Home

ଟିକାକରଣ ଲାଗି ୨୦ ରୋଗ ଚିହ୍ନଟ

ନୂଆଦିଲ୍ଲୀ, ୨୮।୨: ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। କେଉଁସବୁ ରୋଗ ଥିଲେ ଟିକା ପାଇଁ ଅନୁମତି ମିଳିବ ତାହା ସ୍ଥିର ହୋଇଛି। ସ୍ବାସ୍ଥ୍ୟ…

ନିଯୁକ୍ତି ମାଗୁଛନ୍ତି ଆଶାୟୀ

ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍‌ ମୋଦି ଜବ୍‌ ଦୋ, ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍‌ ବ୍ୟବହାର କରି…

ଭାରତ ସହ ସବୁ ପ୍ରସଙ୍ଗର ସମାଧାନ ପାଇଁ ପାକ୍‌ ପ୍ରସ୍ତୁତ

ଇସ୍‌ଲାମାବାଦ, ୨୮।୨: ଭାରତ ସହ ପାକିସ୍ତାନର ଅସ୍ତ୍ରବିରତି ରାଜିନାମାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶନିବାର ସ୍ବାଗତ କରିଛନ୍ତି। ତେବେ ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ଉନ୍ନତି ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଭାରତର ଦାୟିତ୍ୱ ବୋଲି ସେ କହିଛନ୍ତି। ନିୟନ୍ତ୍ରଣ…

କଂଗ୍ରେସରେ ବିରୋଧର ସ୍ବର

ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ ନେତା (ଜି-୨୩) ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ସେମାନେ ଦଳର ନେତୃତ୍ୱକୁ…

୨୫୦ରେ ଟିକା

ନୂଆଦିଲ୍ଲୀ, ୨୮।୨: ଘରୋଇ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ଡୋଜ୍‌ ପିଛା ୨୫୦ ଟଙ୍କାରେ ଉପଲବ୍ଧ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହା ସ୍ଥିର ହୋଇଛି। ତେବେ ସରକାରୀ ହସ୍ପିଟାଲ ଓ ଟିକାଦାନ କେନ୍ଦ୍ରରେ ଟିକା ମାଗଣାରେ…

ଏବେ ରାନୁ ମଣ୍ଡଳଙ୍କ ନାଁ ଶୁଣିଲେ ପ୍ରଚଣ୍ଡ ରାଗୁଛନ୍ତି ହିମେଶ

ମୁମ୍ବାଇ: ବଲିଉଡ୍‌ କମ୍ପୋଜର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ନିଜର କଠୋର ଆଭିମୁଖ୍ୟ ପାଇଁ ବେଶ୍‌ ଜଣାଶୁଣା। ମ୍ୟୁଜିକ୍‌ ଶୋ’ ସମୟରେ ହେଉ କି ଖବରଦାତାଙ୍କ ପ୍ରଶ୍ନ ପାଇଁ ହେଉ ସେ ରୋକ୍‌ଠୋକ୍‌ ଜବାବ ଦିଅନ୍ତି। ଏବେ ଏକ କାର୍ଯ୍ୟକ୍ରମରେ…

ଜନ୍ମଦିନ ପାଳନ ପାଇଁ ୪ ବର୍ଷ ଅପେକ୍ଷା କରନ୍ତି ଏହି ଅଭିନେତ୍ରୀ…

ଛୋଟ ପରଦାର ସୁନ୍ଦରୀ ନାୟିକା ଜାହ୍ନଭୀ ଛେଡ଼ା ନିଜର ଜନ୍ମଦିନ ପାଳନ ପାଇଁ ସମସ୍ୟାରେ ପଡ଼ିଥାନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତେଣୁ କେବଳ ୨୯ ଦିନିଆ ଫେବୃୟାରୀ ମାସକୁ ସେ ଚାହିଁ ବସିଥାନ୍ତି। ପ୍ରତି ୪…

ସ୍ବାମୀଙ୍କର ଏହି ପଦିଏ କଥାରେ ଭିଡିଓ ପ୍ରସ୍ତୁତ କରି ଜୀବନ ହାରିଲେ ସ୍ତ୍ରୀ

ଅହମ୍ମଦାବାଦ,୨୭।୨: ଅହମ୍ମଦାବାଦର ଆୟେଶା ନାମକ ଜଣେ ମହିଳା ଆତ୍ମହତ୍ୟା ପୂର୍ବରୁ ଭିଡିଓ ଏକ ପ୍ରସ୍ତୁତ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ପରିବାରକୁ ମେସେଜ ଦେଇଛନ୍ତି। ଖାଲି ଏତିକି ନୁହେଁ ଆତ୍ମହତ୍ୟା ପୂର୍ବରୁ ନିଜ…

ଖଳାରେ ନିଆଁ ଲାଗି ଜଳିଗଲା ବସ୍ତା ବସ୍ତା ଧାନ

ହିଞ୍ଜିଳିକାଟୁ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପଳାସି ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ଖଳାରେ ପ୍ରାୟ ୩୫ ବସ୍ତା ଧାନ ଓ ୩ଟି ପାଳଗଦା ପୋଡ଼ି ଯାଇଛି। ନିକଟ ବିଲରେ ଖତ ପ୍ରସ୍ତୁତ ପାଇଁ ନିଆଁ ଲଗା ଯାଇଥିବା ବେଳେ ପବନରେ…

ସନି ଲିଓନଙ୍କ ପାଖରେ ରହିଛି ଏସବୁ ଦାମୀ ଗାଡ଼ି

ମୁମ୍ବାଇ: ସନି ଲିଓନଙ୍କୁ କିଏ ବା ନ ଜାଣେ। ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଉଣା ଅଧିକେ ଜାଣିଛନ୍ତି। ତାଙ୍କ ଗୀତ ହେଉ କି ଫିଲ୍ମ ପ୍ରାୟ ସମସ୍ତେ ଦେଖିଥାନ୍ତି। ବିଶେଷକରି ସନି ପର୍ନଷ୍ଟାର ଭାବେ ଜଣାଶୁଣା।…

ମଡେଲ ପରି ଚାଲୁଛି ଗାଈ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଗାଈର ଚାଲିବା ଷ୍ଟାଇଲ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ ଆଉ କହିବେ ଏହା କେଉଁ ମଡେଲଠାରୁ ବି କମ୍‌ ନୁହଁ। ଭିଡିଓରେ ଗାଈଟି ରାସ୍ତାରେ ଧୀରେ ଧୀରେ ଚାଲୁଛି। ଆଉ ବେଳେବେଳେ ଗୋଡ଼…

ପଡ଼ୋଶୀ ମହିଳାଙ୍କୁ ହତ୍ୟା କରି ହାର୍ଟ କାଢ଼ିନେଲେ, ଆଳୁ ସହ ତରକାରୀ କରି ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଲେ; ଘଟଣା ଜଣାପଡ଼ିବା ପରେ…

ଓ୍ବାଶିଂଟନ,୨୭।୨: ଆମେରିକାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପଡ଼ୋଶୀ ମହିଳାଙ୍କୁ ହତ୍ୟା କରି ତାଙ୍କ ହାର୍ଟ କାଢ଼ି ନେଇଥିଲେ। ଏତିକିରେ ବି ରାଗ ଶାନ୍ତ ହେଲାନି ଘରେ ପହଞ୍ଚି ଆଳୁ ସହିତ ତରକାରୀ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri