Home

ଜନ୍ମଦିନରେ ସ୍ବାମୀଙ୍କଠାରୁ ଏମିତି ଖାସ୍‌ ପ୍ରତିଶ୍ରୁତି ପାଇଲେ ନେହା କକ୍କର

ବଲିଉଡ୍‌ ଗାୟିକା ନେହା କକ୍କର ଆଜି ନିଜର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ। ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ଏହି ଜନ୍ମଦିନକୁ ଅତି ସ୍ବତନ୍ତ୍ର ଭାବରେ ସେ ପାଳନ କରିଛନ୍ତି। ରୋନପ୍ରୀତ ଏହି…

ବିନା ସ୍ଲଟ୍‌ ବୁକିଂରେ ନେଇପାରିବେ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୬ା୬(ବ୍ୟୁରୋ): ଏଣିକି ବିନା ସ୍ଲଟ୍‌ରେ ଦିଆଯିବ ଦିତୀୟ ଡୋଜ୍‌ ଟିକା। ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍‌ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ମେ’ ୧୪ ପୂର୍ବରୁ ଟିକା ନେଇଥିବା ଲୋକଙ୍କୁ ଏହି ମିଳିବ ସୁବିଧା ଉପଲବ୍ଧ ହେବ। ପ୍ରଥମ ଡୋଜ୍‌ ନେଇଥିବା ୧୮ରୁ ୪୪ବର୍ଷୀୟଙ୍କ…

କ୍ରିକେଟର୍‌ ସବୁଠୁ ‘ମହଙ୍ଗା ନୋ ବଲ୍‌’ର କାହାଣୀ ଜାଣନ୍ତୁ

୨୭ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଇତିହାସ ସୃଷ୍ଟି କରିଥିଲେ। କାରିବିଆନ ତାରକା ଲାରା ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୧ ରନ ସ୍କୋର କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଆଜି ପର୍ଯ୍ୟନ୍ତ ଏହି…

ମାଲବାହୀ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ

କେନ୍ଦୁଝର,୬ା୬(ସ୍ବ.ପ୍ର.) କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଟ୍ରେନ୍‌ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଆଜି ଦିନ ପ୍ରାୟ ୧୨.୩୦ରେ ନୟାଗଡ଼ ସାଇଡିଂ (ବଡ଼ବିଲ) ଅଭିମୁଖେ ଲୁହା ପଥର ଆଣିବାକୁ ଯାଉଥବା ବେଳେ…

ବିଶ୍ୱାସ କରିପାରୁନାହାନ୍ତି ରଣବୀର

ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍‌ ସୁଚାରୂ ରୂପେ ତୁଲାଉଛନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି, ଯାହାକୁ ସେ ସହଜରେ…

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ ଖୋଲିଛନ୍ତି। କେଜରିଓ୍ବାଲ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି।…

ପ୍ରଥମ ରୋଜଗାର ଟଙ୍କା ମେସ୍‌ ଖର୍ଚ୍ଚ କରିଥିଲି

ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍‌ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି- କଟକ ଜିଲା ବଡ଼ମ୍ବାଗଡ଼ର ତୁଣପୁର ଗ୍ରାମରେ ୧୯୫୧ ମସିହା ଏପ୍ରିଲ ୫ ତାରିଖରେ ମୋର…

ବାଉଁଶ କାରିଗରୀ

ବାଉଁଶରେ ତିଆରି କଳାକୃତି ହେଉ କି ପାରମ୍ପରିକ ବିଭିନ୍ନ କୃଷି ସାମଗ୍ରୀ । କାହିଁ କେଉଁକାଳରୁ ଲୋକଙ୍କ ଗୃହ ଉପକରଣ ଭାବେ ଏହାର ବ୍ୟବହାର ହୋଇଆସୁଛି। ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ବାଉଁଶରେ ତିଆରି ବିଭିନ୍ନ ଘରକରଣା ଜିନିଷ ଦେଖିବାକୁ ମିଳିଥାଏ।…

ମହିଳାଙ୍କ ପାଇଁ ସୁରକ୍ଷିତ ପର୍ଯ୍ୟଟନସ୍ଥଳୀ

ଭାରତରେ ଏମିତି କେତେକ ସ୍ଥାନ ଅଛି, ଯେଉଁଠାରେ ରାତି କଥା ତ ଛାଡ଼ ଦିନରେ ବି ମହିଳାମାନଙ୍କୁ ଏକୁଟିଆ କୁଆଡ଼େ ଯିବାବେଳେ ବେଶ୍‌ ସାବଧାନତା ଅବଲମ୍ବନ କରିବାକୁ ହୋଇଥାଏ। ହେଲେ ଏଠାରେ ଏପରି କିଛି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯେଉଁଠାକୁ…

ଚିତ୍ର ଆଙ୍କିବାରେ ମନ

କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ କପୁର ଏବେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ଚିତ୍ର…

ସୁନାର ହୋଟେଲ

ଭିଏତ୍‌ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ ଗୋଲ୍ଡ ପ୍ଲେଟେଡ୍‌। ଏହାର ବାହାର, ଭିତର କୋଠରି, ଏମିତିକି ଟଏଲେଟ୍‌, ବେସିନ୍‌ ସବୁକିଛି ଗୋଲ୍ଡ…

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ ଇଣ୍ଟରନ୍ୟାଶନାଲ କୋଏଲିଶନ ଫର୍‌ ଏକ୍ସଷ୍ଟ୍ରାଟେରିଷ୍ଟୋରିଆଲ୍‌ ରିସର୍ଚ୍ଚ (ଆଇସିଇଆର) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?