Home

ପ୍ରେମିକାଙ୍କୁ ପାଇବା ପାଇଁ ଭାଇକୁ ପଟାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଏବେ ଦଳ ସହ ଲଣ୍ଡନରେ ଅଛନ୍ତି। ଏବେ କୌଣସି ମ୍ୟାଚ୍‌ ନ ଥିବାରୁ ସେ ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଭାଇ ଆହାନଙ୍କ ସହ ଲଣ୍ଡନରେ ସମୟ ବିତାଉଛନ୍ତି। ଆହାନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ…

ହଟ୍‌ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ବେଶ୍‌ ଜଣାଶୁଣା ନାମ। କିଛିଦିନ ତଳେ ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ…

ସାମ୍‌ ପିଟ୍ରୋଡାଙ୍କୁ ୟୁରୋପ ଦାୟିତ୍ୱ ଦେଲା କଂଗ୍ରେସ…

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ପକ୍ଷରୁ ୟୁରୋପର ୨୩ ଟି ଦେଶରେ ଦଳର ପ୍ରଚାର ଏବଂ ପ୍ରସାର ଦାୟିତ୍ୱ ସାମ୍‌ ପିଟ୍ରୋଡାଙ୍କୁ ପ୍ରଦାନ କରାଯାଇଛି। ଭାରତରେ ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ସାମ୍‌ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ ସମୟରେ…

ବାଘକୁ ଏମିତି ଗୋଡ଼ାଇଲା ଭାଲୁ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୁଏ ତାହା କାହାକୁ ଜଣା ନ ଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ଏକ ଭାଲୁ ବାଘର ପିଛା କରୁଛି। ବାଘଟି ବିଚରା ଭାଲୁକୁ…

୧୮,୦୦୦ ଟୁଇଟର ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ,୧୧।୭: ଟୁଇଟର ପକ୍ଷରୁ ଏହାର ପ୍ରଥମ କମ୍ପ୍ଲାଏନ୍ସ୍‌ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମେ’ ୧୫ରୁ ଜୁନ୍‌ ୨୬ ମଧ୍ୟରେ ଶିଶୁ ନିର୍ଯାତନା ଏବଂ ନଗ୍ନତା ସମ୍ପର୍କିତ ଆପତ୍ତିଜନକ କଣ୍ଟେଟ୍‌ ଅପଲୋଡ୍‌ କରାଯିବାକୁ ନେଇ ୧୮,୦୦୦ ଆକାଉଣ୍ଟ୍‌କୁ ବନ୍ଦ…

ପୁଅ ନବମ, ହେଲେ ଝିଅ ଡାକ୍ତର-ଇଞ୍ଜିନିୟର: ଜାଣନ୍ତୁ କେତେ ପଢ଼ିଛନ୍ତି ଲାଲୁ ଯାଦବଙ୍କ ସନ୍ତାନ…

ଲାଲୁ ପ୍ରସାଦ ଯାଦବ ଭାରତୀୟ ରାଜନୀତିର ଲୋକପ୍ରିୟ ଚେହେରା ମଧ୍ୟରୁ ଅନ୍ୟତମ। ବିହାରର ମୁଖ୍ୟମନ୍ତ୍ରୀ ପଦଠାରୁ ଆରମ୍ଭ କରି କେନ୍ଦ୍ରରେ ରେଳ ମନ୍ତ୍ରୀ ରହିଥିବା ଲାଲୁ ଓକିଲାତି କରିଛନ୍ତି। ବିହାର ପାଟଣାର ବିଏନ୍‌ କଲେଜରେ ଓକିଲାତି ପଢ଼ା ସାରିବା ପରେ ସେ…

ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ୍‌, ୧୧ ନିଲମ୍ବିତ…

ଶ୍ରୀନଗର,୧୧।୭: ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ ସାଜି ଗୁପ୍ତ ତଥ୍ୟ ଯୋଗାଇବା ଘଟଣାରେ ଜମ୍ମୁ-କଶ୍ମୀରରେ ତନାଘନା ଆରମ୍ଭ ହୋଇଛି। ଏହି ମାମଲାରେ ୧୧ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ଚାକିରି କରି ସେମାନେ ଆତଙ୍କବାଦୀଙ୍କ ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହ…

୨ ଅଲ୍‌ କାଏଦା ସନ୍ଦିଗ୍ଧ ଗିରଫ, ପ୍ରେସର କୁକର ବୋମା ଜବତ…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ କାକୋରି ଅଞ୍ଚଳରୁ ସନ୍ଦିଗ୍ଧମାନଙ୍କୁ ଏଟିଏସ୍‌ ଟିମ୍‌ ଗିରଫ କରିଛି। ସେମାନଙ୍କଠାରୁ ପ୍ରେସର କୁକର ବୋମା ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେମାନେ କୌଣସି ବଡ଼ ଧରଣର…

ପିଲାଦିନେ କ୍ରିକେଟ ଖେଳି ଆଙ୍ଗୁଠି ଭାଙ୍ଗି ଫେରୁଥିଲେ ଘରକୁ: ଏବେ ମୋଦିଙ୍କଠାରୁ ସଚିନଙ୍କ ଯାଏ ପ୍ରଶଂସାରେ ଶତମୁଖ

ନୂଆଦିଲ୍ଲୀ,୧୧।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ହରଲିନ ଦେଓଲ ନିଜର ଏକ କ୍ୟାଚ୍‌କୁ ନେଇ ଚର୍ଚ୍ଚାରେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି। ସଚିନ ହରଲିନଙ୍କ କ୍ୟାଚ୍‌କୁ…

ସ୍ବାମୀଙ୍କ ଝିଅ ସାଙ୍ଗଙ୍କ ପ୍ରେମରେ ପଡ଼ିଲେ ସ୍ତ୍ରୀ, ନେଲେ ଏପରି ଅଜବ ନିଷ୍ପତ୍ତି; ଜାଣିଲେ…

‘ସ୍ତ୍ରୀ-ସ୍ବାମୀ ଏବଂ ସିଏ’ ସମ୍ପର୍କରେ ବହୁତ ଶୁଣିଥିବେ। ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ସିଏଟଲରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ବିବାହ ପରେ ସ୍ବାମୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଉଭୟଲିଙ୍ଗୀ । ଯେଉଁଥିପାଇଁ…

ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କଲେ ସାନ ଭାଇ

ବଣାଇ/ଟେନ୍‌ସା,୧୧ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ସାନ ଭାଇ, ସାନଭାଇଙ୍କ ସ୍ତ୍ରୀ ମିଶି ବଡ଼ ଭାଇଙ୍କୁ ବାଡ଼ିରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛନ୍ତି। ଖବର ପାଇ…

ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆୟୋଜିତ ଏକ ଉତ୍ସବରେ ଏହା ଜାରି ହୋଇଛି। ପ୍ରତି ସ୍କୁଲରେ ହେଲଥ୍‌ କ୍ଲବ୍‌ ସ୍ଥାପନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri