Home

ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ସୁବିଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜୁରୁଡ଼ିବାସୀ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉ ଥିବାରୁ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି।…

ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ

ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍‌ ଇଣ୍ଡିଆ’ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ବିହାରରୁ କେରଳ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ପୂରଣ…

ବିଶ୍ୱକପ୍‌ ମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ; କହିଲେ…

ନୂଆଦିଲ୍ଲୀ, ୧୮।୮: ଆଇସିସି ପକ୍ଷରୁ ୟୁଏଇରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଭାରତର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହ ଥିବା ଦେଖାଯାଇଛି। ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥିବା ବେଳେ ପାକିସ୍ତାନୀ ଦଳର…

ଏନ୍‌ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..

ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ(ଏନ୍‌ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ବିଜ୍ଞାନ ଛାତ୍ରୀ ମାନେ ଦେଇପାରିବେ। ପରେ ଏନଡିଏରେ ଆଡମିଶନ…

ଜନ୍ମଦିନରେ ମା’ଙ୍କୁ ଏପରି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଲେ ପୁଅ

ମୁମ୍ବାଇ,୧୮ା୮: ଠାଣେ ଜିଲା ଉଲ୍ଲାସନଗରରେ ଆଜିର ଯୁଗର ଶ୍ରବଣ କୁମାରଙ୍କୁ ଦେଖିବାକୁ ମିଳିଛି। ଜଣେ ପୁଅ ମା’ଙ୍କ ଜନ୍ମଦିନରେ ତାଙ୍କର ଇଚ୍ଛା ପୂରଣ କରିଛନ୍ତି। ସେ ତାଙ୍କ ମା’ଙ୍କ ୫୦ ତମ ଜନ୍ମଦିବସରେ ଏକ ସରପ୍ରାଇଜ୍‌ ଗିଫ୍ଟ ଦେଇ ପ୍ରଥମଥର ହେଲିକପ୍ଟରରେ…

ଶଶି ଥରୁର୍‌ଙ୍କୁ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରୁ ଖଲାସ…

ନୂଆଦିଲ୍ଲୀ,୧୮।୮: ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ…

ପୁଣି ମହଙ୍ଗା ମାଡ: ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧୮।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଜୁଲାଇ ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫.୫୦ ବୃଦ୍ଧି କରିବାକୁ…

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା !

ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍‌ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏବେ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ଆସନ୍ତା ଦୁଇ…

ତାଲିବାନକୁ ଆମେରିକାର କଡ଼ା ଜବାବ୍‌, ଫ୍ରିଜ୍‌ କଲା ୭୦୬ ଶହ କୋଟିରୁ ଅଧିକ ଟଙ୍କା…

ଓ୍ବାଶିଂଟନ,୧୮।୮: ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛି। କିନ୍ତୁ ତାଲିବାନ ବିରୋଧରେ ଯୁଦ୍ଧ ଏବେ ବି ଜାରି ରଖିଛି। ଆମେରିକା ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ପ୍ରାୟ ୯.୯ ବିଲିୟନ ଡ଼ଲାର ଅର୍ଥାତ୍‌ ୭୦୬ ଶହ କୋଟିରୁ ଅଧିକ ଟଙ୍କା…

ଶାଢ଼ି ପିନ୍ଧି ଶିଡ଼ିରେ ପଛୁଆ ଚାଲିଲେ ଏହି ଯୁବତୀ, ଭାଇରାଲ ହେଉଛି ଭିଡିଓ

ଇଣ୍ଟରନେଟ୍‌ରେ ଜୟପୁରର ଜଣେ ଯୁବତୀଙ୍କ ଷ୍ଟଣ୍ଟ୍‌ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯୁବତୀଙ୍କ ଅଦ୍ଭୁତ ବ୍ୟାକ୍‌ଫ୍ଲିପ୍‌ ସମସ୍ତଙ୍କୁ ଚକିତ କରିଦେଇଛି। ଯୁବତୀ ଜଣକ ଆଥେଲେଟିକ୍‌ କପଡ଼ାରେ ନୁହେଁ ଶାଢ଼ି ପିନ୍ଧି ଷ୍ଟଣ୍ଟ ମାରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଷ୍ଟଣ୍ଟ୍‌ ଏତେ…

୫୬,୦୦୦ ଅଙ୍କ ଟପିଲା ସେନସେକ୍ସ୍‌…

ମୁମ୍ବାଇ,୧୮।୮: ସେନସେକ୍ସ୍‌ ବୁଧବାର ପ୍ରଥମ ଥର ପାଇଁ ୫୬, ୦୦୦ ଅଙ୍କ ଟପିଛି। ସେହିପରି ନିଫ୍ଟି ମଧ୍ୟ ୧୭ ହଜାର ପାଖାପାଖି କାରବାର ଜାରି ରଖିଛି। ପ୍ରାରମ୍ଭିକ କାରବାରରେ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ମୁଖ୍ୟ ୩୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ୨୮୧.୦୪ ପଏଣ୍ଟ…

ଆଜିର ଦିନରେ ଖେଳାଯାଇଥିଲା ଟେଷ୍ଟ ଇତିହାସର ସବୁଠୁ ଛୋଟ ମ୍ୟାଚ୍‌

ସାଧାରଣତଃ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ୫ ଦିନ ଧରି ଚାଲିଥାଏ। ଏପରି ପରିସ୍ଥିତିରେ, ଯଦି ଗୋଟିଏ ମ୍ୟାଚ ୨ ଦିନରେ ଶେଷ ହୁଏ, ତେବେ ଏହା ଜାଣି କେହି ଆଶ୍ଚର୍ଯ୍ୟ ହେବେ। ଟେଷ୍ଟ କ୍ରିକେଟ୍‌ ଇତିହାସରେ ଏହିପରି ସୁଯୋଗ କ୍ୱଚିତ୍‌ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?