ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତାଇ ଦେଲେନି
ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ବିନା ହାର୍ ଜିତ୍ରେ ଶେଷ ହୋଇଛି। ୪୦୭ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ୍ ହାର୍ ନ ମାନି ମ୍ୟାଚ୍କୁ ଡ୍ର’ କରିବାରେ ସକ୍ଷମ…
ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ପାକସ୍ଥଳୀ କାଢ଼ିଦେଲେ ଡାକ୍ତର
ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦଠାରେ ଥିବା ଘରୋଇ ଡାକ୍ତରଖାନାରେ ଏକ ବିଶେଷଜ୍ଞ ଦଳ ମଞ୍ଜୁଳା ନାମକ ଜଣେ ୩୯ ବର୍ଷୀୟା ମହିଳାଙ୍କୁ ନୂଆ ଜୀବନ ଦେଇଛନ୍ତି। ଯିଏ କି ବର୍ଷେରୁ ଅଧିକ ହେବ ଟଏ୍ଲେଟ କ୍ଲିନର୍ ଖାଇ ଦେଇଥିଲେ। ଫଳରେ ତାଙ୍କ ପାକସ୍ଥଳୀ ନଷ୍ଟ…
ବିଶ୍ୱବିଦ୍ୟାଳୟରେ ଟାଇଟ୍ ଜିନ୍ସ୍ ପିନ୍ଧିବା, ମେକ୍ ଅପ୍ ନେବା ମନା
ଇସଲାମାବାଦ,୧୧।୧: ପାକିସ୍ତାନର ହାଜାରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ତୋଗଲକୀ ଆଇନ ଜାରି କରିଛନ୍ତି। ପସ୍ତୁନଖ୍ବା ପ୍ରଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଟାଇଟ୍ ଜିନ୍ସ୍ ଏବଂ ଟି-ସର୍ଟ ପିନ୍ଧିବାକୁ ବାରଣ କରାଯାଇଛି।…
ସୁନିଦ୍ରା ଅନ୍ତରାଳେ…
ନିଜକୁ ସୁସ୍ଥ ରଖିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅସନ୍ତୁଳନ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେଣୁ ଭଲ ନିଦ ପାଇଁ କେତୋଟି ବିଷୟ ଉପରେ ଦୃଷ୍ଟି ଦେବା ଦରକାର। ବେଡ୍ରୁମ୍ର ପରିବେଶକୁ ସବୁବେଳେ…
ଦେଶପ୍ରେମର କାହାଣୀ ଶୁଣିବେ ଲୋକେ
ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା ଏକ ଅଧ୍ୟୟନ କେନ୍ଦ୍ର ବା ଜ୍ଞାନ କେନ୍ଦ୍ର ଅଟେ। ଏହା ଗ୍ବାଲିଅରରେ ଖୋଲାଯାଇଛି। ଏହି…
ମଦ୍ୟପାନ ଅଭ୍ୟାସ: ମହିଳାଙ୍କ ମଧ୍ୟରେ ୨ ଗୁଣା ବଢ଼ିଛି, ପୁରୁଷଙ୍କ କ୍ଷେତ୍ରରେ ଅଧା କମିଛି
ଅହମଦାବାଦ,୧୧।୧: ଗୁଜରାଟରେ ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମଧ୍ୟରେ ମଦ୍ୟପାନ ଅଭ୍ୟାସ ଦୁଇଗୁଣା ବଢ଼ିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା କମିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟର ୩୩,୩୪୩ ମହିଳା…
ଡ୍ର’ ମୁହାଁ ସିଡନୀ ଟେଷ୍ଟ
ସିଡନୀ,୧୧।୧: ସିଡନୀ ଟେଷ୍ଟ ମ୍ୟାଚ ଡ୍ର ଆଡକୁ ଗତି କରୁଛି। ଚା ’ବିରତି ପରେ ଆର ଅଶ୍ୱିନ ଏବଂ ହନୁମା ବିହାରୀ ମ୍ୟାଚକୁ ଡ୍ର’ କରିବାରେ ବ୍ୟସ୍ତ ଅଛନ୍ତି। ଅଷ୍ଟ୍ରେଲିଆ ୬ ଉଇକେଟ ପାଇଁ ୩୧୨ ରନ ସ୍କୋର କରି ଦ୍ୱିତୀୟ…
ମହାପ୍ରଭୁଙ୍କୁ ସୂର୍ଯ୍ୟ-ଚନ୍ଦ୍ର ଦାନ
ପୁରୀ ଅଫିସ, ୧୧।୧: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି। ପଦ୍ମଚରଣ ସସ୍ତ୍ରୀକ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର…
ପିଚ୍ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ ପଡିଯାଇଛି। ଭାରତ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ଗୋଡରେ ପିଚ୍ ଖରାପ୍ କରୁଥିବାବେେଳେ ସେ…
ଲୌହ ଗ୍ରହାଣୁ
ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ଯେଉଁ ଅଞ୍ଚଳରେ ଏଗୁଡ଼ିକ ରହିଛନ୍ତି ତାକୁ ‘ଗ୍ରହାଣୁ ବଳୟ’ କୁହାଯାଏ। ଏଗୁଡ଼ିକର…
ଆଜି ରାଜ୍ୟରୁ ୨୪୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୨ ଜଣ ଚିହ୍ନଟ…
ଜମ୍ମୁ-କଶ୍ମୀରରେ କମିଛି ଆତଙ୍କବାଦୀ କାର୍ଯ୍ୟକଳାପ
ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରରେ ୨୦୨୦ରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟ ୬୩.୯୩ ପ୍ରତିଶତ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୨୦ ନଭେମ୍ବର ୧୫ ସୁଦ୍ଧା ଘଟିଥିବା ଘଟଣା ଆଧାରରେ…
Archives


