ଅନ୍ତର୍ଜାତୀୟ

ପାକିସ୍ତାନ ଭାତଥାଳିରୁ ଡାଲି ଅଦୃଶ୍ୟ,ବନ୍ଦରରେ ପଡ଼ି ରହିଛି ୬ ହଜାରରୁ ଅଧିକ କଣ୍ଟେନର…

ଇସଲାମାବାଦ,୧୪।୧ : ଅନ୍ୟ ଏକ ଅତ୍ୟାବଶ୍ୟକ ରୋଷେଇ ସାମଗ୍ରୀ ପାକିସ୍ତାନରେ ମୁଦ୍ରାସ୍ଫୀତି ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ମହଙ୍ଗା ହେବା ଆରମ୍ଭ କରିଛି। ଡନ ଖବରକାଗଜ ରିପୋର୍ଟ ଅନୁଯାୟୀ, ବନ୍ଦରରେ ଆମଦାନୀ ହୋଇଥିବା ସାମଗ୍ରୀଗୁଡିକ କ୍ଲିୟରାନ୍ସ ନହେବା କାରଣରୁ ଦେଶରେ...

୧୫ ପ୍ରତିଶତ ଲୋକଙ୍କୁ ଜଣାନାହିଁ ବାମ-ଡାହାଣ ଫରକ, ତାଲିକାରେ ବହୁ ଡାକ୍ତର…

ଓ୍ବାଶିଂଟନ,୧୪।୧ : ଡାହାଣ ଏବଂ ବାମ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର କି? ବୋଧହୁଏ ବହୁ ଲୋକଙ୍କର ଉତ୍ତର ନା, ହେବ। କିନ୍ତୁ ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ ପୃଥିବୀର ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଏହିପରି ସମସ୍ୟାର...

ୟୁକ୍ରେନ୍‌କୁ ଟ୍ୟାଙ୍କ ସ୍କ୍ବାଡନ ପଠାଇବ ବ୍ରିଟେନ…

କିଭ୍‌/ଲଣ୍ଡନ,୧୪।୧ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ମାସ ଧରି ଚାଲିଛି। ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଅଭିଯୋଗ ଆସିଛି ଯେ ୟୁରୋପୀୟ ଦେଶ ଏବଂ...

ମୂଳ ଭାରତୀୟ ଆରଓ ଖାନ୍ନା ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା…

ଓ୍ବାଶିଂଟନ,୧୪।୧ : ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ଆରଓ ଖାନ୍ନା କହିଛନ୍ତି ଯେ ସେ କାଲିଫର୍ନଆରୁ ସିନେଟ ପାଇଁ ପ୍ରାର୍ଥୀ ହୋଇପାରନ୍ତି। ତାଙ୍କ ଘୋଷଣା ପରେ ଡେମୋକ୍ରାଟିକ ପାର୍ଟି ଏବଂ ଆମେରିକାର ଅନେକ ରାଜ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ସେ...

ପୁଣି ଆତଙ୍କ ଘନେଇଲା: ୩୮ ଦେଶରେ ଏକ୍ସବିବି.୧.୫ ଭାରିଆଣ୍ଟ…

ଜେନେଭା,୧୪।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟର ସବ-ଭାରିଆଣ୍ଟ ଏକ୍ସବିବି.୧.୫ କୁ ଏପର୍ଯ୍ୟନ୍ତ ସର୍ବାଧିକ ଟ୍ରାନ୍ସମିସିବଲ ସବ-ଭାରିଆଣ୍ଟ ଭାବରେ ବିବେଚନା କରାଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ କିଛି ସପ୍ତାହ ମଧ୍ୟରେ ଏକ୍ସବିବି.୧.୫ ୟୁରୋପରେ ଚିନ୍ତାର କାରଣ ହେବ। ସେଲ...

ଭୋକ ଉପାସରେ ପାକିସ୍ତାନ

ଇସଲାମାବାଦ,୧୪ା୧: ପାକିସ୍ତାନରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ଅଟା ଏବଂ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀ କିଣିବା ମଧ୍ୟ କଷ୍ଟକର ହୋଇପଡୁଛି। ଅଟା ଅଭାବ ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି।...

ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କଲେ ଟିଟିପି ଆତଙ୍କବାଦୀ, ୩ ପୋଲିସ ମୃତ…

ଇସଲାମାବାଦ,୧୪।୧ : ପଡୋଶୀ ଦେଶ ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ମଧ୍ୟ ବନ୍ଦ ହେବାର ନାମ ନେଉନାହିଁ। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଦ୍ୱାରା ହୋଇଥିବା ସଦ୍ୟତମ ଆକ୍ରମଣରେ ତିନି...

ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୪ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷିଆ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇସାରିଲାଣି। ଏହି ସମୟରେ ରୁଷିଆ ଶନିବାର କିଭ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ୟୁକ୍ରେନର...

ଏରିକ ଗାର୍ସେଟ୍ଟି ହୋଇପାରନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ଓ୍ବାଶିଂଟନ,୧୪।୧: ଭାରତରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ଏରିକ ଗାରସେଟ୍ଟିଙ୍କ ନାମରେ ମୋହର ଲାଗିପାରେ। ଏନେଇ ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ ସୂଚନା ପ୍ରଦାନ କରିଛନ୍ତି। ତେବେ ଗାର୍ସେଟ୍ଟିଙ୍କ ନାମାଙ୍କନକୁ...

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୋଚ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ଆଣିବାରେ...

ଓମିକ୍ରନ ପାଇଁ ତିଆରି ହୋଇଥିବା ଫାଇଜର ଟିକା ବ୍ରେନ ଷ୍ଟ୍ରୋକର କାରଣ ହୋଇପାରେ

ୱାଶିଂଟନ,୧୪ ।୧: ଚାଇନା ସମେତ ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଏହାଠାରୁ ଦୂରେଇ ରହିବାକୁ ଟିକାକରଣକୁ ସମସ୍ତେ ଆପଣେଇ ନେଇଛନ୍ତି । ହେଲେ ଏହାରି ଭିତରେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ...

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ ରୁଷିଆ ଓ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗିରହିଥିଲା। ଡୋନେସ୍କ ପ୍ରଦେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri