ଅନ୍ତର୍ଜାତୀୟ

ପ୍ରସିଦ୍ଧ ବ୍ରିଟିଶ ଲେଖକଙ୍କ ପରଲୋକ

ଲଣ୍ଡନ,୧୬।୮:ପ୍ରସିଦ୍ଧ ବ୍ରିଟିଶ ଲେଖକ ତଥା ଖବରଦାତା ନିକୋଲାସ ଇଭାନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ନିକୋଲାସ ଇଭାନ୍ସ ଅନେକ ରଚନା କରିଛନ୍ତି। ସେ ୧୯୯୫ରେ ‘ଦ ହର୍ସ ହ୍ବିସପରର୍‌’ ନୋବେଲ ଲେଖି ସାରା ବିଶ୍ୱରେ…

ଅପଲକୁ ଝଟ୍‌କା, କର୍ମଚାରୀଙ୍କୁ ଦେବ ୨.୫ ଅରବ ଟଙ୍କା

କାଲିଫର୍ନିଆ,୧୬ ।୮: ନାମୀ ଟେକ କମ୍ପାନୀ ଅପଲକୁ କାଲିଫର୍ନିଆର ଏକ ଫେଡେରାଲ କୋର୍ଟ ପକ୍ଷରୁ ଝଟକା ଲାଗିଛି । ପାଖାପାଖି ଏକ ଦଶକ ପୁରୁଣା ମାମଲାରେ କାଲିଫର୍ନିଆ ଫେଡେରାଲ କୋର୍ଟ କର୍ମଚାରୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । କାଲିଫର୍ନିଆର ଏକ ଫେଡେରାଲ…

କରାଚିରେ ଜରୁରୀ ଅବତରଣ କଲା ଭାରତର ଚାର୍ଟର ବିମାନ

ଇସଲାମାବାଦ,୧୬ ।୮: ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତରୁ ୧୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ସୋମବାର ପାକିସ୍ତାନର କରାଚି ସହରରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଜିଓ ନ୍ୟୁଜ ସୂତ୍ରରୁ ମିଳିଥିବା…

ପ୍ରଥମ ଦେଶ ଭାବେ ଓମିକ୍ରନ ଭାକ୍ସିନକୁ ଅନୁମୋଦନ କଲା ବ୍ରିଟେନ

ଲଣ୍ଡନ,୧୫।୮: ବିଶ୍ୱରେ କରୋନା ଭାଇରସ୍‌ର ସବ୍‌ ଭାରିଆଣ୍ଟ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୨୨ ପଏଣ୍ଟ ଆଗରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୧୫।୮: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ୍‌ ପାର୍ଟି ନେତୃତ୍ୱ ପ୍ରତିଯୋଗିତାରେ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ ୨୨ ପଏଣ୍ଟ ଆଗରେ ରହିଥିବା ଏକ ସର୍ଭେରୁ ଜଣାପଡ଼ିଛି। ଦି ଅବ୍‌ଜରଭର ନ୍ୟୁଜ୍‌ପେପର ପକ୍ଷରୁ କରାଯାଇଥିବା ଜନମତ…

ଶୁଭେଚ୍ଛା ଜଣାଇଲେ ପୁଟିନ, ମାକ୍ରୋନ୍‌: ଭାରତ-ରୁଷିଆ ସମ୍ପର୍କ ସ୍ବତନ୍ତ୍ର

ଓ୍ବାଶିଂଟନ୍‌/ପ୍ୟାରିସ୍‌,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶ ଓ ଦେଶ ବାହାରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ସହଯୋଗର ପ୍ରତିଶ୍ରୁତି ଦେଇ ଅନେକ ବିଶ୍ୱସ୍ତରୀୟ ନେତା ଦେଶକୁ ଅଭିବାଦନ ଜଣାଇଛନ୍ତି। ଭାରତକୁ ଅଭିନନ୍ଦନ ଜଣାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…

ସଲମାନ ରଶ୍‌ଡିଙ୍କ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୮: ଲେଖକ ସଲମାନ ରଶ୍‌ଡିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଃଖ ପ୍ରକାଶ କରିଛନ୍ତି। ଲୋକମାନେ ବିନା ଭୟରେ ନିଜ ବିଚାର ବାଣ୍ଟିବାକୁ ସମର୍ଥ ହେବା ଉଚିତ। ସମାଜରେ ହିଂସା ଏବଂ ଘୃଣାର କୌଣସି ସ୍ଥାନ…

ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ନେପାଳରେ ବିବାଦ, ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି ବିଦ୍ୟା ଦେବୀ …

କାଠମାଣ୍ଡୁ, ୧୫।୮ : ନେପାଳରେ ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ବିବାଦ ଉପୁଜିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦରେ ପାରିତ ହେବାର ଏକ ମାସ ପରେ ପୁନର୍ବିଚାର ପାଇଁ ଦେଶର ପ୍ରଥମ ନାଗରିକତ୍ୱ ସଂଶୋଧନ ବିଲକୁ ରବିବାର ପ୍ରତିନିଧିସଭାକୁ ଫେରାଇ…

ଭାରତବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ

ଓ୍ବାଶିଂଟନ,୧୫ା୮: ଭାରତକୁ ୭୬ ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଥିସହିତ ବାପୁଙ୍କ ସତ୍ୟ, ଅହିଂସା, ସଂଗ୍ରାମ କଥା ମନେ ପକାଇଛନ୍ତି ବାଇଡେନ। ଏହି ପବିତ୍ର ଦିବସ ଅବସରରେ ସେ କହିଛନ୍ତି, ଭାରତ-ଆମେରିକୀୟ ସଂସଦୀୟ ପାଇଁ…

ସୀମା ଡେଇଁଲା ଚାଇନା ଯୁଦ୍ଧବିମାନ

ତାଇପେଇ,୧୫ା୮ ଚାଇନାର ୧୧ଟି ମିଲିଟାରି ଏୟାରକ୍ରାଫ୍ଟ ରବିବାର ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା (ମେଡିଆନ୍‌ ଲାଇନ୍‌) ଅତିକ୍ରମ କରିଛି। ଏହି ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ୍‌ର ଏୟାର ଡିଫେନ୍ସ ଜୋନ୍‌ ଅତିକ୍ରମ କରିଥିବା ତାଇପେଇ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି…

ମାଗଣାରେ ମିଳିବ ସାନିଟାରି ନାପକିନ୍‌

ଇଡିନ୍‌ବର୍ଗ,୧୪।୮: ବିଶ୍ୱର ପ୍ରଥମ ଦେଶ ଭାବେ ସ୍କଟଲାଣ୍ଡ ମହିଳାଙ୍କୁ ମାଗଣାରେ ସାନିଟାରି ନାପ୍‌କିନ୍‌ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏନେଇ ପାର୍ଲାମେଣ୍ଟରେ ଏକ ବିଲ୍‌ ପାରିତ ହୋଇଛି। ସୋମବାରଠାରୁ ଦେଶବ୍ୟାପୀ ଏହି ବିଲ୍‌ ଲାଗୁ କରିବାକୁ ସ୍କଟଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଭାରତକୁ କୃତଜ୍ଞତା ଜଣାଇଲା ତାଇଓ୍ବାନ

ତାଇପେ/ନୂଆଦିଲ୍ଲୀ,୧୪ା୮: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଥିବା ତିକ୍ତତାକୁ ସମନ୍ବୟ କରିବାରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ତାଇଓ୍ବାନକୁ ସାହାଯ୍ୟ କରିଥିଲେ। ତାଇଓ୍ବାନ ଏନେଇ ରବିବାର ଭାରତକୁ ଧନ୍ୟବାଦ ଜଣାଇଛି। ତାଇଓ୍ବାନ କହିଛି, ଭାରତର ଉଦ୍ୟମ ସେମାନଙ୍କ ଆତ୍ମରକ୍ଷାକୁ ଦୃଢ଼ କରିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri