ଅନ୍ତର୍ଜାତୀୟ

ବାଂଲାଦେଶର ୧୪ ମନ୍ଦିରରେ ଭଙ୍ଗାରୁଜା

ଢାକା,୬ ।୨: ବାଂଲାଦେଶରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶ ପୋଲିସ ରବିବାର କହିଛି, କେତେଜଣ ଅସାମାଜିକ ଲୋକ ବିଭିନ୍ନ ସ୍ଥାନରେ ପ୍ରାୟ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିବା ସହ ମୁର୍ତ୍ତିଗୁଡିକୁ ବି ଭାଙ୍ଗି ଦେଇଛନ୍ତି ।…

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇସଲାମାବାଦ୍‌,୬।୨: ପାକିସ୍ତାନର ଅର୍ଥନୈତିକ ଅବସ୍ଥା ବେହାଲ ହୋଇପଡିଛି। ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁ ଚିନ୍ତାରେ ଅଛନ୍ତି। ଲୋକମାନେ ସରକାରଙ୍କୁ ବିରୋଧ କରିବାକୁ ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟ ପାକିସ୍ତାନର…

ହିମସ୍ଖଳନରେ ୮ ମୃତ୍ୟୁ

ଭିଏନା, ୬।୨: ଅଷ୍ଟ୍ରିଆରେ ହୋଇଥିବା ହିମସ୍ଖଳନରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏନେଇ ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ସ୍କୁଲ ଛୁଟି ସମୟରେ ଭିଏନାରେ ସ୍କି ରିସର୍ଟଗୁଡିକରେ ପ୍ରବଳ ଭିଡ଼ ଦେଖାଦେଇଛି। ପବନ ଏବଂ ତୁଷାରପାତ ଯୋଗୁ…

ମ୍ୟାଚ ବେଳେ ଷ୍ଟାଡିୟମ ନିକଟରେ ବିସ୍ଫୋରଣ: ବାବର, ଆଫ୍ରିଦିଙ୍କୁ ସୁରକ୍ଷିତ ସ୍ଥାନାନ୍ତର

କ୍ୱେଟ୍ଟା,୫ା୨: କ୍ୱେଟ୍ଟା ଷ୍ଟାଡିୟମରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଷ୍ଟାଡିୟମର କିଛି ଦୂରରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ଓ କିମ୍ବଦନ୍ତୀ ଶାହିଦ୍‌ ଆଫ୍ରିଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତେବେ…

ନେପାଳ ସରକାରରେ ଫାଟ

କାଠମାଣ୍ଡୁ,୫।୨: ନେପାଳରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱରେ ଶାସକ ମିଳିତ ମେଣ୍ଟରେ ବିବାଦ ବୃଦ୍ଧି ପାଇଛି। ରବିବାର ରାଷ୍ଟ୍ରିୟ ସ୍ବତନ୍ତ୍ର ପାର୍ଟି (ଆରଏସପି) ଶାସକ ମିଳିତ ମେଣ୍ଟରୁ ଅଲଗା ହେବା ନେଇ ଘୋଷଣା କରିଛି। ଆରଏସପି ସଭାପତି ରବି…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୬୬ ଆହତ

ବେଜିଂ,୫।୨: ଚାଇନାର ହୁନାନ ପ୍ରଦେଶରେ ଏକକାଳୀନ ୪୯ ଗାଡି ଧକ୍କାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୬୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ହୁନାନ ପ୍ରଦେଶର ଚାଙ୍ଗସାଖା ସହରର ଶୁଚାଙ୍ଗ-ଗୁଆଙ୍ଗଜୋ ରାଜପଥରେ ୧୦ ମିନିଟ୍‌ ମଧ୍ୟରେ ୪୯ଟି…

‘ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ, ପୁଟିନ ଦେଇଛନ୍ତି ପ୍ରତିଶ୍ରୁତି’

ଜେରୁଜେଲମ,୫।୨: ମାସ ମାସ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେଉନାହିଁ। ପାଶ୍ଚାତ୍ୟ ଦେଶରୁ ୟୁକ୍ରେନକୁ ଭାରୀ ଅସ୍ତ୍ର ମିଳୁଥିବାବେଳେ ରୁଷିଆ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣକୁ ବୃଦ୍ଧି କରିଛି। ଏହା ମଧ୍ୟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ଏକ…

ପେଶାୱର ପରେ କ୍ୱେଟାରେ ବୋମା ବିସ୍ଫୋରଣ

ଇସଲାମାବାଦ,୫ ।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଥିବା କ୍ୱେଟାରେ ରବିବାର ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି । ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି କ୍ୱେଟା ପୋଲିସ ଲାଇନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣ…

ଇସ୍ରାଏଲ ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ, ତେଲ ଆଭିବ ସଡକ ଉପରେ ଜନତା

ତେଳ ଆଭିବ,୫ ।୨: ଇସ୍ରାଏଲର ସୁପ୍ରିମକୋର୍ଟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବା ଆଇନ ବିରୋଧରେ ଜନତାଙ୍କ କ୍ରୋଧ ବଢିବାରେ ଲାଗିଛି । ଏଠାରେ ଗତ ୫ ସପ୍ତାହ ହେବ ଏହି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଶନିବାର ବି ଇସ୍ରାଏଲର…

ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା…

୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…

ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ କରିଥିଲେ ଏବଂ ୨୦ ଜୁନ ୨୦୦୧ ରୁ ୧୮ ଅଗଷ୍ଟ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର…

ଦିଲ୍ଲୀରେ ଜନ୍ମ , ହୋଇଥିଲେ ପାକିସ୍ତାନ ରାଷ୍ଟ୍ରପତି…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁଶରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri