ଅନ୍ତର୍ଜାତୀୟ

ଇରାନରେ ଥମୁନି ହିଜାବ ବିବାଦ, ଏବେ ଓସ୍କାର ୱିନର ଅଭିନେତ୍ରୀ ଗିରଫ

ତେହେରାନ,୧୮ ।୧୨: ଇରାନର ଅଧିକାରୀମାନେ ଦେଶର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ସରକାରୀ ମିଡିଆ ରିପୋର୍ଟରେ କୁହାଯାଇଛି କି ଓସ୍କାର ବିଜେତା ଫିଲ୍ମ ‘ଦ ସେଲସମ୍ୟାନ’ ର…

ଫାଟିଗଲା ବିଶ୍ୱର ସବୁଠୁ ବଡ଼ ଆକ୍ୱାରିୟମ୍‌

ବର୍ଲିନ, ୧୮।୧୨: ଜର୍ମାନୀ ରାଜଧାନୀ ବର୍ଲିନରେ ଥିବା ବିଶ୍ୱର ସବୁଠୁ ବଡ଼ ଆକ୍ୱାରିୟମ୍‌ ଫାଟି ନଷ୍ଟ ହୋଇଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଆସନ୍ତି। ଏହି ବିଶାଳକାୟ ଆକ୍ୱାଡୋମ୍‌ରେ ଥିବା ରଙ୍ଗିନ ମାଛ ଲୋକଙ୍କୁ ଅଧିକ ଆକୃଷ୍ଟ…

ଶେହବାଜ ସରକାରଙ୍କୁ ପୁଣି ଟେନସନ ଦେଲେ ଇମ୍ରାନ, କହିଲେ ୨୩ ଡିସେମ୍ବରରେ ଭାଙ୍ଗିବେ ଦୁଇଟି ବିଧାନସଭା

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ ଏ ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ କହିଛନ୍ତି ଆଗାମୀ ଡିସେମ୍ବର ୨୩ରେ ସେ ପାକିସ୍ତାନର ଦୁଇଟି ରାଜ୍ୟର ବିଧାନସଭାକୁ ଭଙ୍ଗ କରିଦେବେ । ସେ ପାକିସ୍ତାନର ପୂର୍ବତନ ଆର୍ମି ଚିଫ…

ନୋବେଲ ବିଜେତା ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ

ୱାଶିଂଟନ,୧୮ ।୧୨: ନୋବେଲ ପୁରସ୍କାରରେ ସମ୍ମାନୀତ ଅର୍ଥଶାସ୍ତ୍ରୀ ପ୍ରଫେସର ଫିଲିପ ଡାୟବୱିଗଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି । ଡାୟବୱିଗ ୱାଶିଂଟନ ୟୁନିଭର୍ସିଟିରେ ପାଠ ପଢାନ୍ତି । ଡାୟବୱିଗଙ୍କୁ ଡଗଲସ ବ୍ଲୁ ଡାୟମଣ୍ଡ ଓ ବେନ ଏସ ବର୍ନାନକେଙ୍କ ସହ…

ଫୁଟବଲ ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି: ଫିଫା କଲା ମନା…

କିଭ୍‌,୧୭।୧୨ : ଫୁଟବଲ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରଦାନ କରିବାକୁ ବିଶ୍ୱକପ ଆୟୋଜକଙ୍କୁ ଏକ ଅନୁରୋଧ କରିଥିଲେ। ତେବେ ଏହାକୁ ଫିଫା ପକ୍ଷରୁ ମନା କରାଯାଇଛି। ରବିବାର କତାରରେ ହେବାକୁ…

ନବଜାତ ଶିଶୁକନ୍ୟାକୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ ମହିଳା, ହୋଇପାରେ ମୃତ୍ୟୁଦଣ୍ଡ

ନ୍ୟୁୟର୍କ,୧୭ା୧୨: ୨୦୧୮ରେ ଆମେରିକାର ଜଣେ ଭାରତୀୟ ବଂଶୋଭବ ମହିଳା ନିଜର ନବଜାତ ଶିଶୁକନ୍ୟାକୁ ଫ୍ଲୋରିଡାର ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ନାମରେ ହତ୍ୟା ଅଭିଯୋଗ କରାଯାଇଥିଲା। ଉକ୍ତ ମାମଲାର ତଦନ୍ତ ପରେ ତାଙ୍କୁ ଗିରଫ…

ପାକିସ୍ତାନର ଦୁଃସାହସ: ଭାରତକୁ ଦେଲା ଯୁଦ୍ଧ-ଆଣବିକ ବୋମା ଧମକ…

ନୂଆଦିଲ୍ଲୀ/ଇସଲାମାବାଦ,୧୭।୧୨ : ପାକିସ୍ତାନ ପୁଣିଥରେ ଦୁଃସାହସ କରିଛି। ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ଯୁଦ୍ଧ ଏବଂ ଆଣବିକ ବୋମା ଦେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପରମାଣୁ ସ୍ଥିତି ନୀରବ ରହିବା ପାଇଁ ନୁହେଁ। ସମୟ ପଡ଼ିଲେ…

‘ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ମାନିବୁ’

ଓ୍ବାଶିଂଟନ,୧୭ା୧୨: ସମସ୍ତ ପ୍ରକାର ହିଂସାକୁ ବନ୍ଦ କରିବା ଏବଂ କୂଟନୈତିକ ମାର୍ଗ ଅନୁସରଣ କରିବା ପାଇଁ ୟୁକ୍ରେନ ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଆମେରିକା ପୁଣି ଥରେ ସ୍ବାଗତ କରିଛି। ବୈଦେଶିକ ବିଭାଗର ମୁଖ୍ୟ ଉପପ୍ରବକ୍ତା ବେଦାନ୍ତ କହିଛନ୍ତି,…

ଚାଇନାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ…

ବେଜିଂ,୧୭।୧୨ : ଚାଇନାରେ କରୋନା ମହାମାରୀର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ୨କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜଧାନୀ ବେଜିଂରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଶନିବାର ଅନ୍ତିମ ସଂସ୍କାର ପାଇଁ ଲୋକଙ୍କ ଭିଡ଼ ଜମିବାରେ…

ଯୁଦ୍ଧରେ ଜିତିବୁ ଅବା ପୃଥିବୀ ଧ୍ୱଂସ ହେବ: ପୁଟିନଙ୍କ ନିକଟତମ ବ୍ୟକ୍ତିଙ୍କ ଦାବି…

ମସ୍କୋ,୧୭।୧୨ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ଜଣେ ବ୍ୟକ୍ତି ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏକ ବଡ଼ ଦାବି କରିଛନ୍ତି। ପୁଟିନଙ୍କ ପ୍ରମୁଖ ସହାୟକ ଆଲେକ୍ସଜାଣ୍ଡାର୍‌ ଡୁଗିନ କହିଛନ୍ତି ଯେ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ମସ୍କୋ ଜିତିବ ନଚେତ…

ପୃଥିବୀର ଜଳ ପରୀକ୍ଷା ପାଇଁ ଉପଗ୍ରହ ପଠାଇଲା ନାସା

ଓ୍ବାଶିଂଟନ,୧୭ା୧୨: ନାସା ପୃଥିବୀର ହ୍ରଦ, ନଦୀ, ଜଳଭଣ୍ଡାର ଏବଂ ମହାସାଗରର ଜଳ ପରୀକ୍ଷା  ପାଇଁ ଏକ ଉପଗ୍ରହ ଉତ୍‌କ୍ଷେପଣ କରିଛି। କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ ଫୋର୍ସ ବେସ୍‌ରୁ ଏକ ସ୍ପେସ୍‌ ଏକ୍ସ ଫାଲକନ-୯  ଉପରେ ସର୍ଫେସ ଓ୍ବାଟର୍‌ ଆଣ୍ଡ ଓସେନ ଟପୋଗ୍ରାଫି…

ପେରୁରେ ରାଜନୈତିକ ସଙ୍କଟ ମଧ୍ୟରେ ସମୟ ପୂର୍ବରୁ ନିର୍ବାଚନ ହେବାକୁ ନେଇ ଦିଆଯାଇଥିବା ବିଧେୟକ ଖାରଜ

ଲିମା,୧୭ ।୧୨: ପେରୁ କଂଗ୍ରେସ ପକ୍ଷରୁ ଦେଶରେ ଡିସେମ୍ବର ୨୦୨୩ ମଧ୍ୟରେ ନିର୍ବାଚନ କରିବା ବିଧେୟକକୁ ଖାରଜ କରିଦେଇଛି । ପେରୁରେ ୨୦୨୬ରେ ନିର୍ବାଚନ ହେବାର ଅଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଧାନସଭା ସମ୍ବିଧାନ ଆୟୋଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri