ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ
ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ…
ସ୍ଥିତି ଅଣାୟତ୍ତ: ରେକର୍ଡ ଭାଙ୍ଗୁଛି କରୋନା
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି କୋକୁଆ ଭୟ ସୃଷ୍ଟି କରିଛି।ଗତ ୨୪ ଘଣ୍ଟାରେ…
ସଂସ୍କୃତି ବିଭାଗକୁ ଅଣଦେଖା
ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା ସଂସ୍କୃତି ବିଭାଗକୁ ଅଣଦେଖା କରି ରଖାଯାଇଛି। ଫଳରେ ଜିଲା ସଂସ୍କୃତି ପରିଷଦ ଗଠନ ହୋଇପାରୁ…
ଫିଟ୍ନେସ ଦୂର କରିବ ଫୁସ୍ଫୁସ୍ ସମସ୍ୟା
ଫୁସ୍ଫୁସ୍ଜନିତ ସମସ୍ୟାକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାର ଏକ ସରଳ ଉପାୟ ରହିଛି, ତାହା ପୁଣି ହାତପାଆନ୍ତାରେ। କଥା କ’ଣ କି, ଯଦି ଆପଣ ନିଜ ଫିଟ୍ନେସକୁ ନେଇ ବେଶ୍ ସଚେତନ, ତେବେ ଭବିଷ୍ୟତରେ ଆପଣ…
ଡୋମେଷ୍ଟିକ୍ ଫ୍ଲାଇଟ୍ରେ ମିଳିବ ନାହିଁ ଖାଦ୍ୟ
ନୂଆଦିଲ୍ଲୀ, ୧୨ା୪- ଦୁଇ ଘଣ୍ଟାରୁ କମ୍ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିବା ଡୋମେଷ୍ଟିକ୍ ଫ୍ଲାଇଟ୍ରେ ଆଉ ଖାଦ୍ୟ ପରିବେଷଣ କରାଯିବ ନାହିଁ। କୋଭିଡ୍ ସଂକ୍ରମଣ ହାରକୁ କମ୍ କରିବା ପାଇଁ ବେସାମରିକ ବିମାନ ଚଳାଚଳ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଆସନ୍ତା ଗୁରୁବାରଠାରୁ…
ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ସରୁନି ଅପେକ୍ଷା
ରାୟପୁର,୧୨।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ନୂଆ ଷ୍ଟ୍ରେନ୍ ଦ୍ରୁତି ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଓ ମଧ୍ୟପ୍ରଦେଶ ସମେତ ୧୦ଟି ରାଜ୍ୟରେ କରୋନା ସ୍ଥିତି ଭୟାବହ ହେବାରେ ଲାଗିଛି। ସମସ୍ତ କଟକଣା…
ଜୀବିତ ବ୍ୟକ୍ତିଙ୍କ ଡେଥ୍ ସାର୍ଟିଫିକେଟ…
ପାଟନା,୧୨।୪: ଦେଶରେ କରୋନା ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶ୍ମଶାନ ଘାଟରେ ମଧ୍ୟ ଏହାର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କରୋନାକୁ ନେଇ ଯେଉଁଠି ଲୋକମାନଙ୍କୁ ଅତ୍ୟଧିକ ସଜାଗ, ସଚେତନତା ରହିବା ଜରୁରୀ ହୋଇପଡ଼ିଛି ସେଠାରେ କେତେକ ହସ୍ପିଟାଲରୁ…
ଦିଦି ମଣିଷ ମାରିବାରେ ବିଶ୍ୱାସ କରନ୍ତି: ମୋଦି
ନୂଆଦିଲ୍ଲୀ,୧୨।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ସରିଛି। ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୭ରେ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବର୍ଦ୍ଧମାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏଥିରେ ମୋଦି ମୁଖ୍ୟମନ୍ତ୍ରୀ…
ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ
ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି। ଟିକା ଯୋଗାଣ ଅଭାବରୁ ବଣ୍ଟନରେ ଅସୁବିଧା ଏବଂ ଏହାକୁ ନେଇ ଚାଲିଥିବା ରାଜନୀତି ମହାମାରୀଜନିତ…
ଏବେ ରୋଷେଇ କରିବେ ବେବୋ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା। ଅଭିନୟରେ ସବୁବେଳେ କିଛି ନୂଆ କରି ଦେଖାଇବାର ଇଛା ରଖିଥିବା ବେବୋ ଏବେ ଭିନ୍ନ ଅବତାରରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ପ୍ରଥମ ଗର୍ଭାବସ୍ଥା ଭଳି…
ମାତିଲେ ଚୋର: ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ନେଇଗଲେ ପ୍ରାୟ ୨ଲକ୍ଷ ଟଙ୍କା
ପୁରୁଷୋତ୍ତମପୁର, ୧୨।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପ୍ରାୟ ୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି। ପ୍ରକାଶ ଯେ,…
ସ୍ଫୁଟନିକ୍-ଭି ଟିକାକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୧୨।୪: ରୁଷିଆର କରୋନା ଟିକା ‘ସ୍ପୁଟନିକ ଭି’କୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଅନୁମୋଦନ କରିଛି। ଏହା ସହ ଦେଶକୁ କରୋନା ସହ ମୁକାବିଲା କରିବା ପାଇଁ ତୃତୀୟ ଟିକା ମିଳିଯାଇଛି। ଦେଶରେ ପୂର୍ବରୁ କୋଭିଶିଲ୍ଡ ଏବଂ କୋଭାକ୍ସିନ…
Archives


