Home

ରାଜ୍ୟରେ ୨୮୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଆଜି କଟକ ଆଗରେ

ଭୁବନେଶ୍ୱର,୪।୭(ବ୍ୟୁରୋ): କଟକଣା ସତ୍ତ୍ୱେ ସଂକ୍ରମଣ ଉପରେ ଲଗାମ ଲାଗୁନାହିଁ। ଏହି କ୍ରମରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୨ କ୍ୱାରେଣ୍ଟାଇନ୍‌ର ଥିବା ବେଳେ ବାକି ୧୨୧୮ ଲୋକାଲ କେସ ରହିଛି।…

ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଣିତିକ ମଡେଲ ଆଧାରରେ ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା…

ରବିଧାନ କିଣା ବନ୍ଦ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ଆଉ ରବି ଧାନ ସଂଗ୍ରହ ହେବ ନାହିଁ। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଶେଷହୋଇ ଯାଇଥିବାରୁ ଧାନ କିଣା ବନ୍ଦ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଏହା…

ଦୈନିକ ସଂକ୍ରମଣରେ ଲଗାମ୍‌, ପିଜିଟିଭ୍‌ ହାର ୨.୩୪ ପ୍ରତିଶତ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଲଗାତାର ୭ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ ରହିଛି। ଗତ…

ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…

ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି ଯାହା ଅତ୍ୟନ୍ତ ରୋମାଞ୍ଚର ବିଷୟ। ପିଲାଦିନରୁ ଏକାଠି ବଢ଼ିଥିବା ଏହି ଭଉଣୀମାନଙ୍କର ବିବାହ ପରେ…

ଉତ୍ପୀଡ଼ନ କେନ୍ଦ୍ର ପାକିସ୍ତାନ ମଦ୍ରାସା

ଇସ୍‌ଲାମାବାଦ, ୪ା୭: ପାକିସ୍ତାନରେ ଥିବା ମଦ୍ରାସାଗୁଡ଼ିକରେ ଦିନକୁ ଦିନ ଯୌନ ଶୋଷଣ ମାମଲା ବଢ଼ିବାରେ ଲାଗିଛି। ନିକଟରେ ଲାହୋରସ୍ଥିତ ଏକ ମଦ୍ରାସାରେ ସବୀର ଶାହା ନାମକ ଜଣେ ଛାତ୍ର ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ମୌଲବୀ ମୁଫ୍‌ତି ଅଜିଜ୍‌ ଉର୍‌ ରେହମାନଙ୍କ…

‘ବାସହୀନଙ୍କୁ ସବୁ ମାଗଣା ଦେଇହେବ ନାହିଁ’

ମୁମ୍ବାଇ, ୪।୭: ବାସହୀନ ଲୋକଙ୍କୁ ସବୁକିଛି ମାଗଣାରେ ସରକାର ଯୋଗାଇ ପାରିବେ ନାହିଁ। ସେମାନଙ୍କୁ ଦେଶ ପାଇଁ କିଛି କରିବା ସହ ନିଜର ଆବଶ୍ୟକତା ପୂରଣ କରିବାର ଅଛି। ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ…

ଟ୍ରମ୍ପ୍‌ ଟିମ୍‌ର ଗେଟର ଆପ୍‌

ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟରରୁ ବ୍ୟାନ୍‌ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ ଟିମ୍‌ ଏହି ସୋସିଆଲ ମିଡିଆ ଷ୍ଟାଇଲର ଆପ୍ଲିକେଶନ ଆଣିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ରତି ଟ୍ରମ୍ପ୍‌ଙ୍କ ଦୁର୍ବଳତାକୁ ଦୃଷ୍ଟିରେ ରଖି ତାଙ୍କ ପୂର୍ବତନ ପରାମର୍ଶଦାତା ଜେସନ୍‌…

୪ ମାସରେ ୩ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୪।୭: ଉତ୍ତରାଖଣ୍ଡ ୪ ମାସ ମଧ୍ୟରେ ତୃତୀୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯାଉଛି। ଭାଜପା ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଶନିବାର ଭାଜପା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରବିବାର ସେ…

ମହାକାଶ ଯିବେ ସିରିଶା

ଓ୍ବାଶିଂଟନ୍‌, ୪ା୭: ଆସନ୍ତା ୧୧ ତାରିଖରେ ଭର୍ଜିନ ଗାଲେକ୍ଟିକ୍‌ର ସ୍ପେସ୍‌ ଯାନରେ ଅରବପତି ରିଚାର୍ଡ ବ୍ରାନସନ୍‌ଙ୍କ ସହ ଭାରତୀୟ-ଆମେରିକୀୟ ସିରିଶା ବାନ୍ଦଲା ମହାକାଶ ଯିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ୩୪ ବର୍ଷୀୟା ସିରିଶା ରିଚାର୍ଡଙ୍କ ସହ ଯାତ୍ରା କରୁଥିବା ୫ ମହାକାଶଯାତ୍ରୀଙ୍କ…

ଆଲମଣ୍ଡ ଖାଇଲେ ଦୂର ହେବ ଏସବୁ ମାରାତ୍ମକ ରୋଗ

ଆଲମଣ୍ଡ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ଭଳି ଭାଇରାଲ ସଂକ୍ରମଣ ସହିତ ଲଢ଼ିବାର ଶକ୍ତି ଆସିଥାଏ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଆଲମଣ୍ଡ ଚୋପା ମଧ୍ୟ ଦେହ ପାଇଁ ହିତକର। ଏହା କୋଲେଷ୍ଟରଲ ହ୍ରାସ କରିଥାଏ। ଏଥିରେ…

‘ରାଫେଲ ଚୁକ୍ତିରେ ଦୁର୍ନୀତି ସ୍ପଷ୍ଟ’

ନୂଆଦିଲ୍ଲୀ, ୩ା୭- ଭାରତ ସହ ଫ୍ରାନ୍ସର ୫୯ ହଜାର କୋଟି ଟଙ୍କାର ରାଫେଲ ଫାଇଟର ଜେଟ୍‌ ଚୁକ୍ତିରେ ଦୁର୍ନୀତି ଓ ପକ୍ଷପାତିତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଜଣେ ଫ୍ରେଞ୍ଚ ଜଜ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?