Home

ତାଳଦଣ୍ଡା କେନାଲ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ

କଟକ ଅଫିସ,୧୯ା୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର କଟକ ତାଳଦଣ୍ଡା କେନାଲ, ନେତାଜୀ ବସ୍‌ ଟର୍ମିନାଲ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଅନୁଧ୍ୟାନ…

ଟାର୍ଗେଟ୍‌ରେ ଭାରତୀୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ/ କାବୁଲ, ୧୯।୭: ଆଫଗାନିସ୍ତାନରେ ଥିବା ଭାରତୀୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦେଶର ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଲିବାନ ସହ ମିଶି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶକ୍ରମେ ପାକିସ୍ତାନରୁ ୧୦ ହଜାରରୁ…

ଜାଲରେ ୪୦ ଭାରତୀୟ ନେତା, ଖବରଦାତା

ନୂଆଦିଲ୍ଲୀ, ୧୯ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ପୁଣି ଥରେ ଚର୍ଚ୍ଚାରେ। ଏହି ସ୍ପାଏଓ୍ବେର ଜାଲରେ ଭାରତ ସମେତ ବିଶ୍ୱର ଅନେକ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଖବରଦାତା ପଡ଼ିଥିବା ଖବର…

ମୁମ୍ବାଇରେ ବର୍ଷା ବିତ୍ପାତ: ୩୨ ମୃତ

ମୁମ୍ବାଇ, ୧୯।୭: ମୁମ୍ବାଇରେ ରାତି ସାରା ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟି କେତେକ ଘର ଭୁଶୁଡ଼ି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବଜ୍ରପାତରେ ୨ଜଣଙ୍କର ଜୀବନ ଯାଇଛି। ପ୍ରବଳ ବର୍ଷା ଫଳରେ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।…

ନିକ୍‌ଙ୍କ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଚୋପ୍ରା, ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ବେଶ୍‌ ନାଁ କମାଇ ସାରିଲେଣି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫିଲ୍ମ, ପାରିବାରିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାନ୍ତି। ପ୍ରିୟଙ୍କା ତାଙ୍କର ପ୍ରତିଟି କଥା ପ୍ରଶଂସକମାନଙ୍କ ସହ…

କାଦୁଅ ରାସ୍ତାରେ ଯାଉଥିଲେ ଯୁବତୀ, ଖୁବ୍‌ ଜୋର୍‌ରେ ପଛରୁ ଆସିଲା ଏକ କାର୍‌; ଆଉ ତା’ ପରେ…

ବର୍ତ୍ତମାନ ଚାରିଆଡ଼େ ବର୍ଷା ହେଉଥିବାରୁ କଚ୍ଚା ରାସ୍ତାଗୁଡ଼ିକ କାଦୁଅ ହୋଇଯାଇଛି। ଏହି ରାସ୍ତାରେ ଯିବା ବେଳେ ଯଦି କେଉଁ ଗାଡ଼ି ଜୋର୍‌ରେ ଚାଲିଆସିଲା ତେବେ କଥା ସରିଲା। ସବୁ କାଦୁଅ ପାଣି ଛିଟା ଆପଣଙ୍କ ଉପରେ ପଡ଼ିବ ନିଶ୍ଚିତ। ସୋସିଆଲ ମିଡିଆରେ…

୯୯ ରନ୍‌ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି

୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୬.୧ ଓଭରରେ ମାତ୍ର ୧୭୦ ରନ ସଂଗ୍ରହ…

ଚାଇନାରେ ଆଉ ଏକ ଭାଇରସ୍‌କୁ ବଢିଲା ଚିନ୍ତା

ବେଜିଂ,୧୮।୭: କରୋନା ସହ ଲଢୁଥିବା ବିଶ୍ୱ ସାମ୍ନାରେ ଏବେ ମାଙ୍କଡ ବି(ମଙ୍କି ବି) ଭାଇରସ୍‌ ବିପଦ ଉଭା ହୋଇଛି। ଚାଇନାରେ ଏହି ଭାଇରସ୍‌ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ରବିବାର ଏହି…

କ୍ରିକେଟ ଇତିହାସରେ ଆଜି ଏକ ବିଶେଷ ଦିନ: ଜାଣନ୍ତୁ କାହିଁକି

ଜୁଲାଇ ୧୮।୭, ଅର୍ଥାତ୍‌ ଆଜିର ଦିନ କ୍ରିକେଟ ଇତିହାସରେ ଏକ ବିଶେଷ ମହତ୍ତ୍ୱ ରହିଛି। କ୍ରିକେଟ ଜଗତରେ ‘ଦ ଡକ୍ଟର’ ଭାବରେ ଜଣାଶୁଣା ଡବ୍ଲୁ ଗ୍ରେସ ୧୮୪୮ ମସିହାରେ ଆଜିର ଦିନରେ ଜନ୍ମ ହୋଇଥିଲେ। ପୂର୍ବତନ ଇଂଲଣ୍ଡ ଅଧିନାୟକ ଗ୍ରେସ୍‌ ‘ଦ…

ନେହାଙ୍କ ଲେହେଙ୍ଗାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହୁଛି। ବିବାହ ପରେ ନେହା ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି।…

ଝିଅର ଜୀବନ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢିଲେ ମା’

ପୁଣେ,୧୮।୭: ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏକ ଲୋକ ଟାଙ୍କୁରା ଘଟଣା ଘଟିଛି। ନିଜ ୫ ବର୍ଷର ଝିଅକୁ ବଞ୍ଚାଇବା ପାଇଁ ମା’ ଏକ ଚିତାବାଘ ସହ ଲଢିଛନ୍ତି। ଚିତାବାଘ କବଳରୁ ଝିଅକୁ ଉଦ୍ଧାର ପାଇଁ ସାହାସୀ ମା’ ଜଣଙ୍କ ଠେଙ୍ଗାର ସହାୟତା…

୫ ମହଲା କୋଠା ଉପରକୁ ଚଢିଗଲା ଅଟୋ: ଆଉ ତା’ପରେ

ଭୋପାଳ,୧୮।୭: ମମଧ୍ୟପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ରବିବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ଜିନିଷ ନେଇ ଆସିଥିବା ଏକ ଅଟୋ ଅଚାନକ ୫ ମହଲା ଉପରକୁ ଚଢିଯାଇଥିଲା। ରୋଗୀ ଆସୁଥିବା/ଯାଉଥିବା ଶିଡ଼ିରେ ଧଡ୍‌ ଧଡ୍‌ ହୋଇ ଅଟୋଟି ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?