ଅନ୍ତର୍ଜାତୀୟ

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …

ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି। ଏହି ସମୟରେ, ଚେଚନ ରିପବ୍ଲିକର ନେତା ରମଜାନ କାଦିରୋଭ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…

ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ

ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ ସାରା ବିଶ୍ୱ ଅହିଂସା ଦିବସ ଭାବେ ପାଳନ କରୁଥିବାବେଳେ ଏହି ବୈଶ୍ୱିକ ସଙ୍ଗଠନର ମୁଖ୍ୟାଳୟରେ…

ରାସ୍ତାରେ ବୋଟ୍‌, ସମୁଦ୍ରରେ କାର୍‌

ଫର୍ଟ ମ୍ୟେର୍ସ ବିଚ୍‌/ଚାର୍ଲେଷ୍ଟନ୍‌,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍‌ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍‌ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ ଲାଗିଥିବାବେଳେ କାର୍‌ଗୁଡ଼ିକ ସମୁଦ୍ରରେ ଭାସୁଥିବା ଦେଖାଯାଇଛି। ସମୁଦ୍ର ଜୁଆର ମାଡ଼ିଆସି ବହୁ ଅଞ୍ଚଳ ଜଳାର୍ଣ୍ଣବ…

ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ: ବିରତ ରହିଲା ଭାରତ

ନୂଆଦିଲ୍ଲୀ,୨।୧୦: ଗଣଭୋଟ ଜରିଆରେ ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ରୁଷିଆ ନିଜ ଭୂଖଣ୍ଡରେ ମିଶାଇବା ନିଷ୍ପତ୍ତିକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବରୁ ଭାରତ ଦୂରେଇ ରହିଛି। ପରିବର୍ତ୍ତିତ ସ୍ଥିତି ପାଇଁ ଭାରତ ପ୍ରସ୍ତାବରୁ ବିରତ…

ଲିମ୍ୟାନ୍‌ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍‌ ଗାଁ

କିଭ୍‌/ମସ୍କୋ/ଓ୍ବାଶିଂଟନ୍‌, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍‌କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍‌ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ…

ଦାରିଦ୍ର୍ୟ ଦୂର କରିବ ରୋବୋ

ଓ୍ବାଶିଂଟନ୍‌, ୨ା୧୦: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ବୈଦ୍ୟୁତିକ୍‌ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଏହାର ବାର୍ଷିକ ଏଆଇ ଦିବସ ପାଳନ ଅବସରରେ ଏକ ହୁମ୍ୟାନଏଡ୍‌ ରୋବୋ ଅପ୍ଟିମସ୍‌ର ପ୍ରଦର୍ଶନ କରାଇଛି। ଅବିକଳ ମଣିଷ ଭଳି ଏହି ରୋବୋ କାମ…

ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…

ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ ଟିପ୍ପଣୀ ଦେଇଥିବା ମାମଲାରେ ସଲାମାବାଦର ମାରଗଲ୍ଲା ପୋଲିସ ଷ୍ଟେଶନର ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ପିଟିଆଇ ପ୍ରମୁଖଙ୍କ…

ପାଉଣ୍ଡକୁ ଡଲାର ତୁଳନାରେ କରାଯିବ ସଶକ୍ତ, କହିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ…

ଲଣ୍ଡନ,୧।୧୦ : ଗତ କିଛି ଦିନ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ବ୍ରିଟିଶ ପାଉଣ୍ଡ ହ୍ରାସ ପାଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ତାଙ୍କ ସରକାରଙ୍କ ମିନି ବଜେଟ ପରେ ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ ପାଉଣ୍ଡ ଷ୍ଟର୍ଲିଂ…

‘ଆତଙ୍କବାଦ ରାଜନୈତିକ ହୋଇପାରିବ ନାହିଁ’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧ା୧୦: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ନିକଟରେ ଆମେରିକାରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଥର ଭାରତର ପତାକା ଉତ୍ତୋଳନ କରିଥିଲେ। ସେ ଦେଶର ମୂଳ ସ୍ବାର୍ଥ ତଥା ବିଶ୍ୱସ୍ତରୀୟ ଚିନ୍ତାର ବିଷୟ କଥା ମଧ୍ୟ…

ପୁଟିନଙ୍କ ପାଇଁ ଲଢ଼େଇ କରିବେ ହେଭିଓ୍ବେଟ ଚାମ୍ପିୟନ ନିକୋଲାଇ…

ମସ୍କୋ, ୧।୧୦ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ତୀବ୍ର କରିବା ପାଇଁ ଦେଶରେ ସୈନ୍ୟ ସଂଗ୍ରହ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେବେଠାରୁ ରୁଷିଆର ସୈନ୍ୟବାହିନୀରେ ସୈନିକମାନଙ୍କ ସହିତ ସାଧାରଣ ନାଗରିକମାନଙ୍କୁ ମଧ୍ୟ ଯୁଦ୍ଧରେ ଯୋଗଦେବାକୁ…

ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି ପୁଟିନ: ଆମେରିକା ସମୀକ୍ଷକଙ୍କ ମତ…

ଓ୍ବାଶିଂଟନ,୧।୧୦ : ଆମେରିକାର ସମୀକ୍ଷକମାନଙ୍କ ମଧ୍ୟରେ ଏକ ସାଧାରଣ ମତ ପ୍ରକାଶ ପାଇଛି ଯେ ୟୁକ୍ରେନର ଚାରିଟି ଅଞ୍ଚଳକୁ ରୁଷିଆରେ ଯୋଡିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତ୍ତି ପରେ ଚାଲିଥିବା ଯୁଦ୍ଧରେ ଶାନ୍ତିପୂର୍ଣ୍ଣ ସମାଧାନ ହେବାର ସମ୍ଭାବନା ସମାପ୍ତ ହୋଇଛି।…

ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍‌ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି

ସାଣ୍ଟିଆଗୋ,୧ା୧୦: ମ୍ୟାଚ୍‌ ସମୟରେ ପ୍ରଶଂସକଙ୍କ କ୍ରେଜ୍‌ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍‌ ସମୟରେ ସେମିତି ଏକ ଘଟଣା ଘଟିଛି। କୁହାଯାଉଛି, ଷ୍ଟାଡିୟମରେ ମାତ୍ର ୫୦ ହଜାର ଲୋକଙ୍କ ପାଇଁ ବସିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri