ଅନ୍ତର୍ଜାତୀୟ

ବାଇଡେନଙ୍କ ନିର୍ଦ୍ଦେଶରେ ନର୍ଡ ଷ୍ଟ୍ରିମ୍‌ ଉପରେ ହୋଇଛି ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୩।୧୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦାବି କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବରରେ ବ୍ରିଟେନ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ଉପରେ ଆକ୍ରମଣ ହୋଇଥିଲା। ପେସ୍କୋଭ କହିଛନ୍ତି ଯେ ରୁଷିଆର…

ପ୍ରଶାନ୍ତ ମହାସାଗର ମୁହାଁ କିମ୍‌ଙ୍କ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ,୩।୧୧ : ରୁଷିଏ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବର୍ତ୍ତମାନ କୋରିଆ ପ୍ରାୟଦ୍ୱୀପରେ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଉତ୍ତର କୋରିଆର ଏକଛତ୍ରବାଦି ଶାସକ କିମ୍‌ ଜୋଙ୍ଗ ଉନ୍‌ ଜାପାନ ଉପର ଦେଇ ପ୍ରଶାନ୍ତ ମହାସାଗରରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରଛନ୍ତି।…

ପାକିସ୍ତାନକୁ ଆର୍ଥିକ ସହାୟତା, ହାଇସ୍ପିଡ ଟ୍ରେନ୍ ଟେକନିକ ଯୋଗାଇ ଦେବ ଚାଇନା

ବେଜିଂ,୩ ।୧୧: ପାକସ୍ତାନ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଅଛନ୍ତି । ବୁଧବାର ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ଚାଇନା ପାକିସ୍ତାନକୁ ହାଇସ୍ପିଡ ଟ୍ରେନ୍ ଟେକନିକ ଓ ଆର୍ଥିକ ସହାୟତା…

ଜଳବାୟୁ ସଙ୍କଟକୁ ପ୍ରାଥମିକତା ଦିଆଯାଉନାହିଁ

ଲଣ୍ଡନ, ୩ା୧୧: ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌୨୭ ଅନୁଷ୍ଠିିତ ହେବ। ଉକ୍ତ ସମ୍ମିଳନୀ ପୂର୍ବରୁ ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ମନ୍ତବ୍ୟ ଏକ ଭିନ୍ନ ବାର୍ତ୍ତ ଦେଇଛି। ଗ୍ରେଟା ଉକ୍ତ ସମ୍ମିଳନୀରେ ଉପସ୍ଥିତ…

ଦିନକୁ ୪୩ କେଜିର ମାଇକ୍ରୋପ୍ଲାଷ୍ଟିକ ଗିଳୁଛନ୍ତି ବ୍ଲୁ ହ୍ବେଲ୍‌

ଓ୍ବାଶିଂଟନ୍‌, ୩।୧୧: ସମୁଦ୍ର ଜଳରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି କାରଣରୁ ସେଠାରେ ବାସ କରୁଥିବା ପ୍ରାଣୀଙ୍କ ଜୀବନ ଏବେ ବିପଦରେ ପଡ଼ିଯାଇଛି। ତେବେ ପୃଥିବୀର ସବୁଠାରୁ ବିଶାଳ ପ୍ରାଣୀ କୁହାଯାଉଥିବା ତିମିଙ୍କ ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି ବୋଲି…

‘ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ’

ଓ୍ବାର୍ସା,୨ା୧୧: ରୁଷିଆର କାଲିନିନ୍‌ଗ୍ରାଡ୍‌ ସହିତ ଏହାର ସୀମାରେ ତାର ବାଡ଼ ନିର୍ମାଣ କରିବ ପୋଲାଣ୍ଡ। ପ୍ରତିରକ୍ଷା ମନ୍ତ୍ରୀ ମାରିଅସ ବ୍ଲାସଜାକ୍‌ ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଯୁଦ୍ଧ ବିଷୟରେ ରୁଷିଆର ଏକ ସାମରିକ ଉପସ୍ଥିତି ଥିବା ଏନ୍‌କ୍ଲେଭରେ ବେଆଇନ…

ଇସ୍ରାଏଲରେ ନେତାନ୍ୟାହୁ ସରକାର !…

ଜେରୁଜେଲମ୍‌,୨।୧୧ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ଷମତାକୁ ଫେରିବାକୁ ଯାଉଛନ୍ତି। ବୁଧବାର ସେ କହିଛନ୍ତି ଯେ ତାଙ୍କର ଦକ୍ଷିଣପନ୍ଥୀ ଶିବିର ଏକ ନିର୍ବାଚନୀ ବିଜୟ ଲକ୍ଷ୍ୟରେ ଅଛି। ଇତି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ଭୋଟ ଗଣନା କରାଯାଇଛି।…

ମରିୟମଙ୍କ ଅଭିଯୋଗ, ସେନା ମୁଖ୍ୟ ନିଯୁକ୍ତିରେ ବାଧା ସୃଷ୍ଟି କରୁଛନ୍ତି ଇମ୍ରାନ୍‌…

ଇସଲାମାବାଦ,୨।୧୧ : ଶାସକ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ର ଉପାଧ୍ୟକ୍ଷା ମରିୟମ ନୱାଜ ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଦୀର୍ଘ ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ନୂତନ…

ଜିନପିଙ୍ଗ୍‌-ଶେହବାଜ ଭେଟ, ସିପିଇସି ବିସ୍ତାର ପାଇଁ ସହମତି…

ବେଜିଂ,୨।୧୧ : ବୁଧବାର ବେଜିଂରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଶେହବାଜ ସରିଫଙ୍କର ଏହା ପ୍ରଥମ ଚାଇନା ଗସ୍ତ। ତେବେ ସେ ସେପ୍ଟେମ୍ବରରେ ଉଜବେକିସ୍ତାନରେ…

କିମ୍‌ଙ୍କୁ ଜବାବ ଦେଲା ଦକ୍ଷିଣ କୋରିଆ, ୩ କ୍ଷେପଣାସ୍ତ୍ର ମାଡ଼…

ସିଓଲ,୨।୧୧ : ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣର ଜବାବରେ ତିନୋଟି ଭୂପୃଷ୍ଠରୁ ବାୟୁକୁ ଲକ୍ଷ୍ୟଭେଦ କରାଯାଉଥିବା କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଯେ ଏହାର ଯୁଦ୍ଧ ବିମାନ ବୁଧବାର ପ୍ରତିଦ୍ୱନ୍ଦ୍ୱୀଙ୍କ ପୂର୍ବ…

ହଜାରେରୁ ଅଧିକ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨।୧୧ : ୟୁକ୍ରେନ ଦାବି କରିଛି ଯେ ଖେରସନରେ ହଜାରେରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛି। ଏଥି ସହିତ ରୁଷିଆ ଦାବି କରିଛି ଯେ ଗତ ସପ୍ତାହରେ ୟୁକ୍ରେନର ୨୫୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନର ଜାତୀୟ ପୋଲିସ…

ତାଇଓ୍ବାନ ଉପରେ ସାଇବର ଆକ୍ରମଣ କରିବାକୁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ,୨।୧୧ : ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେକହିଛନ୍ତି ଯେ ଚାଇନା ସେନା ତାଇୱାନ ଉପରେ ଯେ କୌଣସି ସମୟରେ ସାଇବର ଆକ୍ରମଣ କରିପାରେ ବୋଲି ସେ କହିଛନ୍ତି। ସାଇବର ଆଣ୍ଡ ଟେକ୍ନୋଲୋଜି ଇନୋଭେଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri