ମୂଳ ଭାରତୀୟ ନାସାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ନିଯୁକ୍ତ…
ଓ୍ବାଶିଂଟନ,୧୦।୧ : ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି। ଟେକ୍ନୋଲୋଜି ନୀତି ଏବଂ ସ୍ପେସ ପ୍ରୋଗ୍ରାମ ଉପରେ ସେ ନାସା ମୁଖ୍ୟ ବିଲ ନେଲସନଙ୍କ ମୁଖ୍ୟ ପରାମର୍ଶଦାତା…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୦।୧: ଇଣ୍ଡୋନେସିଆରେ ଭୂକମ୍ପ ଝଟକା। ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୭ ମ୍ୟାଗ୍ନିଚ୍ୟୁଡ ରହିଥିବା ଜଣାପଡିଛି। ପୃଥିବୀ ପୃଷ୍ଠରୁ ୯୭ କିଲୋମିଟର ତଳେ ଏହି…
ପାକିସ୍ତାନକୁ ୧୦ କୋଟି ଆମେରିକି ଡଲାର ସହାୟତା ଦେବ ଆମେରିକା
ୱାଶିଂଟନ,୧୦ ।୧: ପାକିସ୍ତାନରେ ଗତ ବର୍ଷ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଓ ପୁନନିର୍ମାଣ ପାଇଁ ଆମେରିକା ଅତିରିକ୍ତ ୧୦୦ ମିଲିୟନ(୧୦କୋଟି) ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛି । ଆମେରିକା ମୋଟ ୨୦୦ ମିଲିୟନ ଆମେରିକି ଡଲାର ଦେବ…
ପେରୁରେ ପ୍ରଦର୍ଶନକାରୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ, ୧୨ ମୃତ, ରାଷ୍ଟ୍ରପତିଙ୍କୁ ହଟାଇବାକୁ ହେଉଥିଲା ଦାବି
ଲିମା,୧୦ ।୧: ପେରୁରେ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପେରୁରେ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଦିନା ବେଲୁଆଟୋଙ୍କୁ ହଟାଇବାକୁ ଦାବି କରୁଛନ୍ତି । ଏହି ବିରୋଧ ପ୍ରଦର୍ଶନ ସମୟରେ ସୋମବାର ପ୍ରଦର୍ଶନକାରୀ…
ବ୍ରାଜିଲରେ ହିଂସାର ଗୋଟିଏ ଦିନ ପରେ ବିଗିଡିଲା ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା, ଆମେରିକା ହସ୍ପିଟାଲରେ ଭର୍ତ୍ତି
ବ୍ରାସିଲିଆ,୧୦ ।୧: ବ୍ରାଜିଲର ଧୁର-ଦକ୍ଷିଣପନ୍ଥୀ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆମେରିକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ପତ୍ନୀ କହିଛନ୍ତି ତାଙ୍କ ସମର୍ଥକଙ୍କ ପକ୍ଷରୁ ବ୍ରାସିଲିଆରେ ହିଂସା ହେବାର ଗୋଟିଏ…
ମଦର ଗୋଟିଏ ବୁନ୍ଦା ବି ହୋଇପାରେ କ୍ୟାନସରର କାରଣ: ଡବ୍ଲୁଏଚଓ
ୱାଶିଂଟନ,୧୦ ।୧: ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଷ୍ଟଡି କରାଯାଇଛି । ହେଲେ…
କୁଇନ୍ କନସର୍ଟ କାମିଲା ଜଣେ ଭିଲେନ: ହ୍ୟାରି
ମାଡ୍ରିଡ୍, ୧୦।୧: ବ୍ରିଟେନ୍ ରାଜକୁମାର ହ୍ୟାରି ନିଜର ଅଟୋବାୟୋଗ୍ରାଫି ‘ସ୍ପେୟାର’ରେ ସାବତ ମା’ ତଥା ବ୍ରିଟେନ୍ର କୁଇନ୍ କନସର୍ଟ କାମିଲାଙ୍କୁ ଭିଲେନ ବୋଲି କହିଛନ୍ତି। ହ୍ୟାରି ଓ ତାଙ୍କ ବଡ଼ଭାଇ ଓ୍ବିଲିୟମ୍ ବର୍ତ୍ତମାନର ରାଜା ଚାଲର୍ଡ ତୃତୀୟଙ୍କୁ କାମିଲାଙ୍କୁ ବିବାହ ନ…
ନେପାଳରେ ସଂସଦ ଅଧିବେଶନ ଆରମ୍ଭ, ବିଶ୍ୱାସ ମତ ଉପରେ ଆଜି ହୋଇପାରେ ଭୋଟିଂ
କାଠମାଣ୍ଡୁ,୧୦ ।୧: ନେପାଳ ସଂସଦର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି । ବିଶ୍ୱାସ ମତ ଉପରେ ମଙ୍ଗଳବାର ଭୋଟ ହୋଇପାରେ । ଅଧିବେଶନର ପ୍ରଥମ ଦିନରେ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ’ପ୍ରଚଣ୍ଡ’ କହିଛନ୍ତି, ଦେଶର ସମୃଦ୍ଧି…
କ୍ଷମତା ଗଲାପରେ ବିଦ୍ରୋହ
ବ୍ରାସିଲିଆ,୧୦ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ରବିବାର ରାଜଧାନୀ ବ୍ରାସିଲିଆରେ ଥିବା ଦେଶର ପାର୍ଲାମେଣ୍ଟ (କଂଗ୍ରେସ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ସମେତ ବିଭିନ୍ନ ସରକାରୀ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ଲାନାଲ୍ଟୋ…
ଚାକରାଣୀଙ୍କୁ ନିର୍ଯାତନା ଦେଇ ଭାରତୀୟ ମୂଳ ମହିଳାଙ୍କୁ ୧୪ ବର୍ଷ ଜେଲ୍
ସିଙ୍ଗାପୁର,୯ା୧: ସିଙ୍ଗାପୁରର ଜଣେ ୬୪ ବର୍ଷୀୟା ଭାରତୀୟ ମୂଳ ମହିଳା ନିଜ ଚାକରାଣୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସୋମବାର ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ତାଙ୍କ ଝିଅ ମଧ୍ୟ ମହିଳାଙ୍କ ସହିତ ଏହି କାର୍ଯ୍ୟରେ ଜଡ଼ିତ ଥିଲେ। କ୍ରମାଗତ ନିର୍ଯାତନା…
ହେନାନ ପ୍ରଦେଶରେ ୯୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ…
ବେଜିଂ,୯।୧ : ଚାଇନାରେ କରୋନା ମହାମାରୀ ଯୋଗୁଁ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନସଂଖ୍ୟା ଦୃଷ୍ଟିରୁ ଚାଇନାର ତୃତୀୟ ବୃହତ୍ତମ ପ୍ରଦେଶ ହେନାନରେ ୯୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରୀୟ ହେନାନ ପ୍ରଦେଶର ସ୍ବାସ୍ଥ୍ୟ…
ବ୍ରାଜିଲ ସଂସଦ ମାମଲା: ମୋଦି ଚିନ୍ତାବ୍ୟକ୍ତ କଲେ, ବାଇଡେନ କହିଲେ ଅପମାନଜନକ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧ : ବ୍ରାଜିଲ ସଂସଦ, ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟରେ ପୂର୍ବତନ ରାଷ୍ଟ୍ରପତି ବୋଲସନାରୋ ସମର୍ଥକଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଏବଂ ଭଙ୍ଗାରୁଜା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ଚିନ୍ତାବ୍ୟକ୍ତ କରିଛନ୍ତି। ବ୍ରାଜିଲର…
Archives


