Home

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛିି।…

ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ ମହିଳା, ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚାଇନାର ଜଣେ ୩୦ ବର୍ଷୀୟା ମହିଳା ଦୀର୍ଘବର୍ଷ ଧରି ଗର୍ଭବତୀ ହୋଇପାରୁ ନ ଥିଲେ। ଏଥିପାଇଁ ସେ ଡାକ୍ତରଙ୍କ ନିକଟକୁ ପରୀକ୍ଷା କରାଇବାକୁ ଯାଇଥିଲେ। ଯାଞ୍ଚ ସମୟରେ ଯାହା ଜଣାପଡ଼ିଲା ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତର କହିଛନ୍ତି, ସେ ଜନ୍ମରୁ ପୁରୁଷ।…

ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା ରଖିଛି। ସମ୍ପ୍ରତି ବ୍ରିଟେନ୍‌ ପାଖରେ ୧୮୦ଟି ପରମାଣୁ ବୋମା ରହିଛି। ତେବେ ନୂଆ ବୋମା…

୩ ମ୍ୟାଚ୍‌ରେ ମାତ୍ର ୧ ରନ୍‌ କରିଛନ୍ତି ଏହି ଖେଳାଳି: ଭାଙ୍ଗିଲେ ଏହି ଖରାପ ରେକର୍ଡ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୮ ଉଇକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ…

୮୫୦ କିଲୋମିଟର ଯାଇ କ୍ୟାନସର ପୀଡ଼ିତାଙ୍କ ଇଚ୍ଛା ପୂରଣ କଲେ ରେଷ୍ଟୁରାଣ୍ଟ ମାଲିକ, ଲୋକେ କହିଲେ…

ଜଣେ ମହିଳାଙ୍କୁ ଖୁଆଇବା ପାଇଁ ରେଷ୍ଟୁରାଣ୍ଟ ମାଲିକ ପ୍ରାୟ ୮୫୦ କିଲୋମିଟର ଦୂର ଯାତ୍ରା କରିଥିଲେ। ଜଣେ ଗ୍ରାହକ ରେଷ୍ଟୁରାଣ୍ଟକୁ ଇମେଲ ପଠାଇ କହିଥିଲେ ତାଙ୍କର କ୍ୟାନସର ପୀଡ଼ିତ ଶାଶୁଙ୍କରୁ ଏହି ରେଷ୍ଟୁରାଣ୍ଟର ଖାଦ୍ୟ ଖୁବ୍‌ ପସନ୍ଦ। ଖାଦ୍ୟ ପଠାଇ ପାରିବେ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଦିଲୀପ ଗାନ୍ଧୀଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। କିଛିଦିନ ତଳେ…

ସାବଧାନ! ଭାତଥାଳିରେ ଆଉ ରହିବନି ଭାତ

ଓ୍ବାଶିଂଟନ,୧୭।୩: ଆସନ୍ତା ୩୦ ବର୍ଷ ପରେ ଭାରତୀୟ ଭାତଥାଳିରେ ଆଉ ଭାତ ଦେଖିବାକୁ ମିଳିବ ନାହିଁ। ଭାତଥାଳିରୁ ଏହା ଗାଏବ ହୋଇଯିବ। ଆମେରିକାର ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ପରିବର୍ତ୍ତିତ ପାଣିପାଗ, ପାଣିର…

ଯୁବକଙ୍କୁ ଗୁଳିମାଡ଼; ୩ ଗିରଫ, ବନ୍ଧୁକ ଜବତ

ବ୍ରହ୍ମପୁର ଅଫିସ, ୧୭।୩: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ସିଂ ଧୋବା ସାହିରେ ମଙ୍ଗଳବାର ମଧ୍ୟରାତିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ପୋଲିସ ଏହି ଘଟଣାରେ ବୁଧବାର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋଡାସିଂ…

ନୀତା ଅମ୍ବାନୀ ବିଏଚ୍‌ୟୁରେ ପ୍ରଫେସର ନିଯୁକ୍ତି ନେଇ ଦେଲେ ସଫେଇ

ନୂଆଦିଲ୍ଲୀ,୧୭।୩: ରିଲାୟନ୍ସ ଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଗେଷ୍ଟ ପ୍ରଫେସର ନିଯୁକ୍ତି ହେବା ରିପୋର୍ଟକୁ ତାଙ୍କ ମୁଖପାତ୍ର ନକଲି ବୋଲି କହିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ମୁଖପାତ୍ର…

ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍‌ କ୍ଲାସ୍‌, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ପଢ଼ିବେ ପୁରୁଣା ପାଠ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ। ୨ରୁ ୩ ମାସ ପର୍ଯ୍ୟନ୍ତ ପୁରୁଣା କ୍ଲାସର ପାଠ ରିଭିଜନ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ ଓ…

ଅଜାନ ଶବ୍ଦରେ ଶୋଇପାରୁ ନାହାନ୍ତି କୁଳପତି: ଜିଲାପାଳଙ୍କୁ ଲେଖିଲେ ଚିଠି

ପ୍ରୟାଗରାଜ,୧୭।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଆହ୍ଲାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ମସଜିଦ୍‌ରୁ ଶୁଭା ଯାଉଥିବା ଅଜାନ ଶବ୍ଦରେ ଶୋଇ ପାରୁ ନାହାନ୍ତି। ଏନେଇ ସେ ପ୍ରୟାଗରାଜ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ମସଜିଦ୍‌ରେ ଲାଉଡ୍‌ ସ୍ପିକର ଲଗାଯାଇ ଥିବାରୁ…

ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଲେ କୋହଲି: କଲେ ଏମିତି କାମ

କୋଲକାତା,୧୭।୩: ଭାରତୀୟ ଉଇକେଟକିପର ରିଷଭ ପନ୍ତ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ପ୍ରଶଂସକମାନେ ପ୍ରତ୍ୟେକ ମ୍ୟାଚରେ ତାଙ୍କଠାରୁ ବଡ଼ ଇନିଂସ ଆଶା କରୁଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟି -୨୦ରେ ମଧ୍ୟ ସମାନ ଆଶା ଥିଲା। ଏହି ମ୍ୟାଚ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri