ଅନ୍ତର୍ଜାତୀୟ

ଡ୍ରଗ୍ସ ଚୋରା ଚାଲାଣ, ଟଙ୍କା ହେରଫେର ମାମଲାରେ ମୂଳ ଭାରତୀୟ ଦୋଷୀ ସାବ୍ୟସ୍ତ, ମିଳିଲା ୯ ବର୍ଷର କରାଦଣ୍ଡ

ଲଣ୍ଡନ,୩୦।୪: ବ୍ରିଟେନର ଏକ କୋର୍ଟ ଡ୍ରଗ୍ସ ଚୋରା ଚାଲାଣ ଓ ମନି ଲଣ୍ଡରିଂ ମାମଲାରେ ଜଣେ ମୂଳ ଭାରତୀୟଙ୍କୁ ୮ ବର୍ଷ ୧୦ ମାସର ସଜା ଶୁଣାଇଛନ୍ତି। ୟୁକେର ରାଷ୍ଟ୍ରୀୟ ଅପରାଧ ଏଜେନ୍ସି(ଏନସିଏ) କହିଛି ତା’ର ଅଧିକାରୀମାନେ ପ୍ରମାଣ କରିଛନ୍ତି କି…

ପୁଟିନଙ୍କ ବିରୋଧରେ ହୋଇପାରେ ‘ସେନା ବିଦ୍ରୋହ’? ରୁଷିଆ କମାଣ୍ଡର ଦେଲେ ଚେତାବନୀ

ମସ୍କୋ,୩୦।୪: ରୁଷିଆର କମାଣ୍ଡର ଇଗୋର ଗିରକିନ ଚେତାବନୀ ଦେଇଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ‘ସେନା ବିଦ୍ରୋହ’ ହୋଇପାାର। ଆଉ ଏହି ବିଦ୍ରୋହ ଓ୍ବାଗନର ଗ୍ରୁପ କରିପାରନ୍ତି। ସୂଚନାଯୋଗ୍ୟ, ରୁଷିଆର ପ୍ରାଇଭେଟ ଆର୍ମି ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି…

ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଚାଇନାକୁ କହିଲା ଆମେରିକା

ଓ୍ବାଶିଂଟନ,୩୦ା୪: ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନାମୂଳକ ତଥା ଅସୁରକ୍ଷିତ ଆଚରଣ ବନ୍ଦ କରିବାକୁ ଆମେରିକା ଚାଇନାକୁ ଆହ୍ବାନ କରିଛି। ସ୍ବରାଷ୍ଟ୍ର ବିଭାଗ ଏକ ବିବୃତ୍ତିରେ କହିଛି ଯେ, ‘ଆମେ ଚାଇନାକୁ ଏହାର ଉତ୍ତେଜକ ତଥା ଅସୁରକ୍ଷିତ ଆଚରଣରୁ ନିବୃତ୍ତ ହେବାକୁ ଆହ୍ବାନ…

ପାକିସ୍ତାନରେ ମାତା-ପିତା କନ୍ୟା ସନ୍ତାନଙ୍କ କବରର ସୁରକ୍ଷା ପାଇଁ ଲଗାଉଛନ୍ତି ତାଲା, ମୃତଦେହକୁ କରାଯାଉଛି ବଳାତ୍କାର

ଇସଲାମାବାଦ,୨୯।୪: ପାକିସ୍ତାନରୁ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। ଏଠାକାର ଅନେକେ ମାତାପିତା ସେମାନଙ୍କ ମୃତ କନ୍ୟାଙ୍କ କବରରେ ତାଲା ଲଗାଇ ସେମାନଙ୍କୁ ବଳାତ୍କାରରୁ ବଞ୍ଚାଇ ରଖୁଛନ୍ତି। ଡେଲି ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦେଶରେ ନେକ୍ରୋଫିଲିଆ ଅର୍ଥାତ୍‌ ମୃତ ଲୋକଙ୍କ…

ଚାଇନା ସହିତ ସମ୍ପର୍କ ଖରାପ ହେବାର କାରଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୯ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ସହ ଭାରତର ସମ୍ପର୍କ ବିଗିଡ଼ିବା ନେଇ ଏକ କଥା କହିଛନ୍ତି। ସେ କହିଛନ୍ତି, ଭାରତ ସମସ୍ତ ଦେଶ ସହ ସମ୍ପର୍କ ବଢ଼ାଇ ଚାଲିଥିବା ବେଳେ ଚାଇନା ସହ ସମ୍ପର୍କ ଏକ ଭିନ୍ନ…

ଜାତିସଂଘରେ ହେବ ୧୦୦ ତମ ମନ କି ବାତର ସିଧା ପ୍ରସାରଣ…

ନୂଆଦିଲ୍ଲୀ/ନ୍ୟୁୟର୍କ,୨୯।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଏପ୍ରିଲ ୩୦)ରେ ୧୦୦ ତମ ଥର ପାଇଁ ଦେଶବାସୀଙ୍କ ସହ ‘ମନ କି ବାତ’ କରିବେ। ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଏପିସୋଡ ଆସନ୍ତାକାଲି ମିଳିତ ଜାତିସଂଘ (ଜାତିସଂଘ)…

ଶୁକ୍ରାଣୁ ଦାନ କରୁଥିବା ୪୧ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଲାଗିଲା ରୋକ, ୫୫୦-୬୦୦ ସନ୍ତାନଙ୍କର ହୋଇ ସାରିଛନ୍ତି ପିତା

ଆମଷ୍ଟରଡର୍ମ,୨୯।୪: ନେଦରଲ୍ୟାଣ୍ଡସ କୋର୍ଟ ଶୁକ୍ରାଣୁ ଦାନ କରୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ରୋକ ଲଗାଇଛନ୍ତି। ବ୍ୟକ୍ତି ଜଣଙ୍କ ଏବେ ପର୍ଯ୍ୟନ୍ତ ତାଙ୍କ ଶୁକ୍ରାଣୁରୁ ୪୦୦-୫୦୦ ଶିଶୁଙ୍କୁ ଜନ୍ମ ଦେଇ ସାରିଛନ୍ତି। ହେଗ ଜିଲା ନ୍ୟାୟାଳୟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ…

ଜାତିସଂଘ ମୁଖ୍ୟାଳୟରେ ବି ଶୁଣିବାକୁ ମିଳିବ ମନ କି ବାତର ୧୦୦ତମ ଏପିସୋଡ, ବିଲ ଗେଟସ୍‌ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡର ପ୍ରଚାର ଜାତିସଂଘର ମୁଖ୍ୟଳୟରେ ବି କରାଯିବ। ଏହି କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ରବିବାର ୩୦ ଏପ୍ରିଲରେ ପ୍ରଚାରିତ ହେବ । ଏହି ବିଶେଷ…

ତୈଳ ଡିପୋରେ ବଡ଼ଧରଣର ଅଗ୍ନିକାଣ୍ଡ

ମସ୍କୋ,୨୯ା୪: ଡ୍ରୋନ୍‌ ଷ୍ଟ୍ରାଇକ୍‌ ଯୋଗୁ ମସ୍କୋରେ ଅବସ୍ଥିତ କ୍ରିମିଆ ସେବାଷ୍ଟୋପୋଲର ବନ୍ଦରର ଏକ ଇନ୍ଧନ ଡିପୋରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଇନ୍ଧନ ସଂରକ୍ଷଣ କେନ୍ଦ୍ର ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିବା ନେଇ ରାଜ୍ୟପାଳ କହିଛନ୍ତି। ମିଖାଇଲ…

ବାଇଡେନଙ୍କୁ ଅପମାନିତ କଲେ କିମ୍‌ଙ୍କ ଭଉଣୀ…

ପ୍ୟୋଙ୍ଗୟାଙ୍ଗ,୨୯।୪ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଶକ୍ତିଶାଳୀ ଭଉଣୀ କିମ ୟୋ ଜୋଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅପମାନିତ କରିଛନ୍ତି। ସେ କହିଛନ୍ତି, ଆମେରିକା ଏବଂ ଦକ୍ଷିଣ କୋରିଆ ଚୁକ୍ତି ପ୍ୟୋଙ୍ଗୟାଙ୍ଗ ପ୍ରତି ସେମାନଙ୍କର ଅତ୍ୟଧିକ…

ମୂଳ ଭାରତୀୟଙ୍କୁ ହାତେଇବାକୁ ଚେଷ୍ଟା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୨୯।୪ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। ଏହି ନିର୍ବାଚନରେ ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତରୁ ଅଧିକ ଏବଂ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ…

ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକିୟାରେ ପରିବର୍ତ୍ତନ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୨୯।୪ : ଆମେରିକାର କେତେକ ଫେଡେରାଲ ଏଜେନ୍ସି କିଛି କମ୍ପାନୀ ଦ୍ୱାରା ଅପବ୍ୟବହାର ଏବଂ ଠକେଇର ସୂଚନା ପାଇବା ପରେ ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକ୍ରିୟାକୁ ଆଧୁନିକୀକରଣ କରିବାକୁ ଯୋଜନା ଘୋଷଣା କରିଛି। କୁଶଳୀ ବିଦେଶୀ ଶ୍ରମିକମାନଙ୍କ ପାଇଁ ଲୋଭନୀୟ ଭିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?