ଷକୁ ପେନ୍‌ସନ କୋଟିଏ ଟଙ୍କା

ଲଣ୍ଡନ,୨୨ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪୫ ଦିନ ପରେ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଥିବା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ଲିଜ୍‌ ଟ୍ରସ୍‌...

ଲୋକଙ୍କୁ ଦିଆଯାଉଛି କରୋନା ବର୍ଗର

ହାନୋଇ,୨୭।୩- ସମଗ୍ର ବିଶ୍ୱରେ କୋଭିଡ-୧୯ ଆତଙ୍କ ଖୋଳାଇଛି। ଫଳରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଭୟକୁ ଦୂର କରି ଲୋକଙ୍କ...

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ...

ଗତ ୨୪ ଘଣ୍ଟାରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୨,୬୦୦

ଓ୍ବାଶିଂଟନ,୧୬।୪: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ବୁଧବାର ଆମେରିକାରେ ସର୍ବାଧିକ ୨,୬୦୦ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ କରୋନା ସଂକ୍ରମଣରେ କୌଣସି ଦେଶରେ ୧୪...

Advertisement
Archives

Model This Week