ଅନ୍ତର୍ଜାତୀୟ

କାନାଡାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଜ୍ଞାପନ ମେଢକୁ ନେଇ ଜୟଶଙ୍କର କହିଲେ, ନା ଏହା ସମ୍ପର୍କ ପାଇଁ ଠିକ ନା ସେମାନଙ୍କ ପାଇଁ ଠିକ

ନୂଆଦିଲ୍ଲୀ,୮।୬: ବର୍ହିବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଗୁରୁବାର କାନାଡାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡର ଏକ ପ୍ରଜ୍ଞାପନ ମେଢ ବାହାର କରିବା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ବଡ ପ୍ରସଙ୍ଗ…

ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ଉତ୍ସବ ପାଳିଲେ ଖଲିସ୍ତାନୀ

ଓଣ୍ଟାରିଓ,୮।୬: କାନାଡାରେ ଖାଲିସ୍ତାନୀଙ୍କ ଆଉ ଏକ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ବାସ୍ତବରେ କାନାଡାର ବ୍ରମ୍ପଟନ ଅଞ୍ଚଳରେ ଏକ ପ୍ରଜ୍ଞାପନ ମେଢ ବାହାରିଥିଲା। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଏଥିରେ ସାମିଲ କରାଯାଇଥିଲା। ପ୍ରଜ୍ଞାପନ ମେଢରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଏହାକୁ…

ଆମେରିକାରେ କାନାଡା ଜଙ୍ଗଲ ନିଆଁର ପ୍ରଭାବ

ଓ୍ବାଶିଂଟନ,୮ା୬: କାନାଡା ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ପୂର୍ବ ତଟ ଏବଂ ମଧ୍ୟପଶ୍ଚିମ ଦେଶରେ ଜଙ୍ଗଲ ନିଆଁରୁ ଧୂଆଁ ବ୍ୟାପି ଉଭୟ ଦେଶର ରାଜଧାନୀକୁ ଘନ କୁହୁଡ଼ିରେ ବୁଧବାରଠାରୁ ଆଚ୍ଛାଦିତ କରି ରଖିଛି। ଫଳରେ…

ଭାରତ-ଆମେରିକା ମିଳିତ ଭାବେ ମହାକାଶରେ ଚାଇନାକୁ ଦେବେ ଟକ୍କର !…

ଓ୍ବାଶିଂଟନ,୮।୬ : : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ରୁ ଆମେରିକା ଗସ୍ତରେ ଯିବେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ହ୍ବାଇଟ ହାଉସ କହିଛି ପିଏମ ମୋଦିଙ୍କ ଆଗାମୀ ଗସ୍ତ…

ଅଷ୍ଟ୍ରେଲିଆରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ,ନାଜି ପ୍ରତୀକ ଉପରେ ଲଗାଯିବ ପ୍ରତିବନ୍ଧକ, ସରକାର ଆଣିବେ ଆଇନ…

ମେଲବୋର୍ନ,୮।୬ : : ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ବୃଦ୍ଧି ଯୋଗୁ ଅଷ୍ଟ୍ରେଲିଆ ସରକାର ସାରା ଦେଶରେ ହିଟଲରଙ୍କ ସହ ଜଡିତ ସ୍ବସ୍ତିକ ଚିହ୍ନ ସ୍ବସ୍ତିକ ଚିହ୍ନ ଏବଂ ନାଜି ପ୍ରତୀକ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଏଥିପାଇଁ ଏକ ଆଇନ…

ଜାପାନର ସମଲିଙ୍ଗୀଙ୍କ ପାଇଁ ଆଶାର କିରଣ, ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ କହିଲେ କୋର୍ଟ…

ଟୋକିଓ,୮।୬ : : ଜାପାନର ଏକ କୋର୍ଟ ସମଲିଙ୍ଗୀ ବିବାହ ଉପରେ ପ୍ରତିବନ୍ଧକକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହା ଦ୍ୱାରା ଜାପାନର ଏଲଜିବିଟି ସମ୍ପ୍ରଦାୟ ମଧ୍ୟରେ ଆଶାର କିରଣ ଦେଖାଦେଇଛି। ଜାପାନର ଫୁକୁଓକା ଜିଲା କୋର୍ଟ ଗୁରୁବାର କହିଛନ୍ତି ସମଲିଙ୍ଗୀ ବିବାହକୁ…

ପୃଥିବୀରେ ପ୍ରଥମ ଘଟଣା: ବିନା ଅଣ୍ଡିରା କୁମ୍ଭୀରରେ ମାଈ କୁମ୍ଭୀର ଅଣ୍ଡାରୁ ଫୁଟିଲା ଛୁଆ…

ଓ୍ବାଶିଂଟନ,୮।୬ : : ଚଳଚ୍ଚିତ୍ର ଜୁରାସିକ ପାର୍କରେ କିପରି ମାଈ ଡାଇନୋସର ଅଣ୍ଡିରା ଡାଇନୋସର ବିନା ଅଣ୍ଡାରୁ ଛୁଆ ଫୁଟାଇବା ଦେଖାଯାଇଥିଲା। ଠିକ ଏହିପରି ଏକ ଘଟଣା ଆମେରିକାରେ ଘଟିଛି। ଏଥିରେ କେତେ ସତ୍ୟତା ଅଛି ସେନେଇ ବିଭିନ୍ନ ପ୍ରକାରର ବିତର୍କ…

କାନାଡ଼ା ଜଙ୍ଗଲ ନିଆଁ ଆମେରିକାକୁ ବ୍ୟାପିଲା: ନ୍ୟୁୟର୍କ ଧୂଆଁରେ ଆଚ୍ଛାଦିତ…

ଓ୍ବାଶିଂଟନ,୮।୬ : : କାନାଡାର ଜଙ୍ଗଲ ଜଳୁଛି। ଜଙ୍ଗଲରେ ସବୁଠୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ୩୩ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଜଙ୍ଗଳ ପ୍ରାଣୀ ଓ ପକ୍ଷୀଙ୍କର ମୃତ୍ୟୁ ହୋଇଛି ଏବଂ…

ପ୍ରଥମ ଏଆଇ ଶିଖର ସମ୍ମିଳନୀ ଆୟୋଜନ କରିବ ବ୍ରିଟେନ…

ଲଣ୍ଡନ,୮।୬ : : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କୃତ୍ରିମ ବୁଦ୍ଧିମତା ଉପରେ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ସମ୍ପର୍କରେ ଘୋଷଣା କରି ୱାଶିଂଟନ ଗସ୍ତ ସମୟରେ ସମ୍ଭାବ୍ୟ ବିପଦକୁ ସୀମିତ କରିବାରେ ବ୍ରିଟେନକୁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି।…

ଇୟୁରେ ସିଓପି-୨୯ ଜଳବାୟୁ ଶିଖର ସମ୍ମିଳନୀ ଆୟୋଜନ ନ କରାଇବା ପାଇଁ ରୁଷିଆର ଉଦ୍ୟମ…

ମସ୍କୋ,୮।୬ : : ଗତ ବର୍ଷଠାରୁ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣର ପରିଣାମ ସ୍ବରୂପ, ଭୂ-ରାଜନୈତିକ ବିବାଦ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବିଶ୍ୱର ଉଦ୍ୟମକୁ ଜଟିଳ କରିଛି। ତେଣୁ ଆସନ୍ତା ବର୍ଷ ଜାତିସଂଘ ପକ୍ଷରୁ ୟୁରୋପିଆନ ସଂଘ(ଇୟୁ)ର ବ୍ରସେଲ୍ସରେ…

ଆଫଗାନିସ୍ତାନରେ ଖାଲକୁ ଖସିଲା ବସ୍‌: ୨୫ ମୃତ…

କାବୁଲ,୮।୬ : ଆଫଗାନିସ୍ତାନରେ ଏକ ବସ୍‌ ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁ ଏବଂ ୧୨ ଜଣ ମହିଳାଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସର-ଇ-ପୋଲ ପ୍ରାଦେଶିକ ପୋଲିସର ମୁଖପାତ୍ର ଦେନ ମହମ୍ମଦ ନାଜାରୀ କହିଛନ୍ତି ଡ୍ରାଇଭରଙ୍କ…

୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ପାଲଟିବ ଭାରତ

ବେଲ୍‌ଗ୍ରେଡ୍‌,୮ା୬ : ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୫ ଟ୍ରିଲିୟନ୍‌ ଡଲାର ଛୁଇଁବାକୁ ଯାଉଛି। ଚଳିତ ଦଶନ୍ଧି ଶେଷ ହେବା ପୂର୍ବରୁ ଆମେ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?