ଅନ୍ତର୍ଜାତୀୟ

ଚିଲି ଜଙ୍ଗଲରେ ନିଆଁ: ୧୩ ମୃତ, ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ସାଣ୍ଟିଆଗୋ,୪ ।୨: ଦକ୍ଷିଣ ଆମେରିକା ଦେଶ ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ପ୍ରାୟ ୩୫ ହଜାର ଏକର ଜଙ୍ଗଲ ପୋଡି…

ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଗଲାଣି । ଦେଶରେ ମହଙ୍ଗା ମାଡ ଏତେ ହେଲାଣି ଯେ ସାଧାରଣ ଜନତା…

ଲାଟିନ୍‌ ଆମେରିକାରେ ପୁଣି ଉଡିଲା ଚାଇନାର ଗୁଇନ୍ଦା ବେଲୁନ

ୱାଶିଂଟନ,୪।୨: ଲାଟିନ୍‌ ଆମେରିକା ଆକାଶରେ ପୁଣି ଉଡିଲା ଚାଇନାର ଗୁଇନ୍ଦା ବେଲୁନ। ଏନେଇ ପେଣ୍ଟାଗନ ଶୁକ୍ରବାର ସୂଚନା ଦେଇଛି। ଏହାପୂର୍ବରୁ ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ ଦେଖାଦେଇଥିଲା। ପେଣ୍ଟାଗନ ମୁଖପାତ୍ର ପ୍ୟାଟ ରାଇଡର୍‌ କହିଛନ୍ତି ଯେ, ଲାଟିନ୍‌ ଆମେରିକାରେ ଆଉ…

‘କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବେ ବୋଲ୍‌ସୋନାରୋ’

ବ୍ରାସିଲିଆ,୪।୨: ବ୍ରାଜିଲ ସାଧାରଣ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହିଂସାମତ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଦଙ୍ଗା ଷଡ଼ଯନ୍ତ୍ରକାରୀ ରୂପେ ବୋଲ୍‌ସୋନାରୋଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ସେ ଗତ ଡିସେମ୍ବର ଶେଷ ଆଡ଼କୁ ଆମେରିକା…

ଯୁଦ୍ଧ ବନ୍ଦ କରିବାକୁ ପୁଟିନଙ୍କୁ ଅଦ୍ଭୁତ ଅଫର ଦେଲେ ଆମେରିକାର ବିଜନେସ ଓମେନ

ୱାଶିଂଟନ,୪ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ବହୁ ଧନ ଜୀବନ ନଷ୍ଟ ହୋଇଥିଲେ ମଧ୍ୟ ଉଭୟ ଦେଶ ପଛକୁ ହଟିବାକୁ ରାଜି ହେଉ…

ଇରାନୀ ଫିଲ୍ମ ନିର୍ମାତା ଜଫର ପନାହିଙ୍କୁ ମିଳିଲା ଜାମିନ

ତେହେରାନ,୪ ।୨: ଇରାନର ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ମଧ୍ୟରୁ ଜଣେ ଜଫର ପନାହି ତେହେରାନର ଇଭିନ ଜେଲରେ ବନ୍ଦୀ ହେବାକୁ ବିରୋଧ କରି ସରକାରଙ୍କ ବିରୋଧରେ ଭୋକ ଓପାସରେ ବସିଥିଲେ । ଏହାର ଠିକ୍ ଦୁଇଦିନ ପରେ ତାଙ୍କୁ ଜେଲରୁ ଜାମିନ…

ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ, ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଚାଇନା ଯାତ୍ରାର ଠିକ ପୂର୍ବରୁ ଦେଖାଯାଇଛି । ପେଣ୍ଟାଗନର…

ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ମୋର ଧର୍ମ: ସୁନକ

ଲଣ୍ଡନ,୪ ।୨: ମୂଳ ଭାରତୀୟ ବାସିନ୍ଦା ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଗତ ବର୍ଷ ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୦ କାଉଣ୍ଟିଂ ଷ୍ଟ୍ରିଟରେ ଶୀର୍ଷ ପଦ ସମ୍ଭାଳିବା ପଛରେ ନିଜର ପ୍ରେରଣାକୁ ନିଜର ‘ଧର୍ମ’ ବୋଲି କହିଛନ୍ତି ।…

‘ଅନ୍ୟକୁ ଦୋଷ ଦିଅ ନାହିଁ’

କାବୁଲ,୩ା୨: ପେଶଓ୍ବାର ମସ୍‌ଜିଦରେ ହୋଇଥିବା ବିସ୍ଫୋରଣ ପାଇଁ ପାକିସ୍ତାନ କ୍ରମାଗତ ଭାବେ ଆଫଗାନିସ୍ତାନକୁ ଦାୟୀ କରିଆସୁଛି। ଏହା ପରେ ତାଲିବାନ ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦୀ ହତ୍ୟାକାଣ୍ଡରେ ପଡ଼ୋଶୀ ଆଫଗାନିସ୍ତାନକୁ ଦାୟୀ କରିବା ପରିବର୍ତ୍ତେ ତାଲିବାନର କାର୍ଯ୍ୟକାରୀ ବୈଦେଶିକ…

ଇମ୍ରାନଙ୍କୁ ମନେ ପକାଇଲେ ଶେହବାଜ

ଇସଲାମାବାଦ,୩ା୨: ପାକିସ୍ତାନର ପେଶଓ୍ବାର ମସଜିଦରେ ଆତ୍ମଘାତୀ ଆକ୍ରମଣ ପରେ ପଡ଼ୋଶୀ ଦେଶରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମନେ ପକାଇଛନ୍ତି। ଆତଙ୍କବାଦର ଗୁରୁତର ବିପଦ ଦେଖି ଅର୍ଥନୈତିକ ସଙ୍କଟରେ ଫସି…

ଆଦାନୀ ଗ୍ରୁପ୍‌ ସହ ଜଡିତ କମ୍ପାନୀରୁ ଇସ୍ତଫା ଦେଲେ ବୋରିସ ଜନସନଙ୍କ ଭାଇ

ଲଣ୍ଡନ,୩।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସାନଭାଇ ଲର୍ଡ ଜୋ ଜନସନ ଆଦାନୀ ଏଣ୍ଟରପ୍ରାଇଜେସ ସହ ଜଡିତ ଏକ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆଦାନୀ ଗ୍ରୁପ୍‌ରୁ ଭରସା ହ୍ରାସ ପାଉଥିବାରୁ ଜନସନ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ…

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି। ଏହାର ପ୍ରତିବଦ୍ଧତା ଉଭୟ ପକ୍ଷରୁ ପ୍ରକାଶ କରାଯାଇଛି। ଡ୍ରୋନ୍‌ ଅଧିଗ୍ରହଣ ସହିତ ଏଲ୍‌ଏସି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri