ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ…
ଦୁବାଇ,୫।୨ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ପାକିସ୍ତାନୀ…
ସେନ୍ୟ ବାହିନୀ-ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ଦେଲେ ୫ ବର୍ଷ ଜେଲ୍: ପାକିସ୍ତାନରେ ନୂଆ ଆଇନ…
ଇସଲାମାବାଦ,୫।୨ : ପାକିସ୍ତାନରେ ସେନା ଏବଂ ନ୍ୟାୟପାଳିକା ବିରୋଧରେ ମନ୍ତବ୍ୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଏକ ନୂତନ ବିଲ ପ୍ରସ୍ତୁତ କରିଛନ୍ତି। ଏହି ଅନୁଯାୟୀ, ସେନା ଏବଂ ନ୍ୟାୟପାଳିକା ବିରୁଦ୍ଧରେ ମନ୍ତବ୍ୟ ଦେଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ…
ଆମେରିକାରେ ବିଯୁକ୍ତ ୪୬ ଡିଗ୍ରୀ ତାପମାତ୍ରା
ଆମେରିକାର ଉତ୍ତରପୂର୍ବ ଭାଗରେ ଭୀଷଣ ଶୀତ ଲହରି ଜାରି ରହିଛି। ଫଳରେ ନ୍ୟୁ ହାମ୍ପସାୟାର ମାଉଣ୍ଟ ଓ୍ବାଶିଂଟନ ସମେତ ମାସାଚୁସେଟ୍ସରେ ତାପମାତ୍ରା ବିଯୁକ୍ତ ୪୬ ଡିଗ୍ରୀ ସେଲ୍ସିୟସରେ ପହଞ୍ଚତ୍ଛି। ଶୀତ ଲହରି ନ୍ୟୁୟର୍କ ସମେତ ମାସାଚ୍ୟୁସେଟ୍ସ, କନେକ୍ଟିକଟ, ରୋଡେ ଆଇଲାଣ୍ଡ, ନ୍ୟୁ…
ଚାଇନା କଲା ସୁପର ଗାଈ କ୍ଲୋନିଂ: ଦିନକୁ ଦେବେ ୧୫୦ ଲିଟର କ୍ଷୀର…
ବେଜିଂ,୫।୨ : ଚାଇନାର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଚାଇନାର ବୈଜ୍ଞାନିକମାନେ ଏଥର ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରକୃତରେ, ଚାଇନାର ବୈଜ୍ଞାନିକମାନେ ସଫଳତାର ସହିତ ତିନୋଟି ସୁପର ଗାଈ ବାଛୁରୀକୁ କ୍ଲୋନିଂ କରିଛନ୍ତି।…
ଚାଇନା ଗୋଇନ୍ଦା ବେଲୁନ୍କୁ ଖସାଇବା ସହଜ ନୁହେଁ
ଓ୍ବାଶିଂଟନ,୫।୨: ଆମେରିକାର ସମ୍ବେଦନଶୀଳ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଗଚ୍ଛିତ ରହିଥିବା ସ୍ଥାନ ଉପରେ ଚାଇନାର ପ୍ରଥମ ଗୋଇନ୍ଦା ବେଲୁନ୍ ଉଡ଼ୁଥିବା ପେଣ୍ଟାଗନ ଠାବ କରିଛି। ଏହା ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହୋଇଥାଇପାରେ ବୋଲି ଆମେରିକା ବିଶେଷଜ୍ଞ କହିଛନ୍ତି। ଏହାର…
ଅଧିକ ସୈନ୍ୟ ମୁତୟନ କରୁଛି ରୁଷିଆ…
ମସ୍କୋ,୫।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ଉଭୟ ପାର୍ଶ୍ୱରେ ହଜାର ହଜାର ମୃତ୍ୟୁ ଘଟିଛି। ୟୁକ୍ରେନର ସହରଗୁଡ଼ିକ ଧ୍ୱଂସ ହୋଇଯାଇଛି, କିନ୍ତୁ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ରୁଷିଆ ୟୁକ୍ରେନ…
ଆକାଶମାର୍ଗରେ ଗୁଇନ୍ଦା ବେଲୁନକୁ ଫଟାଇଦେବା ପରେ ଆମେରିକାକୁ ଧମକ ଦେଲା ଚାଇନା
ବେଜିଂ,୫ ।୨: ଆମେରିକା ଚାଇନାର ଗୁଇନ୍ଦା ବେଲୁନ ବା ସ୍ପାଏ ବେଲୁନକୁ ଫଟାଇ ଦେଇଛି । ଇତିମଧ୍ୟରେ ବେଲୁନର ଶୁଟଡାଉନକୁ ନେଇ ଚାଇନାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକାର ଏହି କାର୍ଯ୍ୟକୁ ଚାଇନା କଡା ବିରୋଧ କରିଛି ।…
ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନିର୍ବାଚନ ଲଢିବାର ସଙ୍କେତ ଦେଲେ ବାଇଡେନ, ଶୀଘ୍ର ହୋଇପାରେ ଅଫିସିୟାଲ ଘୋଷଣା
ୱାଶିଂଟନ,୫ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଡେମୋକ୍ରାଟିକ ପାର୍ଟିର ଏକ ବୈଠକରେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପ୍ରାର୍ଥୀ ହେବାର ସଙ୍କେତ ଦେଇଛନ୍ତି । ବୈଠକରେ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ‘ଆଉ ଚାରି ବର୍ଷ’ ବୋଲି ସ୍ଲାଗାନ ଦେଇଥିଲେ । ହେଲେ…
ଚାଇନାର ଗୁଇନ୍ଦା ବେଲୁନକୁ ନଷ୍ଟ କଲା ଆମେରିକା, ଦୁଇ ଦେଶ ମଧ୍ୟରେ ବଢିପାରେ ଉତ୍ତେଜନା
ୱାଶିଂଟନ,୫ ।୨: ଆମେରିକା ଆକାଶରେ ଉଡୁଥିବା ଚାଇନାର ଗୁଇନ୍ଦା ବେଲୁନକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଲାଣି । ଆସୋସିଏଟେଡ ପ୍ରେସର ରିପୋର୍ଟ ଅନୁଯାୟୀ, ଆମେରିକା ସମୁଦ୍ର ଉପରେ ଚାଇନା ବେଲୁନକୁ ନଷ୍ଟ କରିଦେଇଛି । ଏବେ…
ପିଆଜ ବଦଳରେ ଅନ୍ୟ ଜିନିଷ କିଣୁଛନ୍ତି ମାନିଲାର ନାଗରିକ…
ମାନିଲା,୪।୨ : ଫିଲିପାଇନ୍ସରେ ପିଆଜ ଦର ଆକାଶଛୁଆଁ ହେଉଛି। ଲୋକଙ୍କ ଥାଳିରୁ ପିଆଜ ନିଖୋଜ ହେବାରେ ଲାଗିଛି। ଫିଲିପାଇନ୍ସରେ ପିଆଜ ଉତ୍ପାଦନ ଅଳ୍ପ, କିନ୍ତୁ ବ୍ୟବହାର ଅଧିକ । ଏଥର ସରକାର ଅନ୍ୟ ଦେଶରୁ ଆବଶ୍ୟକ ପରିମାଣର ପିଆଜ କିଣିବାରେ ବିଫଳ…
ଦୂଷିତ ପାଣି ପିଇ ରୟାଲ ନେଭିର ନାବିକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…
ଲଣ୍ଡନ,୪।୨ : ବ୍ରିଟେନର ରୟାଲ ନେଭିର ନାବିକମାନଙ୍କୁ ସେମାନଙ୍କ ଜାହାଜରେ ପାନୀୟ ଜଳ ସମସ୍ୟା ହେବା ପରେ ଦକ୍ଷିଣ ପୂର୍ବ ଇଂଲଣ୍ଡର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୟାଲ ନେଭି ନିଶ୍ଚିତ କରିଛି ଯେ ଏହାର ଫ୍ରିଗେଟ ଏଚଏମଏସ ପୋର୍ଟଲ୍ୟାଣ୍ଡ ସତର୍କତାର ସହିତ…
ପାକିସ୍ତାନରେ ଡଙ୍ଗାବୁଡ଼ି ଘଟଣା: ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି
ଇସଲାମାବାଦ,୪ା୨: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ହ୍ରଦରେ ଡଙ୍ଗା ବୁଡ଼ିଯିବା ପରେ ଉଦ୍ଧାର କର୍ମଚାରୀମାନେ ଅନ୍ୟ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହା ସହିତ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଥିବା ପୋଲିସ ସୂଚନା ଦେଇଛି। ଜାନୁୟାରୀ ୨୯ରେ…
Archives


