ହଜ୍ ଯାତ୍ରା କରିବେନି ଶ୍ରୀଲଙ୍କା ମୁସଲମାନ…
କଲମ୍ବୋ, ୨।୬ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମହିନ୍ଦା ରାଜପକ୍ଷେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଙ୍ଘେ ଦେଶକୁ ଏହି ସଙ୍କଟ ଜନକ ସ୍ଥିତିରୁ ବାହାର କରିବା ପାଇଁ କ୍ରମାଗତ...
ଯୁଦ୍ଧରେ ପ୍ରତିଦିନ ୧୦୦ ୟୁକ୍ରେନ୍ ସୈନ୍ୟଙ୍କ ମୃତ୍ୟୁ ଘଟୁଛି, ଜିତି ପାରିବନି ରୁଷିଆ, କହିଲେ ଜେଲେନସ୍କି…
କ୍ୱିଭ୍, ୨।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ପ୍ରତିଦିନ ଅତି କମରେ ୬୦ ରୁ ୧୦୦ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୫୦୦ ପାଖାପାଖି ସୈନ୍ୟ...
‘ନିଆଁରେ ଘିଅ ଢାଳୁଛି ଆମେରିକା’
କିଭ୍,୨ା୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ଜର୍ମାନୀ ୟୁକ୍ରେନକୁ କିଛି ଉନ୍ନତଧରଣର ଅସ୍ତ୍ରଶସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ଦ୍ୱାରା ୟୁକ୍ରେନ୍ ଆହୁରି ଶକ୍ତିଶାଳୀ ହେବ। ଜର୍ମାନୀ ଏବଂ ଆମେରିକା ଯୋଗାଣ କରିବାକୁ ଥିବା ଅସ୍ତ୍ରଶସ୍ତ୍ର ବିମାନକୁ...
ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…
ବାଗଦାଦ୍, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି। ଏହି ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ଇରାକର ଏହି ପ୍ରାଚୀନ ସହର ଏକଦା...
ଆତଙ୍କବାଦୀଙ୍କ ପାଖରେ ଜୈବିକ-ଆଣବିକ ଅସ୍ତ୍ରଶସ୍ତ୍ର, ଜାତିସଂଘରେ ଭାରତର ଚେତାବନୀ…
ଓ୍ବାଶିଂଟନ,୨।୬: ଆତଙ୍କବାଦୀମାନଙ୍କ ପାଖରେ ଆଣବିକ,ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାରତ ଚେତାବନୀ ଦେଇଛି। ଜାତିସଂଘରେ...
ଆମେରିକାରେ ପୁଣି ଗୁଳିକାଣ୍ଡ, ହସ୍ପିଟାଲ ପରିସରରେ ୪ ମୃତ…
ଓ୍ବାଶିଂଟନ, ୨।୬ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥର ଓକଲାହୋମାର ତୁଲସା ସହରର ସେଣ୍ଟ ଫ୍ରାନ୍ସିସ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ନୈଟାଲୀ ବିଲଡିଂରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତୁଲସା...
ଫେସବୁକ୍ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…
ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ବୁଧବାର ମଧ୍ୟ ନିଶ୍ଚିତ କରିଛି। ତେବେ ଶେରିଲଙ୍କ କମ୍ପାନୀ ଛାଡିବାର କାରଣ...
ସାଉଦିରେ ନିର୍ମାଣ ହେବ ବିଶ୍ୱର ବୃହତ୍ତମ କୋଠା
ରିୟାଧ୍, ୨ା୬: ସାଉଦି ଆରବ ବିଶ୍ୱର ବୃହତ୍ତମ କୋଠା ନିର୍ମାଣ ପାଇଁ ଯୋଜନା କରିଛି। ଏହାର ନାମ ‘ନିଓମ’ ରଖାଯିବ। କମ୍ ଜନବହୁଳ ଅଞ୍ଚଳରେ ବିଲ୍ଡିଂ ନିର୍ମାଣ ହେବ। ଏଥିପାଇଁ ୫୦୦ ବିଲିୟନ ଡଲାର ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।...
ଥରିଲା ଚାଇନା
ବେଜିଂ,୧ା୬: ଚାଇନାରେ ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍ସି (CENC) ପକ୍ଷରୁ ଜାରି ହୋଇଥିବା ସୂଚନାରୁ ପ୍ରକାଶ, ଦେଶର ଦକ୍ଷିଣ-ପଶ୍ଚିମ ସିଚୁଆନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୧ ଥିଲା। କୁହାଯାଉଛି, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ୟାନ ସିଟିର...
ମୁହାଁମୁହିଁ ହେବେ ଆମେରିକା-ରୁଷିଆ
ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ ନିଷ୍ପତ୍ତି ନେଇଛି। ଫଳରେ ବୁଧବାର ରୁଷିଆ ଆମେରିକାର ତୀବ୍ର ସମାଲୋଚନା କରିଛି। ରୁଷିଆର...
ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ
କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା। ବେସାମରିକ ବିମାନ ଚଳାଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ...
ଜଣେ କଲେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ, ୫ ହଜାର ଲୋକ କ୍ୱାରାଣ୍ଟାଇନ୍ରେ…
ବେଜିଂ, ୧।୬ : ଚାଇନାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିକୋଭିଡ ମାର୍ଗଦର୍ଶିକା ପାଳନ ନକରିବାରୁ ୫ ହଜାର ଲୋକଙ୍କୁ ଦଣ୍ଡ ଦିଆଯାଇଛି। ବେଜିଂରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି...
Archives


