Home

ଟପ୍‌ଲେସ୍‌ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ଗର୍ଲଫେଣ୍ଡ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ଏଲନ ମସ୍କଙ୍କ ଗର୍ଲଫ୍ରେଣ୍ଡ ଗ୍ରାଇମ୍ସ ଟପ୍‌ଲେସ୍‌ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଗ୍ରାଇମ୍ସ ଟପ୍‌ଲେସ୍‌ ହୋଇ ନିଜ ନୂଆ ଟାଟୁ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କାନାଡାରେ ରହୁଥିବା ୩୩ ବର୍ଷୀୟା ଗାୟିକା…

ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ବକ୍ସଖଟରେ କଲେ ଭର୍ତ୍ତି: ଘର ତାଲା ପକାଇ ବୁଲେଟ ଧରି ଛୁ’

ଜାମସେଦପୁର,୧୩।୪: ଝାଡଖଣ୍ଡର ଜାମସେଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ଖଟବକ୍ସରେ ଭର୍ତ୍ତି କରି ବୁଲେଟ୍‌ ଧରି ଫେରାର ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରାଯାଇନାହିଁ। କଦମା ତିସ୍ତା ରୋଡ କ୍ୱାର୍ଟର ନଂ…

ଆର୍ମି ପୋଷାକରେ ବର୍ଡରରେ ପହଞ୍ଚିଲେ ରାଷ୍ଟ୍ରପତି…

କୟିଭ୍‌,୧୩।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ ଏକ ଚ୍ୟାନେଲରେ ଯୁଦ୍ଧର ଧମକ ଦେଇଛନ୍ତି। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲୋଦୟମୟର ଜେଲେନକ୍ସି ଆର୍ମି ପୋଷାକ ପିନ୍ଧି ବର୍ଡରରେ ପହଞ୍ଚିଛନ୍ତି। ସେ ସୈନ୍ୟ ବାହିନୀଙ୍କ…

ଗ୍ୟାଙ୍ଗଷ୍ଟର୍‌ ହାଇଦର ସହଯୋଗୀ ୟାକୁବ ଗିରଫ: ପୋଲିସର ଗେମ୍‌ ପ୍ଲାନ୍‌ ଆରମ୍ଭ

କଟକ ଅଫିସ, ୧୩।୪: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇ ଗତ ଶନିବାରଠାରୁ ଫେରାର୍‌ ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ଓଡିଶା ପୁଲିସ ‘ଅପରେସନ ହାଇଦର’ ଜାରି କରି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିଲେ ମଧ୍ୟ…

ପିପିଇ କିଟ୍‌ ପିନ୍ଧି ଅଭିଯୁକ୍ତଙ୍କୁ ବାନ୍ଧି ନେଲେ ପୋଲିସ ବାବୁ…

ଜବଲପୁର,୧୩।୪: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କରୋନା ପଜିଟିିଭ୍‌ ଏବଂ କରୋନା ନେଗେଟିଭ୍‌ ଦୁଇ ଅଭିଯୁକ୍ତଙ୍କୁ ଜଣେ ପୋଲିସ ବାବୁ ପିପିଇ କିଟ୍‌ ପିନ୍ଧି ବାନ୍ଧି ନେଉଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ସେମାନଙ୍କ ବିରୋଧରେ ଚୋରି…

ଏହି ଖେଳାଳିଙ୍କ ସହ ମସ୍ତିକଲେ ବଲିଉଡ୍‌ର ବାଜିରାଓ: ଫଟୋ ଶେୟାର କରି କହିଲେ…

ଗୋଟିଏ ପଟେ ଆଇପିଏଲ୍‌ ୨୦୨୧ କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଭରିରହିଥିବା ବେଳେ ଅନ୍ୟପଟେ ବଲିଉଡ୍‌ କଳାକାରମାନେ ନିଜର ଫିଲ୍ମ ମାଧ୍ୟମରେ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ତେବେ ଯେତେବେଳେ ବଲିଉଡ୍‌ କଳାକାର ଏବଂ କ୍ରିକେଟର ଏକାସହ ମିଶିଯାଉଛନ୍ତି କମାଲ କରୁଛନ୍ତି…

ହସ୍ପିଟାଲରେ ବେଡ୍‌ ଫୁଲ୍‌: ବାହାରେ ଆମ୍ବୁଲାନ୍ସ୍‌ରେ ଆକ୍ରାନ୍ତ…

ଅହମଦାବାଦ୍‌,୧୩।୪: ଗୁଜରାଟ ଅହମଦାବାଦରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସ୍ଥାନୀୟ ସିଭିଲ୍‌ ହସ୍ପିଟାଲରେ ଥିବା ୧୨୦୦ ବେଡ୍‌ ଏବେ ଫୁଲ୍‌ ହୋଇ ଯାଇଛି। ବେଡ୍‌ ଖାଲି…

ଗୋଟିଏ ଘରେ ସପରିବାର ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି, ବାପା ଚଲାଉଥିଲେ ଅଟୋ, ଆତ୍ମହତ୍ୟା କରିଥିଲେ ଭାଇ

ଆଇପିଏଲ୍‌ ୧୪ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ ପ୍ରୀତି ଜିଣ୍ଟାଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନ୍‌ରେ ରାଜସ୍ଥାନ ରୟାଲକୁ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସମସ୍ତଙ୍କ ହୃଦୟ ଜିତିଛି। ବିଶେଷକରି ଚେତନ ସକରିୟା ନିଜର ଡେବ୍ୟୁ ମ୍ୟାଚ୍‌ରେ…

ନଈକୁ ଖସିଲା ମିନି ବସ୍‌: ଭାସିଗଲେ ଯାତ୍ରୀ…

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ନିୟନ୍ତ୍ରଣ ହରାଇ ନଈକୁ ଖସିପଡ଼ିଛି। ଏଥିରେ ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ମାତ୍ର ୧୪ ଓଭରରେ ପାକିସ୍ତାନକୁ ଧୋଇଦେଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୧୪।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଭ୍ରମଣକାରୀ ଦଳ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଜୋହାନ୍ସବର୍ଗରେ ଖେଳାଯାଇଥିବା ଏହି ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ପାକିସ୍ତାନକୁ ଧୋଇ ଦେଇଥିଲା। ଏହି…

ଚନ୍ଦ୍ରାବାବୁଙ୍କୁ ପଥର ମାଡ଼

ହାଇଦ୍ରାବାଦ, ୧୩।୪: ଜେଡ୍‌ ପ୍ଲସ ସୁରକ୍ଷା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ଉପରେ ସୋମବାର ପଥର ମାଡ଼ ହୋଇଛି। ତିରୁପତିଠାରେ ଏକ ସଭାରେ ଉଦ୍‌ବୋଧନ ଦେଉଥିବାବେଳେ ତାଙ୍କ ଉପରକୁ କେହି ପଥର ଫିଙ୍ଗିଥିଲେ। ଜଣେ…

ବାଫ୍‌ଟାରେ ‘ନୋମାଡ୍‌ଲାଣ୍ଡ’ର ଯାଦୁ

ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍‌ଟିଏ ବା ବାଫ୍‌ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିଛି। ଫିଲ୍ମର ମୁଖ୍ୟ କଳାକାର ଫ୍ରାନ୍‌ସେସ୍‌ ମାକ୍‌ଡରମାଣ୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?