ଝିଅ ବିଦା ସମୟରେ କାନ୍ଦିବା ବଦଳରେ ଏମିତି କଲେ ବରକନ୍ୟା, ଲୋକେ କହିଲେ…
ଆଜିକାଲି ସୋସିଆଲ ମିଡିଆରେ ବିବାହର ମଜାଳିଆ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହସ ରୋକି ପାରିବେ ନାହିଁ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର- କନ୍ୟା ବିଦାୟ ସମୟରେ…
ସରକାରୀ ବାସଭବନରେ ସାଇଣ୍ଟିଫିକ ଟିମ୍ର ତଦନ୍ତ
ପାରଳାଖେମୁଣ୍ଡି,୧୭ା୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶୁକ୍ରବାର ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସାଇଣ୍ଟଫିକ ଟିମ୍ ଓ ପୋଲିସ ପହଞ୍ଚି ତଦନ୍ତ…
ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କୁ ଗୁରୁତ୍ୱ
ଭୁବନେଶ୍ୱର,୧୭ା୭(ବ୍ୟୁରୋ): ନିକଟରେ ରାଜ୍ୟର ୩ଜଣ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଦୀର୍ଘ ଦିନ ପରେ ଓଡ଼ିଆ ଅଧିକାରୀଙ୍କୁ ଏଭଳି ପଦବୀରେ ଅବସ୍ଥାନ କରି ରାଜ୍ୟରେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଘୋଡ଼ାଇବାକୁ ଚେଷ୍ଟା…
୧୧୫ କୋଟିର ଜିଏସ୍ଟି ଠକେଇ
ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଜାଲ୍ କମ୍ପାନୀ, ଜାଲ୍ ପଦବୀ, ଜାଲ୍ ବିଲ୍ ମାଧ୍ୟମରେ ଚାଲିଥିଲା ବହୁ କୋଟି ଟଙ୍କାର ଜିଏସ୍ଟି ଠକେଇ। ରାଜ୍ୟ ଜିଏସ୍ଟି ବିଭାଗର ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ୍ ଗୁରୁବାର ଏହି ବଡ଼ଧରଣର ଠକେଇ ର଼୍ୟାକେଟକୁ ଧରିବା ସହ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍ଙ୍କୁ ଗିରଫ…
ପ୍ରଥମ ଦିନରେ ଟିକା ନେଲେ ୧୨୮୪ ଗର୍ଭବତୀ
ଭୁବନେଶ୍ୱର,୧୭ା୭ (ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୨ଶହ ୮୪ଜଣ ଗର୍ଭବତୀଙ୍କୁ କୋଭିଡ୍ ଟିକା ଦିଆଯାଇଛି। ଟିକା ନେବା ପାଇଁ କିପରି ସହଜରେ ପଞ୍ଜୀକରଣ କରିପାରିବେ ସେଥିପାଇଁ କୋଓ୍ବିନ୍ ପୋର୍ଟାଲରେ ସ୍ବତନ୍ତ୍ର ଫିଚର୍ ବ୍ୟବସ୍ଥା କରାଯାଇଛି।…
ଆଜି ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନ୍ଫରେନ୍ସ ଜରିଆରେ ଅପରାହ୍ନ ୫ଟା ୩୦ ମିନିଟ୍ରେ ବସିବାକୁ ଥିବା ବୈଠକରେ ୮ଟି ଏଜେଣ୍ଡା ଉପରେ ମୋହର…
ଜିଲା ବାହାରେ ଡିଏମ୍ଏଫ୍ ଖର୍ଚ୍ଚ ବନ୍ଦକର
ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୭ା୭(ସ୍ବ.ପ୍ର.): ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ହେଉଛି ଜିଲାର ନିଜସ୍ବ ଅର୍ଥ। ଜିଲାର ଖଣି ଖାଦାନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଏହାର ବିନିଯୋଗ ହେବ। କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଏହି ପାଣ୍ଠିର କାର୍ଯ୍ୟ, ଖର୍ଚ୍ଚ…
୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ
ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ପ୍ରାଥମିକତା ଦେଇ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ…
ତୃତୀୟ ଲହର ପିଲାଙ୍କ ପାଇଁ ବିପଦ
ନୂଆଦିଲ୍ଲୀ,୧୬।୭: ପିଲାମାନେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ଉପଯୁକ୍ତ ଯୋଜନା ଦରକାର। ବର୍ତ୍ତମାନ ଦେଶର କୋଭିଡ୍-୧୯ ସ୍ଥିତି ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ…
ପୋଲିସ ଟ୍ରେନିଂ ସେଣ୍ଟରରେ କରୋନା
ରାୟପୁର,୧୬।୭: ଛତିଶଗଡ଼ ରାଜନାନ୍ଦଗାଓଁ ସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ ବ୍ୟାପିଲା କରୋନା। ଏଠାରେ ୩୫ଜଣ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଏହି ଟ୍ରେନିଂ ସେଣ୍ଟରକୁ…
ଟିଏମ୍ସିରେ ସାମିଲ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନା
କୋଲକାତା,୧୬।୭: ୟଶବନ୍ତ ସିହ୍ନାଙ୍କ ପରେ ଆଉ ଜଣେ ରାଷ୍ଟ୍ରୀୟ ନେତା ଶତ୍ରୁଘ୍ନ ସିହ୍ନା ଖୁବ୍ଶୀଘ୍ର କଂଗ୍ରେସର ହାତଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ସାମିଲ ହୋଇପାରନ୍ତି। ଶତ୍ରୁଘ୍ନଙ୍କ ସହ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁ ଠିକ୍ଠାକ୍ ରୁହେ ତେବେ ଜୁଲାଇ ୨୧ରେ…
ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା; ଜାଣନ୍ତୁ କିଏ ଥିଲେ ଦାନିଶ
ନୂଆଦିଲ୍ଲୀ,୧୬।୭: ପୁଲିଟର ପୁରସ୍କାର ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ଶୁକ୍ରବାର ଆଫଗାନିସ୍ତାନରେ ହତ୍ୟା କରାଯାଇଛି। ସେ କାନ୍ଦାହାରର ସ୍ପିନ୍ ବୋଲଡାକ ହିଂସାକାଣ୍ଡ ଘଟଣାର କଭରେଜ୍ କରୁଥିଲେ। ଗତ କିଛିଦିନ ଧରି ସିଦ୍ଦିକି କାନ୍ଦାହାରରେ ଥିଲେ। ସେଠାରୁ ବିବାଦର ଚିତ୍ରକୁ…
Archives


