ମହାଶିବରାତ୍ରୀ ପାଳନ ପାଇଁ ପାକିସ୍ତାନ ପହଞ୍ଚିଲେ ୮୯ ଭାରତୀୟ…
ଇସଲାମାବାଦ/ନୂଆଦିଲ୍ଲୀ,୨୧।୧୨ : ଭାରତର ୮୯ ହିନ୍ଦୁ ତୀର୍ଥଯାତ୍ରୀ ମଙ୍ଗଳବାର ପାକିସ୍ତାନର ପଞ୍ଜାବ ପ୍ରଦେଶର କଟାସ ରାଜ ମନ୍ଦିରରେ ମହା ଶିବରାତ୍ରୀଙ୍କୁ ପାଳନ କରିବା ପାଇଁ ଏଠାରେ ପହଞ୍ଚିଛନ୍ତି। ୱାଘା ସୀମା ଦେଇ ତୀର୍ଥଯାତ୍ରୀ ଭାରତରୁ ଆସିଥିବା ନେଇ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର…
ଇନସାଇଟ୍ ଲ୍ୟାଣ୍ଡରର ଭାବପ୍ରବଣ ବାର୍ତ୍ତା, ମୋ ଶକ୍ତି ସରି ଆସୁଛି…
ଓ୍ବାଶିଂଟନ,୨୧।୧୨ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ମାର୍ସ ଇନସାଇଟ ଲ୍ୟାଣ୍ଡର ଏହାର ଶେଷ ନିଶ୍ୱାସଃ ନେଉଛି। ମୋର ଶକ୍ତି ସରି ଆସୁଛି ବୋଲି ଲ୍ୟାଣ୍ଡର୍ ପୃଥିବୀକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛି। ନାସା ଇନସାଇଟ ଲ୍ୟାଣ୍ଡର ଟୁଇଟର ହ୍ୟାଣ୍ଡେଲରୁ ଏକ…
ସରକାରୀ ଆକାଉଣ୍ଟ ପାଇଁ ଗ୍ରେ ବଟନ୍
ଓ୍ବାଶିଂଟନ୍, ୨୧।୧୨: ମାଇକ୍ରୋବ୍ଲଗିଂ ଆପ୍ ଟୁଇଟରରେ ଏଣିକି ଆକାଉଣ୍ଟ ମଧ୍ୟରେ ପ୍ରଭେଦ ଜାଣିବା ହେବ ଆହୁରି ସହଜ। ପୂର୍ବରୁ ଅଧିକ ଫଲୋୟର୍ସ ଥିବା ଆକାଉଣ୍ଟକୁ ଟୁଇଟର ବ୍ଲୁ ଟିକ୍ ବଟନ୍ ଲଗାଉ ଥିଲା। ଏଣିକି ବିଜ୍ନେସ୍ ଓ ସରକାରୀ ଆକାଉଣ୍ଟ ଚିହ୍ନିବା…
ଜାପାନକୁ ଆକ୍ରମଣ ଧମକ ଦେଲା ଉତ୍ତର କୋରିଆ
ସିଓଲ,୨୧।୧୨: ଜାପାନ ବିରୋଧରେ ଦୃଢ଼ ତଥା ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ମଙ୍ଗଳବାର ଧମକ ଦେଇଛି। ଟୋକିଓ ଗ୍ରହଣ କରିଥିବା ଜାତୀୟ ସୁରକ୍ଷା ନୀତିକୁ ଉତ୍ତର କୋରିଆ ନିନ୍ଦା କରିଛି। ୪ ଦିନ ପୂର୍ବରୁ ଜାପାନ…
ପାକ୍ରେ ଶକ୍ତି ସଙ୍କଟ: ରାତି ୮ଟାରୁ ବଜାର ବନ୍ଦ
ଇସ୍ଲାମାବାଦ୍, ୨୧।୧୨: ଭୟାବହ ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ପାକିସ୍ତାନ ଅଣ୍ଟା ସଳଖୁଥିବାବେଳେ ଦେଶରେ ଶକ୍ତି ସଙ୍କଟ ମୁଣ୍ଡ ଟେକିଛି। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର୍ସୋର ଆରମ୍ଭ କରାଯାଇଛି। ପ୍ରକାଶିତ ଖବର ଅନୁସାରେ ଶକ୍ତି ସଂରକ୍ଷଣ ପାଇଁ ଶେହବାଜ…
ଫାଟିଲା ଗ୍ୟାସ୍ ସିଲିଣ୍ଡର : ୧୨ ମୃତ
କରାଚି, ୨୧।୧୨: ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶର ଲେସବେଲା ଜିଲାର ଏକ ଗ୍ୟାସ୍ ସିଲିଣ୍ଡର ଦୋକାନରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୨୫ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଦୋକାନରେ ଗ୍ୟାସ୍ ସିଲିଣ୍ଡର ଫାଟିବା…
ସୁପର କାର୍ରେ ଆସିଲା କିଡ୍ନୀ
ରୋମ୍, ୨୧।୧୨: ଇଟାଲୀ ପୋଲିସ ମଙ୍ଗଳବାର ଦୁଇଜଣ କିଡ୍ନୀ ରୋଗୀଙ୍କ ଜୀବନ ବଞ୍ଜାଇବାରେ ସକ୍ଷମ ହୋଇଛନ୍ତି। ଘଣ୍ଟା ପ୍ରତି ୩୦୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ କରୁଥିବା ସୁପର୍ କାର୍ ଲମ୍ବୋରଗିନିର ସହାୟତାରେ ଇଟାଲୀୟ ପୋଲିସ କିଡ୍ନୀ ନେଇ ୪୦୦ କି.ମି.…
ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…
ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ସହିତ ବନ୍ଧକ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ତାଲିବାନ ଆତଙ୍କବାଦୀମାନେ…
ପାକିସ୍ତାନରେ ବିଦ୍ୟୁତ୍ ସଙ୍କଟ: ରାତି ୮ରୁ ବଜାର ବନ୍ଦ…
ଇସଲାମାବାଦ,୨୦।୧୨ : ନଗଦ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ମଙ୍ଗଳବାର ଶକ୍ତି ସଂରକ୍ଷଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛି। ଏହା ଅନ୍ତର୍ଗତ ରାତି ଆଠଟା ପରେ ଦେଶର ସମସ୍ତ ବଜାର ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିବ। ଏଥି ସହିତ, ବିବାହ…
ପୁଣି ଘନେଇଲା କରୋନା ଆତଙ୍କ, ଦେଢ଼ମାସରେ ୫୫ ପ୍ରତିଶତ ମାମଲା ବଢ଼ିଲା…
ଓ୍ବାଶିଂଟନ,୨୦।୧୨ : କରୋନାର ବିପଦ ପୁଣି ଥରେ ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି। ଚାଇନା ସହିତ ଏସିଆ, ୟୁରୋପ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ନଭେମ୍ବର ୨ ରେ, ୩.୩ ଲକ୍ଷ ମାମଲା ବିଶ୍ୱବ୍ୟାପୀ…
ଭାରତ-ପାକିସ୍ତାନ ପ୍ରସଙ୍ଗରେ ମଧ୍ୟସ୍ଥି ପାଇଁ ପୁଣି କହିଲା ଆମେରିକା…
ଓ୍ବାଶିଂଟନ,୨୦।୧୨ : ଭାରତ ପାକିସ୍ତାନ ପ୍ରସଙ୍ଗରେ ପୁଣି ମଧ୍ୟସ୍ଥି କରିବାକୁ ଆମେରିକା ଇଛା ପ୍ରକାଶ କରିଛି। ଦୁଇଦେଶ ମଧ୍ୟରେ ଥିବା ମତଭେଦ ଦୂର ପାଇଁ ଉଦ୍ୟମ ହେବା ଉପରେ ଆମେରିକା ଗୁରୁତ୍ୱାରୋପ କରି କହିଛି ଯେ, ଏନେଇ ବାକ୍ ଯୁଦ୍ଧ ନ…
ବଢ଼ିପାରେ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ସଂଖ୍ୟା: ଗୁଟେରସଙ୍କ ସୂଚନା…
ନ୍ୟୁୟର୍କ,୨୦।୧୨ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ମଧ୍ୟ ଗମ୍ଭୀର ଭାବରେ ବିଚାର କରାଯାଉଛି । ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି…
Archives


