ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି କରିବ ପାକିସ୍ତାନ
ଇସଲାମାବାଦ,୨୪ ।୭: ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ମନ୍ତ୍ରିମଣ୍ଡଳ ଶନିବାର ବିଦେଶରେ ଥିବା ଦେଶର ସମ୍ପତ୍ତିକୁ ଜରୁରୀକାଳିନ ପରିସ୍ଥିତିରେ ବିକ୍ରି କରିବାକୁ ସମସ୍ତ ପ୍ରକାର ପ୍ର୍ସ୍ତୁତି ପ୍ରକ୍ରିୟା ଶେଷ କରିବାକୁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ...
ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…
ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ...
ସୋମବାର ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ ହମ୍ଜା: ପାକିସ୍ତାନ ସୁପ୍ରିମକୋର୍ଟ
ଇସଲାମାବାଦ,୨୩ା୭: ଦୀର୍ଘଦିନ ଧରି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ପଦରୁ ହଟାଇବାଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ପୁଅ ହମ୍ଜା ଶରିଫ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଥମୁନି। ବାସ୍ତବରେ...
ବଢ଼ିଲା ବିଦ୍ୟୁତ୍ ଦର, ୟୁନିଟ୍ ପିଛା ଦେବାକୁ ପଡ଼ିବ…
ଇସଲାମାବାଦ,୨୩ା୭: ପାକିସ୍ତାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ବିଦ୍ୟୁତ୍ ଦର ମହଙ୍ଗା ହୋଇଛି। ସରକାର ବିଦ୍ୟୁତ୍ ଦର ୟୁନିଟ୍ ପିଛା ପ୍ରାୟ ୮ ଟଙ୍କା ବୃଦ୍ଧି କରିଛନ୍ତି। ଏକ...
ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀଙ୍କ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ…
କଲମ୍ବୋ, ୨୩।୭ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାପୂର୍ବରୁ, ଦେଶରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ନେଇ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ...
ତାଇବାନ ତଟରେ ଚାଇନା ଜାହାଜ
ତାଇପେ,୨୩ା୭: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (PLA) ନୌସେନାର ଜାହାଜ ତାଇବାନର ପୂର୍ବ ଉପକୂଳରେ ଦେଖିବାକୁ ମିଳିଛି। ଦ୍ୱିତୀୟ ଅଧିବେଶନ ପୂର୍ବରୁ ଏହା ଦେଖିବାକୁ ମିଳିଛି। ଦେଶର ଯୁଦ୍ଧ ପ୍ରସ୍ତୁତିକୁ ପରୀକ୍ଷା ପାଇଁ ପୁଣି ଏହାକୁ ପରିକଳ୍ପନା କରାଯାଇଛି। ତାଇବାନର...
ଆତଙ୍କବାଦୀ ସଂଗଠନ ଟିଟିପି ସହିତ ଶାନ୍ତି ଆଲୋଚନା କଲେ ପାକିସ୍ତାନ ସୈନ୍ୟ ଅଧିକାରୀ…
ଇସଲାମାବାଦ, ୨୩।୭ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଛନ୍ତି। ଶନିବାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଥିରେ ଉଭୟ ପକ୍ଷ ବ୍ୟାପକ ସୁରକ୍ଷା ରଣନୀତି ଅନୁଯାୟୀ କାର୍ଯ୍ୟ...
୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…
ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ ସଂଗଠନଗୁଡ଼ିକୁ ମାନ୍ୟତା ଦେବାଲାଗି ଅଣାଯାଇଥିବା ପ୍ରସ୍ତାବ ବିରୋଧରେ ୬ ଦେଶ ଭୋଟ ଦେଇଛନ୍ତି।...
ଶ୍ରୀଲଙ୍କାର ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ପାଇଁ ୫୦୦ କୋଟି ସହାୟତା ଦାବି କଲା ଡବ୍ଲୁଏଫପି …
ଜେନେଭା/କଲମ୍ବୋ, ୨୩।୭ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କୁ ଦୁଇବେଳା ଖାଇବାକୁ ମିଳୁନି। ଦେଶରେ ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ସମସ୍ୟାର ସମାଧାନ ପାଇଁ...
ଆମେରିକାରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଚିହ୍ନଟ
ଓ୍ବାଶିଂଟନ୍,୨୩।୭: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଠାରେ ଦୁଇ ଶିଶୁଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଦେଖିବାକୁ ମିଳିଛି। ଏନେଇ ଶନିବାର ଆମେରିକା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କାଲିଫର୍ନିଆର ଜଣେ ଶିଶୁ ଏବଂ...
ବିଶ୍ୱକୁ ଅନାହାରରୁ ବଞ୍ଚାଇବାକୁ ରୁଷିଆ-ୟୁକ୍ରେନ ଚୁକ୍ତି
ମସ୍କୋ/କ୍ୱିଭ,୨୩ ।୭: ରୁଷିଆ-ୟୁକ୍ରେନ୍ ମିରର ଡିଲ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଡିଲ କ୍ୱିଭକୁ ବ୍ଲାକ ସି ମାଧ୍ୟମରେ ଖାଦ୍ୟଶସ୍ୟ ରପ୍ତାନିକୁ ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେବ । ଏହି ଏଗ୍ରିମେଣ୍ଟ ଜରିଆରେ ଲକ୍ଷ ଲକ୍ଷ...
ପାକିସ୍ତାନରେ ଆମେରିକୀୟ ଯୁବତୀଙ୍କୁ ବଳାତ୍କାର
ଇସ୍ଲାମାବାଦ୍,୨୩ା୭: ଆମେରିକାର ଜଣେ ୨୧ ବର୍ଷୀୟା ସୋସିଆଲ ମିଡିଆ ଆକ୍ଟିଭିଷ୍ଟଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ଯୁବତୀ ଜଣକ ବଳାତ୍କାରର ଶିକାର ହୋଇଥିବା ନେଇ ଏବେ ଅନ୍ଲାଇନ୍ରେ ପ୍ରଘଟ ହେବା ପରେ ଲୋକେ...
Archives


