Home

ରାଜସ୍ଥାନ ରୟାଲ୍ସର ପୂର୍ବ ଅଧିନାୟକଙ୍କୁ କିଣିଲା ଏହି ଟିମ୍‌

ଚେନ୍ନାଇ,୧୮।୨: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁରୁବାର ଏଠାରେ ଚାଲିଥିବା ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ୨.୨ କୋଟି ଟଙ୍କାରେ ଦିଲ୍ଲୀ ଟିମ୍‌ ତାଙ୍କୁ କିଣିଛି। ସେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ। ହେଲେ ଦଳ…

ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଲେ ମୋରିସ୍‌, ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ

ଚେନ୍ନାଇ,୧୮।୨: ଆଇପିଏଲ୍‌ ୨୦୨୧ ପାଇଁ ଗୁରୁବାର ଅନୁଷ୍ଠିତ ଖେଳାଳି ନିଲାମ ପ୍ରକ୍ରିୟାରେ ନୂଆ ଇତିହାସ ଲେଖାଯାଇଛି। ଏହା ଛୋଟ ନିଲାମ ବୋଲି କୁହାଯାଉଥିଲେ ହେଁ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍‌ ମୋରିସଙ୍କୁ କିଣିବାରେ ରେକର୍ଡ ହୋଇଛି। ୨୦୧୫ରେ ଦିଲ୍ଲୀ ଟିମ୍‌ ଯୁବରାଜ…

ନିଲାମରେ ଫିକା ପଡ଼ିଲେ ବିଶ୍ୱର ଏହି ନମ୍ବରଓ୍ବାନ୍‌ ଟି୨୦ ବ୍ୟାଟ୍ସମ୍ୟାନ୍‌, କମ୍‌ ଦାମ୍‌ରେ କିଣିନେଲା…

ଚେନ୍ନାଇ,୧୮।୨: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ବିଶ୍ୱର ନମ୍ବରଓ୍ବାନ୍‌ ଟି୨୦ ର଼୍ୟାଙ୍କପ୍ରାପ୍ତ ବ୍ୟାଟ୍ସମ୍ୟାନ୍‌ ଦାଓ୍ବିଦ ମଲନ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ କିଣିଛି। ମଲନଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଥିଲା। ପଞ୍ଜାବ…

ବିସ୍ଫୋରକ ମ୍ୟାକ୍ସଓ୍ବେଲଙ୍କୁ କିଣିବା ପାଇଁ କଡ଼ା ଟକ୍କର; ବାଜି ମାରିଲା ଏହି ଟିମ୍‌

ଚେନ୍ନାଇ,୧୮।୨: ଆଇପିଏଲ୍‌ର ଚଳିତ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଗତ ସଂସ୍କରଣରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ ହେଁ ଏହି ମାକ୍ସଓ୍ବେଲଙ୍କ ଉପରେ…

୭ କୋଟିରେ ଇଂଲଣ୍ଡର ଏହି ଅଲ୍‌ରାଉଣ୍ଡରଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ,୧୮।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିରେ ଇଂଲଣ୍ଡର ଦିଗ୍ଗଜ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କିଣିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରିଲିଜ ହୋଇଥିବା ଏହି ଖେଳାଳିଙ୍କୁ…

ବାଉନ୍ସର ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ନାକ ହାଡ଼ ଭାଙ୍ଗିଥିଲେ ଏହି ବୋଲର୍‌, ଉଇକେଟ ବି ନେଇ କରିଥିଲେ…

ନୂଆଦିଲ୍ଲୀ,୧୮।୨: କ୍ରିକେଟ ମଇଦାନରେ ଅନେକ ଅବିସ୍ମରଣୀୟ ଘଟଣା ଦେଖିବାକୁ ମିଳିଥାଏ। ସେଥିରୁ ଗୋଟିଏ ହେଉଛି ୧୯୮୬ ଫେବୃୟାରୀ ୧୮ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଘଟଣା। ସେତେବେଳେ ଇଂଲଣ୍ଡ ଟିମ୍‌ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିଲା। ଏହି ସମୟରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ଏକକୁ…

ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌ରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ୫୫ ଯୋଡ଼ି

ରାଞ୍ଚି,୧୮।୨: ଦୀର୍ଘବର୍ଷ ଧରି ଲିଭ୍‌-ଇନ୍‌-ରିଲେସନଶିପ୍‌ରେ ରହିବା ପରେ ଝାଡ଼ଖଣ୍ଡର ୫୫ ଯୋଡ଼ି ବସନ୍ତ ପଞ୍ଚମୀ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକି ଗରିବ ଏବଂ ଅନ୍ୟ ସାମାଜିକ ପରମ୍ପରା କାରଣ ଯୋଗୁ ଅଟକି ରହିଥିଲା। ଏହି ଯୋଡ଼ିମାନେ ଏକାଠି ରହୁଥିଲେ…

ଆଇପିଏଲ୍‌କୁ ନେଇ ଇଂଲଣ୍ଡ କୋଚ୍‌ ଦେଲେ ଏଭଳି ବୟାନ: କହିଲେ…

ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ କ୍ରିକେଟ ଟିମ୍‌ର ଅନେକ ଖେଳାଳି ଟେଷ୍ଟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ହେଁ ଆଇପିଏଲ୍‌ଠାରୁ ଦୂରରେ ରୁହନ୍ତି। ସେମାନଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ଏବଂ ଜୋ ରୁଟ୍‌ଙ୍କ ଭଳି ଦିଗ୍ଗଜ ଖେଳାଳି ଅଛନ୍ତି। ଅପରପକ୍ଷେ ଆଇପିଏଲ୍‌ରେ ରୋଜଗାର ଅଧିକ…

ଶଶି ଥରୁର କହିଲେ ପେଟ୍ରୋଲ ୬ ଟଙ୍କା

ନୂଆଦିଲ୍ଲୀ,୧୮।୨: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦ ଦିନ ଧରି ଲଗାତର ବଢ଼ି ଚାଲିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କାରେ ବି ବିକ୍ରି ହେଉଛି। ଏହି ତୈଳଦର ବୃଦ୍ଧି ନେଇ ରାଜନେତାଙ୍କଠାରୁ ଆରମ୍ଭ କରି କ୍ରିକେଟର, ଅଭିନେତାମାନେ…

ବର୍ଣ୍ଣବୈଷମ୍ୟ ଅଭିଯୋଗ: ଇସ୍ତଫା ଦେଲେ ରଶ୍ମୀ ସାମନ୍ତ

ନୂଆଦିଲ୍ଲୀ/ଲଣ୍ଡନ,୧୮।୨: ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଥିବା ରଶ୍ମୀ ସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଫେସ୍‌ବୁକ୍‌ରେ ସେ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ବର୍ଣ୍ଣବୈଷମ ଅଭିଯୋଗ ଆସିବା ପରେ ସେ ମର୍ମାହତ…

ଆଜି ରାଜ୍ୟରୁ ୬୩ ପଜିଟିଭ୍‌ ଚିହ୍ନଟ, ୩୩୬୪୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୪୬୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୯ ଜଣ ଚିହ୍ନଟ…

କାର୍‌ର ସନରୁଫ୍‌ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..

ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି ଏକ ଘଟଣା ମୁଜାଫରନଗରରେ ଏକ ବିବାହ ସମାରୋହରେ ଘଟିଛି। ଏକ ସୁସଜ୍ଜିତ କାର୍‌ରେ କନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?