ଅନ୍ତର୍ଜାତୀୟ

ବିମାନ ଚଢ଼ିବା ବେଳେ ତଳେ ପଡିଗଲେ ବାଇଡେନ…

ଓ୍ବାଶିଂଟନ,୨୩।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଈଡେନ ପୁଣି ଥରେ ବିମାନ ଚଢ଼ିବାବେଳେ ଶିଡିରେ ଝୁଣ୍ଟି ପଡ଼ି ପାହାଚ ଉପରରେ ପଡିଯାଇଛନ୍ତି। କୁହାଯାଉଛି ଯେ ପୋଲାଣ୍ଡର ରାଜଧାନୀ ୱାର୍ସରେ ବାୟୁସେନା ୱାନରେ ଚଢ଼ିବା ସମୟରେ ଏଭଳି ଘଟିଛି। ତେବେ କିଛି ସେକେଣ୍ଡରେ…

ମାତୃ ମୃତ୍ୟୁ ହାରରେ ହ୍ରାସ, ପ୍ରତି ଦୁଇ ମିନିଟରେ ଜଣଙ୍କର ମୃତ୍ୟୁ: ଜିତିସଂଘ ରିପୋର୍ଟ…

ଜେନେଭା,୨୩।୨ : ମିଳିତ ଜାତିସଂଘର ଏକ ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ସାରା ବିଶ୍ୱରେ ଗର୍ଭଧାରଣରେ ଜଟିଳତା ଯୋଗୁ ପ୍ରତି ଦୁଇ ମିନିଟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଗତ ୨୦ ବର୍ଷ ମଧ୍ୟରେ…

ଫ୍ଲୋରିଡାରେ ଟେଲିଭିଜନ ଖବରଦାତାଙ୍କୁ ଗୁଳି, ୯ ବର୍ଷର ଶିଶୁ ସମେତ ୩ ଆହତ

ଫ୍ଲୋରିଡା, ୨୩ ।୨: ଆମେରିକାରେ ପୁଣି ଫୁଟିଛି ଗୁଳି । ଆମେରିକାର ଫ୍ଲୋରିଡାରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଟେଲିଭିଜନ ଖବରଦାତାଙ୍କୁ ରିପୋର୍ଟିଂ ସମୟର ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ଜଣେ…

ତୁର୍କୀ-ସିରିଆ ପରେ ଚାଇନାରେ ଶକ୍ତିଶାଳୀ ଭୂକମ୍ପ

ବେଜିଂ,୨୩ ।୨: ସିରିଆ ଓ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପର ଛାତିଥରା ଦୃଶ୍ୟ ମନରୁ ଲିଭି ନ ଥିବା ବେଳେ ଗୁରୁବାର ସକାଳେ ଚାଇନା ଓ ତାଜିକିସ୍ତାନ ସୀମାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି । ଚାଇନାରେ ଗୁରୁବାର ସ୍ଥାନୀୟ…

ରିପବ୍ଲିକାନ୍‌ ପାର୍ଟିରୁ ୨ ଭାରତୀୟ ବଂଶୋଦ୍ଭବ ଆଶାୟୀ

ଓ୍ବାଶିଂଟନ,୨୩ା୨: ଭାରତୀୟ ବଂଶୋଦ୍ଭବ ଟେକ୍‌ ଏଣ୍ଟରପ୍ରିନ୍ୟୁର୍‌ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଗତ ୧୪ ତାରିଖରେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ୨୦୨୪ ରାଷ୍ଟ୍ରପତି ନିର୍ବାଚନ…

୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା

ନାବଲସ୍‌, ୨୩।୨: ବୁଧବାର ନାବଲସ୍‌ରେ ଇସ୍ରାଏଲ ଟ୍ରୁପ୍‌ ୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଏବଂ ୧୪ ବର୍ଷର ବାଳକଙ୍କ ସମେତ ୩ ସାଧାରଣ ନାଗରିକ ରହିଛନ୍ତି। ୧୦୨ ଜଣ ଆହତ ହୋଇଛନ୍ତି। ଡାକ୍ତରଖାନାରେ…

ଆଫଗାନିସ୍ତାନରେ ଅନୁଭୁତ ହେଲା ୬.୭ ତୀବ୍ରତାର ଭୂକମ୍ପ, ୧୮ ମିନିଟରେ ଦୁଇଥର କମ୍ପିଲା

କାବୁଲ,୨୩ ।୨: ଆଫଗାନିସ୍ତାନରେ ଗୁରୁବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ମପାଯାଇଛି । ଭୂକମ୍ପ ଆଫଗାନିସ୍ତାନର ଫାୟଜାବାଦରେ ସକାଳ ୬ଟା ୭ ମିନିଟରେ ଅନୁଭୁତ ହୋଇଛି । ଏହାର କେନ୍ଦ୍ର ଭୂପୃଷ୍ଠରୁ ୧୧୩…

ମାର୍ଚ୍ଚରେ ଭାରତ ଆସିବେ ରୁଷିଆ ବୈଦେଶିକ ମନ୍ତ୍ରୀ, ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ

ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ…

ଆର୍ଥିକ ସଙ୍କଟରେ ବେହାଲ ପାକିସ୍ତାନ, ମନ୍ତ୍ରୀ ଅଧିକାରୀଙ୍କ ବେତନ-ଭତ୍ତାରେ ହେବ କାଟଛାଟ

ଇସଲାମାବାଦ,୨୩ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବେଳକୁ ବେଳ ଆହୁରି ଦେବାଳିଆ ହେବାରେ ଲାଗିଛି । ଏବେ ପାକିସ୍ତାନର ମନ୍ତ୍ରୀ ଓ ଅଧିକାରୀଙ୍କ ବେତନ ଓ ଭତ୍ତାରେ କାଟଛାଟ ହେବ ବୋଲି ଘୋଷଣା କରାଯାଇଛି ।…

ଆମେରିକାରେ ବରଫ ଝଡ଼, ୧୩୦୦ରୁ ଅଧିକ ବିମାନ ରଦ୍ଦ

ୱାଶିଂଟନ,୨୩ ।୨: ଆମେରିକାରେ ବଢିଛି ବରଫ ଝଡ଼ । ପଶ୍ଚିମ ଓ ମଧ୍ୟ ରାଜ୍ୟରେ ଏହା ଅଧିକ ପରିମାଣରେ ଦେଖାଯାଇଛି । ଏହି କାରଣରୁ ୧୩୦୦ରୁ ଅଧିକ ବିମାନକୁ ରଦ୍ଦ କରି ଦିଆଯାଇଛି ଓ ୨୦୦୦ରୁ ଅଧିକ ବିମାନ ବିଳମ୍ବରେ ଯାତ୍ରା…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୨୨ା୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଟେକ୍‌ ଏଣ୍ଟରପ୍ରିନ୍ୟୁର୍‌ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।…

୩ ବର୍ଷ ପରେ ବେଜିଂରେ ଭାରତ-ଚାଇନା ବୈଠକ

ବେଜିଂ,୨୨।୨: ସୀମାନ୍ତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚାଇନା ମଧ୍ୟରେ ପରାମର୍ଶ ଏବଂ ସମନ୍ବୟ ପ୍ରଣାଳୀ (ଡବ୍ଲ୍ୟୁଏମ୍‌ସିସି)ର ୨୬ତମ ବୈଠକ ଅନୁଷ୍ଠିତ ହୋଇଛି। ଦୁଇ ଦେଶର ସୀମା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri