Home

୬୩୦୦ ଫୁଟ ଉଚ୍ଚରେ ଦୋଳି ଖେଳୁଥିଲେ ଯୁବତୀ, ଛିଡ଼ିଗଲା ଜଞ୍ଜିର; ଆଉ ତା’ ପରେ…

ଦୋଳି ଖେଳିବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ରୁଷିଆର ପାହାଡ଼ ପାଦ ଦେଶରେ ଲାଗିଥିବା ଦୋଳିରେ ଦୁଇଜଣ ଯୁବତୀ ଝୁଲୁଥିଲେ। କୌଣସି କାରଣ ବଶତଃ ଜଞ୍ଜିର ଛିଡ଼ି ଯିବାରୁ ୬୩୦୦ ଫୁଟ ଉଚ୍ଚରୁ ଖାଲ ଭିତରକୁ ଦୁହେଁ ଖସିପଡ଼ିଲେ। ଏହା ଦେଖି…

ସବାରି ପୂର୍ବରୁ ଉଠିଲା କୋକେଇ

ରାଞ୍ଚି,୧୬।୭: ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କନ୍ୟା ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି। ଜୁଲାଇ ୧୬ ରେ ପୁନମ କୁମାରୀ ନାମକୁ ଜଣେ ଯୁବତୀଙ୍କ ବିବାହ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଜୋରଦାର…

ପଞ୍ଜାବକୁ ନେଇ ନିଆଯାଇନାହିଁ କୌଣସି ଅନ୍ତିମ ନିଷ୍ପତ୍ତି: ହରିଶ

ନୂଆଦିଲ୍ଲୀ,୧୬।୭: ପଞ୍ଜାବରେ ଥମୁନି ରାଜନୈତିକ ଝଡ଼। ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନଭଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ…

କରୋନାର ତୃତୀୟ ଲହର: ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ,୧୬ ।୭: କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଓ ଦ୍ୱିତୀୟ ଲହରରେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନେଇ କରାଯାଉଥିବା ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭାବେ ସମିକ୍ଷା ବୈଠକ କରି ଆସୁଛନ୍ତି । ଶୁକ୍ରବାର ଏହାକୁ ନେଇ…

ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଏମିତି କାଣ୍ଡ ରଚିଲେ ବୟଫ୍ରେଣ୍ଡ: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ମୈଦାନଗର୍‌ହି ଅଞ୍ଚଳରେ ଏକ ରୋଚକ ଘଟଣା ଘଟିଛି। କ୍ରାଇମବ୍ରାଞ୍ଚ ସିରିଏଲ ଦେଖିବା ପରେ ଡକାୟତି କରିଥିବା ତିନିଜଣ ଅଭିଯୁକ୍ତଙ୍କୁ ମଇଦାନଗରହୀ ପୋଲିସ ଷ୍ଟେଶନ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ତାଙ୍କ ପରିବାର ବ୍ୟତୀତ ଗର୍ଲଫ୍ରେଣ୍ଡଙ୍କ ସହ ରହୁଥିଲେ। ଏଥିପାଇଁ…

ଆଇଏପି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୬।୭: ମାଓବାଦୀ ଉପଦ୍ରୁତ ଆଦିବାସୀ ତଥା ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ସମନ୍ବିତ କାର୍ଯ୍ୟକ୍ରମ ଯୋଜନା ବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି) ଇତିମଧ୍ୟରେ ବନ୍ଦ ହୋଇଯାଇଛି। ତେବେ ଏହି ଯୋଜନାରେ ଯାଜପୁର ଜିଲାରେ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲିଗଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୬ା୭: ଝାରସୁଗୁଡ଼ା ବେହେରାମାଲସ୍ଥିତ ମୁଡିମିଲ ଗଳିରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ ବିପିନ ସାହା(୩୨। ତଙ୍କ ଘର ସ୍ଥାନୀୟ ପୁରୁଣାବସ୍ତିରେ। ତାଙ୍କ ନିକଟରୁ ପୋଲିସ ୭୪ ହଜାର ଟଙ୍କା,…

ମା’ ହେବାକୁ ଯାଉଛନ୍ତି କି ନେହା କକ୍କଡ? ‘ଇଣ୍ଡିଆନ୍‌ ଆଇଡଲ୍‌’ ଛାଡ଼ିଥିବାକୁ ନେଇ ହେଉଛି ଚର୍ଚ୍ଚା…

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଗାୟିକା ହେବାର ଯାତ୍ରା,ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଗାୟିକା ନେହା କକ୍କଡ। ଏବେ ତାଙ୍କୁ ନେଇ ଭିନ୍ନ ଚର୍ଚ୍ଚା। ସେଇଟି ହେଲା ସେ କୁଆଡେ ମା’ ହେବାକୁ ଯାଉଛନ୍ତି। କିଛି ଦିନ ଧରି ନେହା…

୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍‌

ମୁମ୍ବାଇ: ବଲିଉଡ୍‌ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ବ୍ୟାକ୍‌ ଟୁ ବ୍ୟାକ୍‌ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଶେୟାର କରୁଥିବା କ୍ୟାଟ୍ରିନା…

୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ

ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି ଧସି ହେବା ଯୋଗୁ ଏଭଳି ଘଟଣା ଘଟିଛି। ଏପର୍ଯ୍ୟନ୍ତ ୧୯ ଲୋକଙ୍କୁ କୂଅରୁ ଉଦ୍ଧାର…

ଦାରୁକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦାବି

ଖୋର୍ଦ୍ଧା ଅଫିସ,୧୬।୭: ଖୋର୍ଦ୍ଧାଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଧିମାଛଗାଡ଼ିଆ ଗ୍ରାମ। ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ଏହି ଗ୍ରାମ ପରିଚିତ। ୧୯୯୬ ନବକଳେବରରେ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ନିମନ୍ତେ ଏହି କ୍ଷେତ୍ରରୁ ଦାରୁ ଚିହ୍ନଟ ହୋଇଥିବାରୁ ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ…

ଚାକିରି ଛାଡ଼ି ସଫଳ ଚାଷୀ

ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମର ଚାଷୀ ରବୀନ୍ଦ୍ର କୁମାର ସାମନ୍ତରାୟ (୫୫)। ଚାକିରି ଛାଡ଼ି ୪ ଏକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri