Home

ଧମକାଉଛି ବିଏମ୍‌ସି

ଭୁବନେଶ୍ୱର, ୧୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କ ଉପରେ ଦିନକୁ ଦିନ ଚାପ ବଢ଼ାଇବାରେ ଲାଗିଛି। ଲୋକଙ୍କ ବିରୋଧ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ଘର ସିଲ୍‌ କରିବାକୁ ବସିଲାଣି ବିଏମ୍‌ସି। ନିୟମିତ…

‘ଟଳିନି ବିପଦ, ସତର୍କ ରୁହ’

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣାରେ ସଂକ୍ରମଣ ଉପରମୁହାଁ ରହିଛି। ଏଠାରେ କରୋନାର ନୂଆ ରୂପ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ଏହି ମହାମାରୀ ଏବେ…

ଶିକ୍ଷକଙ୍କ ଭାଗ୍ୟ ବଦଳାଇଲେ ଶିଷ୍ୟ

ସାଧାରଣତଃ ଛାତ୍ରଙ୍କୁ ଭଲ ମଣିଷ କରି ଗଢ଼ି ତୋଳିଥା’ନ୍ତି ଶିକ୍ଷକ। ମାତ୍ର ଜଣେ ଛାତ୍ର ଶିକ୍ଷକଙ୍କ ଭାଗ୍ୟ ବଦଳାଇ ଦେବା କଥା ନିଶ୍ଚିତ ପ୍ରଶଂସାଯୋଗ୍ୟ। କାଲିଫର୍ନିଆର ଜୋସ୍‌ ଭିଲାଲୁଏଲା ନାମକ ଜଣେ ଶିକ୍ଷକଙ୍କ କ୍ଷେତ୍ରରେ ଏପରି ଘଟିଥିବା ଦେଖିବାକୁ ମିଳିଛି। କରୋନା…

ପ୍ରେମକୁ ନେଇ ଚୁପ୍‌…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ତଥା ଚୁଲବୁଲୀ ଅଭିନେତ୍ରୀ ଭାବେ ପରିଚିତି ହାସଲ କରିଥିବା ଆଲିଆ ଭଟ୍ଟଙ୍କୁ ସୋମବାର ୨୮ ବର୍ଷ ପୂରଣ ହୋଇଛି। ୧୯୯୩ ମାର୍ଚ୍ଚ ୧୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ମାତା ସୋନୀ ରାଜଦାନ ଏବଂ ପିତା ମହେଶ…

ଭଣଜାଙ୍କ ଉପରେ ରାଗିଗଲେ ଗୋବିନ୍ଦା

ବଲିଉଡର ଭେଟେରାନ ଅଭିନେତା ଗୋବିନ୍ଦା ଏବେ ତାଙ୍କ ଭଣଜା ତଥା କମେଡିଆନ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି। ଏବେ ଭଣଜାଙ୍କ ପରିବାରଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଗୋବିନ୍ଦା। ଏକ ସାକ୍ଷାତକାରରେ ଗୋବିନ୍ଦା କୃଷ୍ଣାଙ୍କୁ ଜଣେ ଭଲ ବ୍ୟକ୍ତି ଭାବରେ ବର୍ଣ୍ଣନା…

କାହିଁକି ଭୟ କରୁଛି ତୃଣମୂଳ କଂଗ୍ରେସ: ଅମିତ ଶାହା

କୋଲକତା,୧୪।୩: ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନରେ ଭାଜପାକୁ ମଜବୁତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଆସାମରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ରାଲିରେ ସମ୍ବୋଧିତ…

ଟିକେଟ୍‌ ନ ପାଇବାରୁ କଂଗ୍ରେସ ନେତ୍ରୀ ହେଲେ ଲଣ୍ଡା

ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସୁଭାଷ କେଶ କାଟିଛନ୍ତି। ସୁଭାଷ କହିଛନ୍ତି ଯେ ମୁଁ କୌଣସି ଦଳରେ ଯୋଗଦେବାକୁ ଯାଉନାହିଁ…

ଏହି କାରଣରୁ କୁହି ଚାଓ୍ବଲାଙ୍କ ସହ ୬-୭ ବର୍ଷ କଥା ହେଉ ନ ଥିଲେ ଅମିର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ପ୍ରଥମ ଥର ପାଇଁ ‘କୟାମତ ସେ କୟାମତ ତକ’ରେ ଏକାଠି ନଜର ଆସିଥିଲେ। କିନ୍ତୁ ଆପଣ ଜାଣନ୍ତି କି ‘ଇଶ୍କ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଏକ…

ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକ ନିଲମ୍ବିତ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ସହ ହୋଇଥିବା ଦୁର୍ଘଟଣା ଘଟଣାରେ ନୂଆ ମୋଡ ଆସିଛି। ଏହି ମାମଲାରେ ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ନିଲମ୍ବିତ କରିଛନ୍ତି। ନିର୍ବାଚନ ଆୟୋଗ…

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ଭାଜପା

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ ଭାଙ୍ଗି ଯାଇଥିବା ରିପୋର୍ଟରୁ ଜଣାପଡିଥିଲା। ପଶ୍ଚିମବଙ୍ଗ ଭାଜପା…

ଦ୍ୱିିତୀୟଥର ପିତା ହେବାକୁ ଯାଉଛନ୍ତି ଏହି କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର୍‌ ଦ୍ୱିତୀୟଥର ପିତା ହେବାକୁ ଯାଉଛନ୍ତି। ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଗୀତା ସ୍ବାମୀ ଏବଂ ଝିଅ ହିନାୟାଙ୍କ ସହ ଫଟୋ ଶେୟାର କରିଛନ୍ତି। ଫଟୋରେ ବେବି…

ପୃଥ୍ବୀ ଶ’ ରଚିଲେ ଇତିହାସ: ପ୍ରଥମ ଖେଳାଳି ଭାବେ ହାସଲ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୪।୩: ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟ ୨୦୨୧ରେ ମୁମ୍ବାଇ ଅଧିନାୟକ ତଥା ଓପନର୍‌ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଦ୍ୱାରା କି ଚମତ୍କାର ପ୍ରଦର୍ଶନ। ଏହି ସିଜିନ୍‌ରେ ସେ ଅନେକ ରେକର୍ଡ ଅର୍ଜନ କରିଛି ଯାହା ପୂର୍ବରୁ କେହି କରିନାହାଁନ୍ତି। ବିଜୟ ହଜାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri