Home

ବନ୍ୟଜନ୍ତୁ ଜନବସତିମୁହାଁ

ବାରିପଦା ଅଫିସ,୧୦ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏବେ ବି ନିଅଁା ହୁତୁ ହୁତୁ ହୋଇ ଜଳୁଛି। ଅଗ୍ନି ନିର୍ବାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ଜଣିଆ ଓଡ୍ରାଫ ଟିମ୍‌ ପହଞ୍ଚିଛନ୍ତି। ସେମାନେ ୪ଟି ଟିମ୍‌ରେ ବିଭକ୍ତ ହୋଇ ଚହଲା, ପିଠାବଟା,…

୩୦ ଦିନରେ ହେବେ ସ୍ଲିମ୍‌….

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ସକାଳେ ଅଧଗ୍ଲାସେ ସ୍କିମଡ୍‌ ମିଲ୍କ ପିଇବା ସ୍ବାସ୍ଥ୍ୟ ଲାଗି ଭଲ ବୋଲି ଚିକିତ୍ସମାନେ ପରାମର୍ଶ ଦେଇଥାନ୍ତି। ଡବଲ ଟୋନ୍‌ ମିଲ୍କ ଅପେକ୍ଷା ସ୍କିମ୍‌ଡ ମିଲ୍କ…

ଏହି ୪ ଲୋକଙ୍କ ସହ କେବେ ବି କରନ୍ତୁ ନାହିଁ ବନ୍ଧୁତା, ବରବାଦ ହୋଇଯିବ ଜୀବନ; ଜାଣନ୍ତୁ…

ଜୀବନରେ ସଫଳତା ପାଇବାକୁ ହେଲେ ସତପଥରେ ଯାତ୍ରା ସହ ଭଲ ଲୋକଙ୍କ ସହ ସମ୍ପର୍କରେ ରହିବା ଉଚିତ। ମହାନ ଅର୍ଥଶାସ୍ତ୍ରୀ ତଥା ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ୪ ପ୍ରକାର ଲୋକଙ୍କ ସହ ବନ୍ଧୁତା ନ ରଖିବାକୁ ପରାମର୍ଶ ଦେଇଛନ୍ତି।…

କରୋନା ଟିକା ନେବା ବେଳେ ହସି ହସି ଗଡ଼ିଲେ ପୋଲିସ ବାବୁ, ନାକେଦମ ହେଲେ ନର୍ସ; ଭିଡିଓ ଦେଖିଲେ..

ମହାମାରୀ କରୋନାଠାରୁ ରକ୍ଷା ପାଇବା ଲାଗି ସାରା ବିଶ୍ୱରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ପ୍ରଥମ ଥର ପାଇଁ ଟିକା ନେଉଥିବା ଅନେକ ନିଜର ଫଟୋକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଅନ୍ୟଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ଟୁଇଟରରେ…

ଫେବୃୟାରୀର ‘ସର୍ବଶ୍ରେଷ୍ଠ ଖେଳାଳି’ ହେଲେ ଏହି କ୍ରିକେଟର, ଆଇସିସି ଘୋଷଣା କଲା ପୁରସ୍କାର

ଦୁବାଇ,୯।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ୪ମ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦମ୍‌ଦାର ବୋଲିଂ ସହ ବ୍ୟାଟିଂ ଯୋଗୁ ଦଳ ସିରିଜ୍‌କୁ ୩-୧ରେ ଜିତିନେଇଥିଲା। ଏଥିପାଇଁ ତାଙ୍କୁ ମଙ୍ଗଳବାର ଆଇସିସି ପକ୍ଷରୁ ଫେବୃୟାରୀ…

ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କ ଝିଅ ଆରୁଷି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଫିଲ୍ମଟି ଭାରତୀୟ ନୌସେନାର ପ୍ରଥମ ଛଅ ଜଣ ମହିଳା ଅଫିସରଙ୍କ…

ଭାଜପାକୁ ଚେତାଇଲେ ମମତା: କହିଲେ ‘ମୁଁ ଜଣେ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନାହିଁ’

ନନ୍ଦିଗ୍ରାମ,୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବା ବେଳେ ମଙ୍ଗଳବାର ହାଇ ପ୍ରୋଫାଇଲ୍‌ ସିଟ୍‌ ‘ନନ୍ଦିଗ୍ରାମ’ରୁ ଗର୍ଜିଛନ୍ତି ସେ। ବୁଧବାର ସେ ଏଠାରୁ ନାମାଙ୍କନ ପତ୍ର…

ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ‘ରୋଲ୍‌ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…

ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ତାଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି। ତେବେ ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି ପୂର୍ବ…

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସମୟରେ ତାଙ୍କ ସହ ଅନ୍ୟ ସାଥୀ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା। ଗୋଟିଏ…

ସନ୍ୟାସ ନେଇଛି ସତ, ହେଲେ ଏତେ ଶୀଘ୍ର କ୍ରିକେଟରୁ ଦୂରେଇ ଯିବି ନାହିଁ: ୟୁସୁଫ

ନୂଆଦିଲ୍ଲୀ,୯।୩: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛି। ହେଲେ ଏତେ ଶୀଘ୍ର କ୍ରିକେଟ ପଡ଼ିଆରୁ ଦୂରେଇବାକୁ ଇଚ୍ଛା ନାହିଁ। ଆଗାମୀ ଦିନରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ ଦେଖିପାରିବେ। କିଛି ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ। ତେବେ…

୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ

ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟଙ୍କ ସହ ସାକ୍ଷାତକରି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ଗଣମାଧ୍ୟମ ଆଗରେ…

ରାହୁଲ ଗାନ୍ଧୀଙ୍କୁ ସ୍କୁଲ ପଠାଯାଉ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୯।୩: ମଙ୍ଗଳବାର ଲୋକସଭାରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଅଲଗା ମତ୍ସ୍ୟ ମନ୍ତ୍ରଣାଳୟ ଗଠନ ଦାବିକୁ ନେଇ କହିଥିଲେ ଯେ ରାହୁଲଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri