Home

ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର,୮।୫(ବ୍ୟୁରୋ): ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍‌ରେ ଲେଖିଛନ୍ତି, ମୋ’ ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ…

ଶେଷରେ ମାନିଲା ପାକିସ୍ତାନ: ୩୭୦ ହଟାଇବା ଭାରତର ଆଭ୍ୟନ୍ତରୀଣ ମାମଲା…

ଇସଲାମାବାଦ୍‌/ନୂଆଦିଲ୍ଲୀ,୮।୫: ଶେଷରେ ପାକିସ୍ତାନ ଭାରତର ଜମ୍ମୁ-କଶ୍ମୀର ନୀତିକୁ ମାନିଛି। ୩୭୦ ଅନୁଚ୍ଛେଦ ହଟାଇବା ଭାରତର ଆଭ୍ୟନ୍ତରିଣ ମାମଲା ବୋଲି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମାହମୁଦ୍‌ କ୍ୟୁରେଶି କହିଛନ୍ତି। ଏହା ପୂର୍ବରୁ ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ବିରୋଧ କରି…

ଫୋନ୍‌ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା

ଲଣ୍ଡନ,୮।୫: ବ୍ରିଟେନ୍‌ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି ସମୟରେ ବାଥ୍‌ରୁମ୍‌ ଯାଇଥିଲେ। ତାଙ୍କ ବନ୍ଧୁ ଫୋନ୍‌ କରିବାରୁ କଥା ବି ହେଉଥିଲେ। ମାତ୍ର…

ଅଚାନକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଏସ୍‌ପି ଓ ଗଞ୍ଜାମ ଏସ୍‌ପିଙ୍କୁ ନେଇ କରୋନାର ସଠିକ ମୁକାବିଲା…

ଟାଇମ୍ସ୍‌ ରିପୋର୍ଟ ନେଇ ଭାରତ ସରକାରଙ୍କ ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ ପତ୍ରିକା ଟାଇମ୍ସ୍‌ରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ନେଇ ଭାରତ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ…

ଲୋକଙ୍କ ଜୀବନ ଯାଉ ପଛେ, ସରକାରଙ୍କ ଜିଏସ୍‌ଟି ରହୁ: ରାହୁଲ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। କରୋନା ଭାକ୍ସିନ୍‌ ଦାମ୍‌ ନେଇ କିଛି ଦିନ ତଳେ ବେଶ୍‌ ସରଗରମ ଚର୍ଚ୍ଚା ହୋଇଥିଲା। ଏବେ ଭାକ୍ସିନ୍‌ ଉପରେ ଲାଗୁ ହେଉଥିବା ଜିଏସ୍‌ଟି ନେଇ…

କଙ୍ଗନା କରୋନା ପଜିଟିଭ୍‌…

ମୁମ୍ବାଇ,୮।୫: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ହେବ ବୋଲି ତାଙ୍କର ଆଶା ନ ଥିଲା। କରୋନା ଭୂତାଣୁ ତାଙ୍କ…

ଭାକ୍ସିନ୍‌ ବୋହିନେବ ଡ୍ରୋନ୍‌: ମିଳିଲା ମଞ୍ଜୁରୀ…

ହାଇଦ୍ରାବାଦ୍‌,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଡ୍ରୋନ୍‌ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ବୀକୃତି ପ୍ରଦାନ କରାଯାଇଛି। ତେଲଙ୍ଗାନାରେ ଏଭଳି ଭାକ୍ସିନ୍‌ ଯୋଗାଣ କରାଯିବ…

ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ବୈଜ୍ଞାନିକ। କଡ଼ା ପଦକ୍ଷେପ ଗ୍ରହଣ କରି ତୃତୀୟ ଲହର ସହିତ ଲଢ଼େଇ…

ମେ’ ୨୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌…

ଚେନ୍ନାଇ,୮।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ୨ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମେ’୧୦ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେଜରାତି ଦୋକାନ ସମେତ ଅନ୍ୟ ଖାଦ୍ୟ…

ପୁଣି ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୪୦୦୦ ଟପିଲା…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା…

ଏସ୍‌ଏନ୍‌ଏଲ୍‌ ବିବାଦରେ ମସ୍କ

ଓ୍ବାଶିଂଟନ,୮ା୫: ଆମେରିକାର ଏନ୍‌ବିସି ‘ସଟର୍ଡେ ନାଇଟ୍‌ ଲାଇଭ୍‌’ (ଏସ୍‌ଏନ୍‌ଏଲ୍‌)ରେ ପ୍ରସାରିତ ବିଳମ୍ବିତ ରାତି ଟିଭି କମେଡି ଶୋ’ ମଚ୍‌ ଏଡୋ ଏବାଉଟ ନଥିଂ ଏହାର ୪୬ତମ ସିଜନ୍‌ରେ ବିବାଦ ଘେରକୁ ଆସିଛି। ସ୍ପେସେକ୍ସ-ଟେସ୍‌ଲା ସିଇଓ ତଥା ଅରବପତି ଏଲନ୍‌ ମସ୍କ ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri