ଗିରଫଦାରୀରୁ ରକ୍ଷା ପାଇଁ ସର୍ତ୍ତ ରଖିଲେ କୋର୍ଟ, ଇମ୍ରାନ କରିବେ ଆତ୍ମ ସମର୍ପଣ-ରାଲିକୁ ମନା…
ଇସଲାମାବାଦ,୧୬।୩ : ଗିରଫଦାରୀରୁ ରକ୍ଷା ପାଇଁ ପାକିସ୍ତାନୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ତୋସାଖାନା ମାମଲାର ଶୁଣାଣି ସମୟରେ ଅତିରିକ୍ତ ଜିଲା ତଥା ସେସନ୍ସ କୋର୍ଟ ବିଚାରପତି କହିଛନ୍ତି ଯେ ଯଦି ଇମ୍ରାନ ଖାନ କୋର୍ଟରେ…
ପାକିସ୍ତାନରେ ଥମୁନି ଅତ୍ୟାଚାର: ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଧର୍ମପରିବର୍ତ୍ତନ…
ଇସଲାମାବାଦ,୧୬।୩ : ହିନ୍ଦୁ ଯୁବତୀମାନଙ୍କୁ ଅପହରଣ ଏବଂ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନ ପ୍ରକ୍ରିୟା ପାକିସ୍ତାନରେ ଥମୁନି। ସମ୍ପ୍ରତି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୨୦ ବର୍ଷ ବୟସ୍କ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଜବରଦସ୍ତ ଧର୍ମପରିବର୍ତ୍ତନ କରାଯାଇଥିଲା। ସିନ୍ଧର…
ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ ଦାବିଦାର
ସ୍ବିଡେନ୍/ନୂଆଦିଲ୍ଲୀ,୧୬।୩: ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ ଦାବିଦାର ବୋଲି ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକୁ ପ୍ରଶଂସା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ନୀତି…
ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର: ବିଦେଶମନ୍ତ୍ରୀ…
ଇସଲାମାବାଦ,୧୬।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଦେଶ ଆର୍ଥିକ ସଙ୍କଟ ଝଡ଼ର ସମ୍ମୁଖୀନ ହୋଇଛି। ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା ପ୍ରସଙ୍ଗଗୁଡ଼ିକର ଅବନତି ସହ ଏହା ମୁକାବିଲା କରୁଛି। ଏହି ସୂଚନା ପାକିସ୍ତାନ ଭିତ୍ତିକ…
ଇମ୍ରାନଙ୍କ ଗିରଫଦାରୀ ରୋକିବା ଲାଗି ହେଉଛି ଗିଲଗିଟ୍-ବଲ୍ଟିସ୍ତାନ ଫୋର୍ସର ବ୍ୟବହାର: ସୂଚନା ମନ୍ତ୍ରୀ…
ଇସଲାମାବାଦ,୧୬।୩ : ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ରୋକିବା ପାଇଁ ପଞ୍ଜାବ ପୋଲିସ ବିରୋଧରେ ଗିଲଗିଟ-ବଲ୍ଟିସ୍ତାନ ଫୋର୍ସର ବ୍ୟବହାର କରାଯାଉଛି। ପାକିସ୍ତାନୀ ଗଣମାଧ୍ୟମର…
ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନରେ ମୃତକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି, ଆଫଗାନିସ୍ତାନରେ କମ୍…
ମେଲବୋର୍ନ,୧୬।୩ : ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଘଟଣାରେ ମୃତ୍ୟୁ ଘଟିିଥିବା ଲୋକଙ୍କ ସଂଖ୍ୟାରେ ଏକ ରେକର୍ଡ ବୃଦ୍ଧି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬୪୩ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହା ପୂର୍ବ…
ଓଲଟିଲା ବସ୍: ଚାଲିଗଲା ୧୭ ଜୀବନ
କାବୁଲ,୧୬।୩: ଆଫଗାନିସ୍ତାନର ତାଖର ପ୍ରଦେଶରେ ଏକ ବସ ଓଲଟି ପଡ଼ି ପରେ ଅତିକମରେ ୧୭ ଜଣ ସୁନା ଖଣି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ ତାଖର ପ୍ରଦେଶର ଚାହ ଅବ ଜିଲାରୁ ଅଞ୍ଜିର…
ଅଷ୍ଟ୍ରେଲିଆରେ ଭାରତୀୟ ଦୂତାବାସ ବନ୍ଦ କଲେ ଖଲିସ୍ତାନ ସମର୍ଥକ
ନୂଆଦିଲ୍ଲୀ,୧୫।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ ଦେଶରେ ଭାରତ ବିରୋଧୀ କାର୍ଯ୍ୟ ରୋକିବା ପାଇଁ ଆଶ୍ୱାସନା ଦେବାର କିଛି ଦିନ ପରେ ପୁଣି ଖଲିସ୍ତାନ ସମର୍ଥକମାନେ ବ୍ରିସବେନରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ବନ୍ଦ କରି ଦେଇଛନ୍ତି। ଦି ଅଷ୍ଟ୍ରେଲିଆ ଟୁଡେରେ…
ଶିକ୍ଷା ଠକେଇ :୨୦-୨୦ ଲକ୍ଷ ଦେଇ ବେଆଇନ ଭାବେ କାନାଡାରେ ପହଞ୍ଚିଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର…
ଟରଣ୍ଟୋ,୧୬।୩ : କାନାଡାରେ ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି। ଏହି ଛାତ୍ରୀଛାତ୍ରମାନଙ୍କୁ କାନାଡାରୁ ଭାରତ ପଠାଯିବାର ବ୍ୟବସ୍ଥା କରାଉଛି। ବାସ୍ତବରେ, ତାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଠକ ଏଜେଣ୍ଟମାନେ ତାଙ୍କୁ ନକଲି ଭିଜା ସାହାଯ୍ୟରେ କାନାଡା ପଠାଇଥିଲେ।…
ଅନ୍ତର୍ଜାତୀୟ ଆଇନ ଯେଉଁଠି ଅନୁମତି ଦେବ ସେଠି ଉଡ଼ାଣ କରିବୁ: ରୁଷିଆକୁ ଆମେରିକାର ଜବାବ…
ଓ୍ବାଶିଂଟନ,୧୬।୩ : ଆମେରିକାର ସାମରିକ ଅନୁସନ୍ଧାନ ଡ୍ରୋନର ରୁଷିଆର ଯୁଦ୍ଧ ବିମାନ ସହିତ ଧକ୍କା ହେବା ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ…
ଆରବ ସାଗରରେ ଚାଇନା-ରୁଷିଆ-ଇରାନର ମିଳିତ ସମରାଭ୍ୟାସ…
ମସ୍କୋ/ବେଜିଂ,୧୬।୩ : ଆରବ ସାଗରରେ ଚାଇନା ଏବଂ ଇରାନ ସହିତ ରୁଷିଆ ନୌସେନା ମିଳିତ ସମରାଭ୍ୟାସ ଆରମ୍ଭ କରିଛି। ଏନେଇ ରୁଷିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରୁଷିଆ ଏଭଳି କରି ଚାଇନୀ ଏବଂ ଇରାନ ସହ ସମ୍ପର୍କକୁ ମଜବୁତ କରିବାକୁ…
ମୂଳ ଭାରତୀୟ ରବି ଚୌଧୁରୀ ଆମେରିକା ବାୟୁସେନାରେ ସହାୟକ ସଚିବ…
ଓ୍ବାଶିଂଟନ,୧୬।୩ : ଆମେରିକାର ସିନେଟ ମୂଳ ଭାରତୀୟ ରବି ଚୌଧୁରୀଙ୍କୁ ବାୟୁସେନାର ସହକାରୀ ସଚିବ ନିଯୁକ୍ତ କରିଛନ୍ତି। ରବି ବାୟୁସେନାରେ ଶକ୍ତି, ସ୍ଥାପନ ଏବଂ ପରିବେଶ ସମ୍ବନ୍ଧୀୟ ବିଷୟ ପାଇଁ କାର୍ଯ୍ୟ କରିବେ। ସିନେଟରେ ଭୋଟ ଦେବା ସମୟରେ ତାଙ୍କ ସପକ୍ଷରେ…
Archives


