୩ଘଣ୍ଟା ମଧ୍ୟରେ ଥରିଲା ୩ରାଜ୍ୟ
ନୂଆଦିଲ୍ଲୀ,୨୧।୭: ଗତ ୩ଘଣ୍ଟା ମଧ୍ୟରେ ଦେଶର ୩ଟି ରାଜ୍ୟ ଭୂକମ୍ପରେ ଥରିଉଠିଛି। ରାଜସ୍ଥାନ, ମେଘାଳୟ ଓ ଲଦାଖରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ସବୁଠାରୁ ଅଧିକ ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ମିନିଟ୍ରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…
ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୯ ଜୀବନ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍। ବୁଧବାର ରାଜ୍ୟରେ କରୋନାଜନିତ ୬୯ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫,୨୪୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ…
ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା: ଗତ ୨୪ଘଣ୍ଟାରେ ୨ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୧।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍ ଉପର ତଳ ମୁହାଁ ହେଉଥିବା ବେଳେ ଦୈନିକ ସଂକ୍ରମଣ ୨ହଜାର ଭିତରେ ରହୁଛି। ଇତିମଧ୍ୟରେ ମଙ୍ଗଳବାର ରାଜ୍ୟରେ ୨,୦୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟାରେ ସମାନ୍ୟ…
ଓଡ଼ିଆ ପୁଅ ବିନୟ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ
ନୂଆଦିଲ୍ଲୀ,୨୦ା୭: ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି। ଏ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିନୟ ଏବେ ମସ୍କୋରେ ଭାରତ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ ରହିଛନ୍ତି।…
୨୭ରେ ଭାରତ ଆସିବେ ଆଫ୍ଗାନ ସେନା ମୁଖ୍ୟ
ନୂଆଦିଲ୍ଲୀ, ୨୧ା୭: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଦେଶର ସେନା ମୁଖ୍ୟ ମହମ୍ମଦ ଅହମଦ୍ଜାଇ ଆସନ୍ତା ୨୭ ତାରିଖରେ ଭାରତକୁ ୩ ଦିନିଆ ଗସ୍ତ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମରିକ ସମ୍ପର୍କ ବୃଦ୍ଧି…
ବିପଦରେ ୪୦ କୋଟି ଲୋକ
ନୂଆଦିଲ୍ଲୀ, ୨୧ା୭: ଦେଶରେ ୬ ବର୍ଷ ଊର୍ଦ୍ଧ୍ୱ ବୟସ ବର୍ଗରେ ଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ୍-୧୯ରେ ସଂକ୍ରମିତ ହୋଇଛନ୍ତି। ଏହାର ଅର୍ଥ ପ୍ରାୟ ୪୦ କୋଟି ଲୋକଙ୍କ ଉପରେ ଏବେ ମଧ୍ୟ କରୋନାରେ ସଂକ୍ରମଣ ବିପଦ ରହିଥିବା ଚତୁର୍ଥ ଜାତୀୟ ସେରୋ…
ଫ୍ରାନ୍ସରେ ଚତୁର୍ଥ ଲହର
ପ୍ୟାରିସ୍, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ ସୂଚନା ଦେଇଛନ୍ତି। ପୂର୍ବ ଲହର ତୁଳନାରେ ଚତୁର୍ଥ ଲହର ତୀବ୍ର ବେଗରେ ମାଡ଼ିଚାଲିଛି। ସପ୍ତାହକ…
ଧର୍ମଠାରୁ ଜୀବନ ବଡ଼
ନୂଆଦିଲ୍ଲୀ, ୨୧ା୭: ବକ୍ର-ଇଦ୍ ଉତ୍ସବ ପାଇଁ କରୋନା ଲକ୍ଡାଉନ୍ ଓ ଅନ୍ୟ କଟକଣା କୋହଳ କରିବାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେରଳ ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଲକଡାଉନ୍ କୋହଳ କରିବା ପାଇଁ…
ମହାକାଶରେ ବେଜୋସ୍ଙ୍କ ୧୧ ମିନିଟ୍
ଓ୍ବାଶିଂଟନ୍, ୨୧ା୭: ମହାକାଶ ଯାତ୍ରା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବିଶ୍ୱର ସବୁଠୁ ଧନୀ ତଥା ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍। ମଙ୍ଗଳବାର ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍ର ପ୍ରଥମ ସ୍ପେସ୍ ଫ୍ଲାଇଟ୍ ତଥା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ନ୍ୟୁ ଶେପାର୍ଡ…
ଜାତିଭିତ୍ତିକ ଜନଗଣନା ହେବନି
ନୂଆଦିଲ୍ଲୀ, ୨୧ା୭: ଦେଶରେ କେଉଁ ଜାତିର କେତେ ସଂଖ୍ୟାରେ ଲୋକ ଅଛନ୍ତି, ସେ ଭିତ୍ତିରେ ଜନଗଣନା ହେବ ନାହିଁ। କେବଳ ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି, ଏସ୍ଟି)ଙ୍କ ସଂଖ୍ୟା ଗଣନା କରାଯିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ…
ଯନ୍ତ୍ରଣା ବଖାଣିଲେ ସୂର୍ଯ୍ୟକୁମାର: କହିଲେ, ଦିନିକିଆ ଡେବ୍ୟୁ ମ୍ୟାଚ୍ ଖେଳିବା ସତ୍ତ୍ୱେ ମୁଁ ଅଛି ନିରାଶ
କଲମ୍ବୋ,୨୧।୭: ଦ୍ରୁତ ବ୍ୟାଟିଂ ପାଇଁ ପ୍ରସିଦ୍ଧ ସୂର୍ଯ୍ୟକୁମାର ଯାଦବ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ ଖେଳି ଟିମ ଇଣ୍ଡିଆର ବିଜୟରେ ସହଯୋଗ କରିଥିଲେ। ୧୫୫ର ଷ୍ଟ୍ରାଇକ ହାରରେ ସୂର୍ଯ୍ୟକୁମାର ରନ…
ଅଲିମ୍ପିକ୍ସରେ ଖେଳାଳିଙ୍କୁ ଦିଆଯିବ ‘ଆଣ୍ଟି ସେକ୍ସ ବେଡ୍’: ଜାଣନ୍ତୁ ଏହାର ବିଶେଷତ୍ୱ କ’ଣ
ଆଉ ମାତ୍ର କିଛି ଦିନର ଅପେକ୍ଷା। ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯିବ ଅଲମ୍ପିକ୍ସ ଗେମ୍ସ। ଏହି କ୍ରୀଡା ମହାକୁମ୍ଭ ପୂର୍ବରୁ ଏକ ବିଶେଷ ପ୍ରକାରର ଶଯ୍ୟା ବିଷୟରେ ଆଲୋଚନା ହେଉଛି। ଯାହାକୁ ଯୌନ ବିରୋଧୀ ଶଯ୍ୟା ବା ଆଣ୍ଟି ସେକ୍ସ…
Archives


