ଅନ୍ତର୍ଜାତୀୟ

ସନା ମାରିନ ସରକାର ପରାଜିତ…

ହେଲସିଙ୍କି,୩।୪ : ଫିନଲ୍ୟାଣ୍ଡରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସନା ମାରିନଙ୍କ ସରକାର ପରାଜୟର ସମ୍ମୁଖୀନ ହୋଇଛନ୍ତି। ଦକ୍ଷିଣପନ୍ଥୀ ନେତା ପେଟେରୀ ଅର୍ପୋଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସମନ୍ବୟ ପାର୍ଟି ନିର୍ବାଚନରେ କେବଳ ମାରିନଙ୍କ ବାମପନ୍ଥୀ ସୋସିଆଲ ଡେମୋକ୍ରାଟ ପାର୍ଟି (ଏସଡିପି) କୁ…

ନ୍ୟୁୟର୍କ ଟାଇମ୍ସର ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ…

ଓ୍ବାଶିଂଟନ,୩।୪ : ନ୍ୟୁୟର୍କ ଟାଇମ୍ସକୁ ଏଲୋନ ମସ୍କ ପ୍ରୋପାଗଣ୍ଡା କହିଛନ୍ତି। ଏହା ସହିତ ଏହାର ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ ହଟାଯାଇଛି। ଟୁଇଟର ନ୍ୟୁୟର୍କ ଟାଇମ୍ସର ଗୋଲ୍ଡ ଭେରିଫାଏଡ ମାର୍କରକୁ ହଟାଇ ଦେଇଛି। ଟୁଇଟରର ଏହି ପଦକ୍ଷେପ ଏପରି ଏକ ସମୟରେ…

ଆତ୍ମସମର୍ପଣ କରିବେ ଟ୍ରମ୍ପ, ବନ୍ଦ ରହିବ ରାସ୍ତା

ନ୍ୟୁୟର୍କ,୩ା୪: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓକିଲଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ନ୍ୟୁୟର୍କ ସିଟି ପୋଲିସ ଟ୍ରମ୍ପ୍‌ ଟାଓ୍ବାରକୁ ବନ୍ଦ କରି ମ୍ୟାନହଟନ କ୍ରାଇମବ୍ରାଞ୍ଚ ନିକଟରେ ରାସ୍ତା ଅବରୋଧ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ…

ଆମେରିକାରେ ଘୂର୍ଣ୍ଣିଝଡ଼ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି

ଓ୍ବାଶିଂଟନ,୩ା୪: ଆମେରିକାର ଦକ୍ଷିଣ ଏବଂ ମଧ୍ୟପଶ୍ଚିମ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଟେନେସି କଣ୍ଟିରେ ୯ ଜଣ ପ୍ରାଣ ହରାଇଥିବା ବେଳେ ଓ୍ବିନେ ଏବଂ ଆର୍କାନ୍ସରେ ୪ ଜଣ, ସୁଲିଭାନ ଏବଂ ଇଣ୍ଡିୟାନାରେ ୩ ଜଣ ଏବଂ ଇଲିନୋଏଜରେ…

ଦକ୍ଷିଣ ତିବ୍ବତ୍‌ରେ ଭୂକମ୍ପ

ଶିଜାଙ୍ଗ୍‌,୩ା୪: ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ, ସୋମବାର ସକାଳେ ଦକ୍ଷିଣ ତିବ୍ଦତର ଶିଜାଙ୍ଗ୍‌ ଅଞ୍ଚଳରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ…

ଜନସଂଖ୍ୟା ସନ୍ତୁଳନ ପାଇଁ ସପ୍ତାହେ ଛୁଟି

ବେଜିଂ,୩।୪: ୨ ବର୍ଷ ହେଲା ଚାଇନାରେ ଜନ୍ମହାର କମିବାରେ ଲାଗିଛି। ଫଳରେ ଦେଶର ଜନସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜନସଂଖ୍ୟାରେ ସନ୍ତୁଳନ ଆଣିବା ଲାଗି ଚାଇନାର ୯ଟି କଲେଜ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। କଲେଜରେ ପାଠ…

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

କାବୁଲ,୨।୪: ଆଫଗାନିସ୍ତାନରେ ରବିବାର ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି, ଭୂକମ୍ପର ଝଟକା ଆଫଗାନିସ୍ତାନର ଫୌଜାବାଦରେ ଅଧିକ ରହିଛି। ଏହି ଭୂକମ୍ପରେ ଏବେ ପର୍ଯ୍ୟନ୍ତ…

ଭାରତ ସହିତ ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ନେପାଳ ଭାରତ ସହିତ ୨୫ ବର୍ଷ ପାଇଁ ବିଜୁଳି ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଯୋଜନା କରିଛନ୍ତି। ଯଦିଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ସରକାରୀ ତାରିଖ…

ଓକାଲୋହୋମାର ବାର୍‌ରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୨।୪ : ଆମେରିକାରେ ଗୁଳିକାଣ୍ଡ ଘଟଣା କମିବାର ନା ଧରୁନି। ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଶନିବାର ରାତିରେ ଓକାଲୋହୋମାରେ ଆଉ ଏକ ଗୁଳକାଣ୍ଡ ଘଟିଛି। ଅଭିଯୁକ୍ତମାନେ ୬ ଜଣଙ୍କୁ ଟାର୍ଗେଟ କରି ଆଖିକୁଜା ଗୁଳି ଚାଳନା…

ଆମେରିକାରେ ଘୂର୍ଣ୍ଣିବଳୟର ତାଣ୍ଡବ, ୬ଲକ୍ଷରୁ ଅଧିକ ଘରେ ନାହିଁ ବିଜୁଳି

ଓ୍ବାଶିଂଟନ,୨।୪: ଆମେରିକାରେ ପୁଣିଥରେ ଘୂର୍ଣ୍ଣିବଳୟ ତାଣ୍ଡବ ରଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଦକ୍ଷିଣ-ମଧ୍ୟ ଓ ପୂର୍ବ ଆମେରିକାରେ ଶୁକ୍ରବାର ଓ ଶନିବାର ଆସିଥିବା ଘୂର୍ଣ୍ଣିବଳୟରେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।…

ଇରାନ ସୀମାରେ ପାକିସ୍ତାନ ସେନାଙ୍କ ଉପରେ ଆତଙ୍କବାଦୀ ଆକମ୍ରଣ, ୪ ଯବାନ ମୃତ

ଇସଲାମାବାଦ,୨।୪: ପାକିସ୍ତାନର ବଲୁଚିସ୍ତାନରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଇରାନ ସୀମା ନିକଟରେ ଏକ ଚରମପନ୍ଥୀ ସଙ୍ଗଠନ ଦ୍ୱାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୪ ପାକିସ୍ତାନୀ ସେନାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏପ୍ରିଲ…

୨୦୨୪ ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ବାଇଡେନ

ଓ୍ବାଶିଂଟନ,୨ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଭାଗ ନେବେ ବୋଲି ଘୋଷଣା କରିଛନ୍ତି। ତଥାପି ଏନେଇ ଆଉ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କିଏ ଏହାକୁ ପରିଚାଳନା କରିବ? ଏହା କେଉଁଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri