ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ ସ୍ଲଟ୍ ବୁକ୍ କରିବା ସତ୍ତ୍ୱେ ଟିକା ପାଇପାରୁନାହାନ୍ତି। ଅନେକ କୋଓ୍ବିନ୍ ଆପ୍ରେ ନାମ ପଞ୍ଜୀକରଣ…
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଲଗାତାର ୫ ଦିନ ଧରି ୨ ଲକ୍ଷରୁ କମ୍ ରହିଛି। ଲକ୍ଡାଉନ୍…
ପୋଲିସ କଲା ରାଜପଥ ମରାମତ
କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛି। ଏହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନାର କର୍ମଚାରୀମାନେ। ପ୍ରକାଶ ଯେ, କାମାକ୍ଷାନଗର…
‘ଶେରନୀ’ ଅବତାରରେ ବିଦ୍ୟା
ମୁମ୍ବାଇ: ବଲିଉଡ୍ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶେରନୀ’ର ଅଫିସିଆଲ ଟିଜର ରିଲିଜ୍ ହୋଇଛି। ୨୦ ସେକେଣ୍ଡର ଥିବା ଏହି ଟିଜରରେ ବିଦ୍ୟାଙ୍କ ଦମ୍ଦାର ଲୁକ୍ ସହ ସେ ଏକ ଘଞ୍ଚ ଜଙ୍ଗଲରେ ଥିବା ଦେଖିବାକୁ ମିଳିଛି।…
ଆହୁରି ସହଜ ହେଲା ସ୍ଲଟ୍ ବୁକିଂ: ଏହି ନମ୍ବରରେ କରନ୍ତୁ ଡାଏଲ
ବର୍ତ୍ତମାନ ୧୮ ବର୍ଷରୁ ବୟସ୍କ ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି। CO-WIN ଆପ୍ ମାଧ୍ୟମରେ ୧୮-୪୪ ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍ ବୁକିଂ କରିବା ଆରମ୍ଭ କରିଦେଲେଣି। ସେହିଭଳି ଆଉ କିଛି ଲୋକ ଟିକା ନେଇ ସାରିଲେଣି। ତେବେ…
କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ
ରାୟପୁର,୩୧।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକଟି ଅପଡେଟ୍ ଖବରକୁ ଲୋକଙ୍କ ନିକଟକୁ ପହଞ୍ଚାଇ ଅନେକ ଖବରଦାତା ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଖବରଦାତାଙ୍କ ପରିବାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକ ବଡ଼…
ରଣବୀରଙ୍କୁ ଐଶ୍ୱର୍ଯ୍ୟାଙ୍କ ଝିଅ ଜାବୁଡ଼ି ଧରିବାରୁ ଏମିତି ଥିଲା ଅଭିଷେକଙ୍କ ପ୍ରତିକ୍ରିୟା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରଣବୀର କପୁର ଦୀର୍ଘଦନ ଦିନ ଧରି ଭଲ ବନ୍ଧୁ ଥିଲେ। ଦୁଇଜଣ ମିଶି କରଣ ଜୋହରଙ୍କ ଫିଲ୍ମ ‘ୟେ ଦିଲ୍ ହୈ ମୁସ୍କିଲ’ରେ ଅଭିନୟ ବି କରିଥିଲେ। ପ୍ରଶଂସକମାନେ ଦୁହିଁଙ୍କ ଯୋଡ଼ିକୁ…
ଅଜୟ ଦେବଗନ କିଣିଲେ ନୂଆ ବଙ୍ଗଳା, ଦାମ୍ ଜାଣିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅଭିନେତାଙ୍କ ବିଳାସମୟ ବଙ୍ଗଳା ଏବଂ ସେମାନଙ୍କ ଲାଇଫ୍ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଇଣ୍ଡଷ୍ଟ୍ରିରୁ କିଛି ସେଲିବ୍ରିଟି ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ସେହି ହିସାବରେ ତାଙ୍କ ଜୀବନଶୈଳୀ ମଧ୍ୟ ବିତାଇଥାନ୍ତି। ବର୍ତ୍ତମାନ ସମୟରେ ବଲିଉଡ୍ର ଷ୍ଟାରମାନେ…
କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ
ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି ଓ ବ୍ୟବସାୟ ହରାଇଛନ୍ତି। କରୋନା ସଙ୍କଟରେ ବହୁ ସମୟରେ ଅମାନବୀୟ ଦୃଶ୍ୟ ଓ ମୃତଦେହକୁ…
ମା-ବାପା ଗାଳି କରିବାରୁ ନାବାଳକ ନେଲେ ଏମିତି ନିଷ୍ପତ୍ତି, ଯାହା ଆଗରୁ କେବେ ଶୁଣି ନ ଥିବେ
ପିଲାମାନେ ଦୁଷ୍ଟ ହେଲେ କିମ୍ବା କିଛି ଭୁଲ କଲେ ମା-ବାପା ଗାଳି ଦେବା ସାଧାରଣ କଥା। ମାତ୍ର ଜଣେ ନାବାଳକ ମା-ବାପାଙ୍କ ଗାଳି ଶୁଣି ରାଗି କି ଏମିତି କିଛି କାମ କରିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ୧୪…
ହୋଟେଲର ୬ ଲକ୍ଷ ବାକି ପୈଠ କରି ନାହାନ୍ତି ରାହୁଲ: ସିପିଆଇଏମ୍…
କୋଚି,୩୧।୫: କେରଳ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କୋଲ୍ଲମ୍ଠାରେ ଏକ ହୋଟେଲରେ ରହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ହୋଟେଲର ବାକି ଟଙ୍କା ରାହୁଲ ପୈଠ କରି ନ ଥିବା ସିପିଆଇଏମ୍ର ପ୍ରବକ୍ତା ଦେଶାଭିମାନୀ ଅଭିଯୋଗ କରିଛନ୍ତି। ଏନେଇ…
କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା
ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ରହିଛି। ତେବେ ଦେଶରେ ଏହି ଦୁଇ ଅଲଗା ଅଲଗା ଟିକାକୁ ମିଶାଇ ଟ୍ରାୟଲ…

