Home

ବାଇଡେନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର: ଟ୍ରମ୍ପ୍‌ଙ୍କୁ ସହାୟତା କରିଥିଲେ ପୁଟିନ୍‌

ଓ୍ବାଶିଂଟନ,୧୭।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଆମେରିକା ଗୋଇନ୍ଦା ସଂସ୍ଥା ରିପୋର୍ଟ ଏନେଇ ଉଲ୍ଲେଖ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ହୋଇଥିବା ଷଡ଼ଯନ୍ତ୍ରରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଆବଶ୍ୟକ ସହାୟତା…

ବିବାହ କରାଇଦିଅ ବୋଲି ସୋନୁ ସୁଡ୍‌ଙ୍କୁ କହିଲେ ଏହି ବ୍ୟକ୍ତି, ଜବାବରେ ଅଭିନେତା କହିଲେ…

ବମ୍ବେ: ଲକ୍‌ଡାଉନ୍‌ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତା ସୋନୁ ସୁଡ। ଏହା ଶେଷ ହେବା ପରେ ମଧ୍ୟ ସେ ପୂର୍ବଭଳି ଲୋକଙ୍କ ସହାୟତା କରୁଛନ୍ତି। ସେ କାହାର ମେଡିକାଲ ବିଲ୍‌ଠାରୁ ଆରମ୍ଭ କରି ପାଠପଢ଼ା…

ପ୍ରଥମ ଥର ସ୍ବାମୀଙ୍କ ଖେଳ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଏହି ଖେଳାଳିଙ୍କ ସ୍ତ୍ରୀ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ମିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୮ ଉଇକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ…

ଏହି ୭ ଜିନିଷ ବହୁତ ପବିତ୍ର: ଏହାକୁ ସେବନ କରିବା ପରେ ବି କରିପାରିବେ ପୂଜାପାଠ, ଲାଗିବନି ପାପ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଏକାଧିକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିମଧ୍ୟରେ ସଫା-ସୁତୁରା ଏବଂ ପବିତ୍ରତାକୁ ନେଇ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଳେଖ କରିଛନ୍ତି। ସେ କୁହନ୍ତି ଏଭଳି…

ଚାଇନା ନାଗରିକଙ୍କଠାରୁ ମିଳିଲା ଭାରତୀୟ ଆଧାର କାର୍ଡ: ୨ ଗିରଫ

କୋଲକାତା,୧୭।୩: ପଶ୍ଚିମବଙ୍ଗର ସିଲିଗୁଡିି ଜିଲାରେ ପୋଲିସ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି। ରାଜ୍ୟର ବାଗଡୋଗ୍ରା ବିମାନବନ୍ଦରରେ ଥିବା ସିଲିଗୁଡି ମହାନଗର ପୋଲିସ ଏହି ଚାଇନା ନାଗରିକଙ୍କୁ ପାସପୋର୍ଟ ଏବଂ ଦୁଇଟି ଆଧାର କାର୍ଡ ସହିତ ଗିରଫ କରିଛି। ପୋଲିସର ସୂଚନାନୁସାରେ,…

ଭାଜପା ଏମ୍‌ପିଙ୍କ ସନ୍ଦେହ ଜନକ ମୃତ୍ୟୁ: ଘରେ ଫାଶୀରେ ଝୁଲୁଥିଲେ

ନୂଆଦିଲ୍ଲୀ,୧୭।୩: ହିମାଚଳପ୍ରଦେଶର ମଣ୍ଡି ଲୋକ ସଭା ଆସନର ଭାଜପା ଏମ୍‌ପି ରାମସ୍ବରୂପ ଶର୍ମାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ବାସ ଭବନରେ ରାମସ୍ବରୂପଙ୍କ ମୃତଦେହକୁ ଘର ଭିତରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଆର୍‌ଏମ୍‌ଏଲ୍‌ ହସ୍ପିଟାଲରେ…

ପକେଟରେ ଥିବା ସ୍ମାର୍ଟଫୋନ ହଠାତ୍‌ ଫାଟିଗଲା, ଯୁବକ ଗୁରୁତ଼ର

କେନ୍ଦୁଝର,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଶିପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଗ୍ରାମର ଜଣେ ଯୁବକ ପକେଟରେ ସ୍ମାର୍ଟଫୋନ ରଖିଥିବା ବେଳେ ତାହା ହଠାତ୍‌ ଫାଟିଯାଇଛି। ଫଳରେ ସେ ଗୁରୁତ଼ର ହୋଇଛନ୍ତି। ଚିକିତ୍ସା ପାଇଁ ତ଼ାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି…

ପୁଣି ଏକ ବିଶ୍ୱରେକର୍ଡ ହାସଲ କଲେ କୋହଲି

ଅହମଦାବାଦ,୧୭।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଟି-୨୦ରେ ଆଉ ଏକ ରେକର୍ଡ ନେଇଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି-୨୦ରେ କୋହଲି ଅପରାଜିତ ୭୭ ରନ କରିଥିଲେ। ଏହା ସହିତ ସେ ଅଧିନାୟକ ଭାବରେ ସର୍ବାଧିକ ୧୧ ଥର…

୨୪ ଘଣ୍ଟାରେ ୨୮ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୯୦୩ରେ ପହଞ୍ଚିଥିବାବେଳେ ଏହି ସମୟ…

୧୧୨ କିଲୋ ଓଜନର କ୍ରିକେଟର୍‌ଙ୍କ ଚୟନକୁ ନେଇ ରାଗିଲେ ଅଧିନାୟକ

ଇସଲାମାବାଦ,୧୭।୩: ପାକିସ୍ତାନ ଦଳରେ ସର୍ବଦା ପ୍ରତିଭା ସମ୍ପନ୍ନ ଖେଳାଳି ଥାନ୍ତି। କିନ୍ତୁ ଏହା ସତ୍ତ୍ୱେ ଏହି ଦଳ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରୁନାହିଁ। ଦଳ ଚୟନ ଯୋଗୁ ଏଭଳି ହେଉଥିବା ପୂର୍ବତନ କ୍ରିକେଟର୍‌ମାନେ ମତ ଦେଇଛନ୍ତି। ନିକଟରେ ଜିମ୍ବାୱେ ଏବଂ…

ଟି-ଶାର୍ଟ ପିନ୍ଧି ହଟହଟା

ଅହମଦାବାଦ,୧୭ା୩: ଗୁଜରାଟ ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଯାଇଥିବାରୁ କଂଗ୍ରେସ ବିଧାୟକ ବିମଳ ଚୂଡ଼ାସ୍ମାଙ୍କୁ ହଟହଟା ହେବାକୁ ପଡ଼ିଛି। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସୋମବାର ତାଙ୍କୁ ଗୃହରୁ ବିଦା କରିଦେଇଛନ୍ତି। ସୋମନାଥ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଚୂଡ଼ାସ୍ମା ଅନେକ…

ଆମୀରଙ୍କ ପରେ ସୋସିଆଲ ମିଡିଆ ଛାଡିଲେ ଆଉ ଜଣେ ଅଭିନେତା

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ନିକଟରେ ସୋସିଆଲ ମିଡିଆ ଛାଡିଥିଲେ। ଏବେ ଆଉ ଜଣେ ଅଭିନେତା ତାଙ୍କୁ ଅନୁସରଣ କରିଛନ୍ତି। ସେ ହେଲେ ସୁଶାନ୍ତ ସିଂହ। ସିଶାନ୍ତ ଏକ ପୋଷ୍ଟ ଶେୟାର କରି ସୋସିଆଲ ମିଡିଆରୁ ଦୂରେଇ ଯିବାକୁ ଚାହୁଁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri