Home

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପେନ୍‌ ଷ୍ଟୁଡିଓ ଦ୍ୱାରା ନିର୍ଦ୍ଦେଶିତ ଏହି ବଲିଉଡ୍‌ ଫିଲ୍ମର…

ଶରୀର ଓଜନ ଶୀତଦିନେ ବଢେ କାହିଁକି…

ଶୀତଦିନେ ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକେ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଥଣ୍ଡାଯୋଗୁ…

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ନିଜ ନାମରେ ଏହି ଲଜ୍ଜାଜନକ ରେକର୍ଡ କଲେ ଚହଲ

ନୂଆଦିଲ୍ଲୀ,୨୮।୧୧: ଟିମ୍‌ଇଣ୍ଡିଆର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଅଧିକ ରନ୍‌ ଦେଇଥିବା ଭାରତୀୟ ସ୍ପିନ୍‌ ବୋଲର ପାଲଟିଛନ୍ତି। ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ…

କେବଳ ଗୋଟିଏ ପରୀକ୍ଷା ଦ୍ୱାରା ହିଁ ଚିହ୍ନଟ ହେବ ୫୦ ପ୍ରକାର କର୍କଟ ରୋଗ, ଅଧିକ ଜାଣନ୍ତୁ ଏ ସମ୍ପର୍କରେ

ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(NHS) ଖୁବ୍‌ଶୀଘ୍ର ରକ୍ତ ପରୀକ୍ଷଣର ଏକ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଯାହା ପ୍ରାଥମିକ ପର୍ଯ୍ୟାୟରେ ୫୦ରୁ ଅଧିକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିପାରିବ। ଖାଲି ଏତିକି ନୁହେଁ, ଅନେକ ଜୀବନ ରକ୍ଷା କରିବାରେ ଏହା ସାହାଯ୍ୟ…

ରାସ୍ତା ପାଇଁ ଗ୍ରାମ୍ୟ ଜଙ୍ଗଲ ପଦା

ସମ୍ବଲପୁର,୨୮ା୧୧(ବ୍ୟୁରୋ): ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ନୂତନ ରାସ୍ତା ନିର୍ମାଣ ସହିତ ପ୍ରଶସ୍ତୀକରଣ କାମ ଚାଲିଛି। ଆବଶ୍ୟକ ଅନୁମତି ନେଇ ଠିକା ସଂସ୍ଥା ଗଛ କାଟିବାର ନିୟମ ରହିଛି। ହେଲେ ଏହି ସୁଯୋଗରେ ବିନା ଅନୁମତିରେ ଗ୍ରାମ୍ୟ ଜଙ୍ଗଲରୁ ଶତାଧିକ ଗଛ…

ବ୍ୟାଟିଂ କରୁଥିବା ସମୟରେ କେ.ଏଲ୍‌. ରାହୁଲଙ୍କୁ କ୍ଷମା ମାଗିଥିଲେ ମ୍ୟାକ୍ସଓ୍ବେଲ, କାରଣ ଜାଣିଲେ..

ନୂଆଦିଲ୍ଲୀ,୨୮।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ମାତ୍ର ୧୯ ବଲରେ ସେ ୪୫ ରନ୍‌ କରି ସମସ୍ତଙ୍କୁ ଚକିତ କରିଥିଲେ। ତେବେ ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ କିନ୍ତୁ…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ ହୋଇଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ମା’ ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ ବିଧାନସଭା ପଛପଟ ଇଡକଲ ରାସ୍ତାରେ ଶନିବାର କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟଙ୍କୁ…

ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ବେଲପାହାଡ଼,୨୮ା୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ପ୍ରକ୍ରିୟା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟ ପାଇଁ ୨୬ଟି ବିଦ୍ୟାଳୟରେ ବୁଥ୍‌ ଖୋଲାଯାଇଛି। ଏହାର ପରିଚାଳନା ପାଇଁ ଶିକ୍ଷକ ଓ ପୌରକର୍ମଚାରୀମାନଙ୍କୁ…

ଗୋଟିଏ ସ୍ବପ୍ନ ବଦଳିଦେଲା ଜୀବନ: ମା’ଙ୍କୁ ସାଙ୍ଗରେ ଧରି ଦେଶ ବୁଲିଲେ ପୁଅ

ପିଲାମାନେ ବଡ଼ ହେଲେ ମା’ବାପାଙ୍କ ଯତ୍ନ ନେବା ସହ ଭଲ ପାଇବା ଓ ଦାୟିତ୍ୱ ତୁଲାଇବେ ବୋଲି ସମସ୍ତେ ଆଶା କରିଥାନ୍ତି। ହେଲେ ଆଜିକାଲି ପିଲାମାନେ ନିଜ ଗୋଡ଼ରେ ଠିଆ ହେବା ପରେ ମା’ବାପାଙ୍କୁ ପଚାରିବା ତ ଦୂରରେ କଥା ସେମାନଙ୍କ…

ଚାଷୀ ତାତି ଯୋଗୁ ଅଟକି ରହିଛି ୬୦୦ ସେଓ ଭର୍ତ୍ତି ଟ୍ରକ୍‌: ୬୦ କୋଟିର କ୍ଷତି ହେବା ଆଶଙ୍କା

ସୋନିପତ୍‌,୨୮।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି ଜାରି ରହିଥିବା ଚାଷୀ ଆନ୍ଦୋଳନ ଯୋଗୁ ବାଟରେ ୬୦୦ ସେଓ ଭର୍ତ୍ତି ଟ୍ରକ୍‌ ଅଟକି ରହିଛି। ଟ୍ରକ୍‌ ଗୁଡ଼ିକ ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ପଞ୍ଜାବ ଟପିବା ପରେ ଟ୍ରକ୍‌ ଗୁଡ଼ିକ…

ରାଜ୍ୟରେ ପୁଣି ୫୫୦ କରୋନା ପଜିଟିଭ ଚିହ୍ନଟ; ଆଖି ବୁଜିଲେ ୧୨

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ନୂଆ ୫୫୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ …ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ଜଣ କ୍ୱାରାଣ୍ଟାଇନରୁ ଚିହ୍ନଯ ହୋଇଥିବା ବେଳେ ୨୩୩ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା ପରେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆ ମହାକାଶ ଗବେଷଣା କ୍ଷେତ୍ରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri