ଅନ୍ତର୍ଜାତୀୟ

ୟୁକ୍ରେନରେ ୫୦ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୩୧ା୧୦: କ୍ରିମିଆ ବ୍ରିଜ ବିସ୍ଫୋରଣ ପରଠାରୁ ରୁଷିଆ ତାର ଆକ୍ରମଣକୁ ଜୋରଦାର କରିଛି। ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଦେଶର ବିଭିନ୍ନ ସହରରେ ପ୍ରତିଦିନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ସୋମବାର ସକାଳେ ରୁଷିଆ ୫୦ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କରିଥିବା ଯୁକ୍ରେନ…

ବ୍ଲୁ ଟିକ୍‌ ପାଇଁ ଏଣିକି ଟୁଇଟର୍‌ ୟୁଜର୍ସଙ୍କୁ ଦେବାକୁ ପଡ଼ିପାରେ ଚାର୍ଜ

ନ୍ୟୁୟର୍କ,୩୧।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଟୁଇଟର୍‌ର ଅନେକ ନୀତିରେ ପରିବର୍ତ୍ତନ ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ, ମସ୍କ ଟୁଇଟର୍‌ ଯାଞ୍ଚ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ…

ଚାଇନାର ଆଇଫୋନ୍‌ ସିଟିରେ କରୋନା ବେକାବୁ, ଲକ୍‌ଡାଉନ ଯୋଗୁ ଘରେ ଭୋକ ଉପାସରେ ରହୁଛନ୍ତି ଲୋକେ…

ବେଜିଂ,୩୧।୧୦ : ଚାଇନାର ଝୋଙ୍ଗଝୋଉ ସହରରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଚାଇନା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଦେଶର ବୃହତ୍ତମ ଆଇଫୋନ କାରଖାନା ଭାବରେ ଜଣାଶୁଣାରେ ଲୋକଙ୍କ…

ଇମ୍ରାନ୍‌ଙ୍କ ପ୍ରତିକ୍ରିୟା ନେବା ବେଳେ ଦୁର୍ଘଟଣା ଘଟି ମହିଳା ଖବରଦାତାଙ୍କ ମୃତ୍ୟୁ

ଇସଲାମାବାଦ୍‌, ୩୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଆରମ୍ଭ ହୋଇଛି ଆଜାଦୀ ମାର୍ଚ୍ଚ । ଏହି ଅବସରରେ ରବିବାର ଏକ ଦୁର୍ଘଟଣା ଘଟିଛି। ଇମ୍ରାନ୍‌ ବସିଥିବା ଗାଡ଼ିରେ ଚାପି ହୋଇ ଜଣେ ପାକିସ୍ତାନୀ ମହିଳା…

ରୁଷିଆ ସୈନ୍ୟବାହିନୀରେ ଏଚଆଇଭି-ହେପାଟାଇଟିସ ଆକ୍ରାନ୍ତ କଏଦୀଙ୍କୁ ନିଯୁକ୍ତି…

ମସ୍କୋ,୩୧।୧୦ : ୟୁକ୍ରେନ ଯୁଦ୍ଧରେ ରୁଷିଆ ଏବେ ନିଜର ସୈନ୍ୟବାହିନୀରେ ଏଚଆଇଭି ଏବଂ ହେପାଟାଇଟିସ -ସି ଆକ୍ରାନ୍ତ କଏଦୀଙ୍କୁ ନିଯୁକ୍ତି ଦେବାରେ ଲାଗିଛି। ପ୍ରକାଶ ଯେ, ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ବ୍ୟକ୍ତିଗତ ସେନା ୱେଗ୍ନର୍‌ ଗ୍ରୁପ ୟୁକ୍ରେନ ଯୁଦ୍ଧକୁ ପଠାଇବାକୁ ଏଭଳି…

ସାମୁଦ୍ରିକ ଝଡ଼ରେ ମୃତ୍ୟୁ ସଂଖ୍ୟା ୯୮ ଛୁଇଁଲା, ୫ ଲକ୍ଷରୁ ଅଧିକ ପରିବାର ପ୍ରଭାବିତ…

ମାନିଲା,୩୧।୧୦ : ଫିଲିପାଇନ୍ସର ପ୍ରବଳ ଟ୍ରପିକାଲ ଝଡ ପାଙ୍ଗ (ନାଲ୍ଗେ) ରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ଫିଲିପାଇନ୍ସ ମିଡିଆ ରିପୋର୍ଟ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏବଂ ପରିଚାଳନା ପରିଷଦ କହିଛି ଯେ ପାଙ୍ଗ ଝଡ଼ରେ ମୃତ୍ୟୁ ଘଟିଥିବା…

ତୁର୍କୀ ଆବଶ୍ୟକ କରୁଛି ନୂଆ ସମ୍ବିଧାନ: ରାଷ୍ଟ୍ରପତି…

ଆଙ୍କରା,୩୧।୧୦ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏକ ନୂତନ ସମ୍ବିଧାନର ପ୍ରତିଶ୍ରୁତି ଦେଇଛନ୍ତି। ଆଙ୍କରାରେ ନିଜ ଭାଷଣରେ ନାଗରିକଙ୍କ ଅଧିକାର ଏବଂ ସ୍ବାଧୀନତାକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୧୯୮୦ ରେ ସାମରିକ ଶାସକଙ୍କ ଦ୍ୱାରା କ୍ଷମତା…

ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତି ସ୍ଥଗିତ ରଖିଲା ରୁଷିଆ…

ମସ୍କୋ,୩୧।୧୦ : ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତିରେ ଅଂଶଗ୍ରହଣକୁ ସ୍ଥଗିତ ରଖିବାକୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସେବାଷ୍ଟୋପୋଲ ନିକଟ କୃଷ୍ଣ ସାଗରରେ ଅବସ୍ଥିତ ରୁଷିଆର ନୌବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ…

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ କହିବ ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୧୦ : ରଣନୈତିକ ଦୃଷ୍ଟିକୋଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥିରତା ପାଇଁ ଭାରତର ଭୂମିକାକୁ ବୃଦ୍ଧି କରାଇବାକୁ ଆମେରିକା ସହଯୋଗ କରିବ। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଅନୁଯାୟୀ, ଭାରତ ଏହି ମହାସାଗରରେ ସୁରକ୍ଷା ଯୋଗାଉଥିବା ଏକ ପ୍ରମୁଖ ଦେଶ ହୋଇସାରିଛି।…

ବୋଲସୋନାରୋ କ୍ଷମତାରୁ ହଟିଲେ,ବାମପନ୍ଥୀ ଲୁଲାଙ୍କ ବିଜୟ…

ବ୍ରାସିଲିଆ,୩୧।୧୦: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ୱାର୍କର୍ସ ପାର୍ଟିର ଲୁଇଜ ଇନାସିଓ ଲୁଲା ଡା ସିଲଭା ବିଜୟ ହାସଲ କରିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି। ବ୍ରାଜିଲର ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣା ଆଧାରରେ ଆସୋସିଏଟେଡ ପ୍ରେସ…

ଆମେରିକାରେ ୫୪ ରାଜ୍ୟ: ବାଇଡେନ୍‌

ଓ୍ବାଶିଂଟନ୍‌, ୩୧ା୧୦: ୫୦ ରାଜ୍ୟକୁ ନେଇ ଗଠିତ ୟୁନାଇଟେଡ ଷ୍ଟେଟ୍ସ ଅଫ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହୋଇଛି। ଶୁକ୍ରବାର ପେନ୍‌ସିଲଭାନିଆ ଡେମୋକ୍ରାଟିକ୍‌ ପାର୍ଟି ରିସେପ୍‌ଶନବେଳେ ୭୯ ବର୍ଷୀୟ ବାଇଡେନ୍‌ କହିଥିଲେ, ଓବାମା…

ଟୁଇଟରକୁ ଟକ୍କର ଦେବ ବ୍ଲୁସ୍କାଏ

ଓ୍ବାଶିଂଟନ୍‌, ୩୧।୧୦: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏକାଧିକ ଟପ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ଚାକିରିରୁ ବାହାର କରିଦେଇସାରିଲେଣି। ଟିଇଟରକୁ ଏକ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ମସ୍କ ସଜବାଜ ହେଉଥିବାବେଳେ ତାଙ୍କ ଆଗରେ ଗୋଟିଏ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri