ଏମିତି ବ୍ୟାଟିଂ କଲେ ଯେ, ଗୋଟିଏ ଦିନରେ ୨ଟି ବ୍ୟାଟ୍ ଭାଙ୍ଗିଦେଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର ଶ୍ରେୟାସ ଆୟାର ତାଙ୍କ ଆଘାତରୁ ସୁସ୍ଥ ହେବା ପରେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ଫିଟନେସ ଫେରି ପାଇବା ପରେ ଶ୍ରେୟସ ବର୍ତ୍ତମାନ ବ୍ୟାଟିଂ ଅଭ୍ୟାସରେ ନିୟୋଜିତ କରୁଛନ୍ତି ଏବଂ ନେଟ୍ସରେ ମଧ୍ୟ ବହୁତ ପରିଶ୍ରମ କରୁଛନ୍ତି। ଦିଲ୍ଲୀ…
ଗୋଟିଏ ଚାପୁଡା ବଦଳାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜୀବନ
ବଲିଉଡ୍ରେ ନେଗେଟିଭ୍ ଭୂମିକାରେ ସୁନାମ ଅର୍ଜନ କରିଥିବା ଲଳିତା ପାୱାରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ୯ ବର୍ଷ ବୟସରେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଲଲିତା ୭୦୦ରୁ ଅଧିକ ବିଭିନ୍ନ ଭାଷା ଚଳଚ୍ଚିତ୍ରରେ କାମ କରି ଏକ ରେକର୍ଡ…
୭କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ରେଢାଖୋଲ,୨୨।୭(ଡି.ଏନ୍.ଏ.): ରେଢ଼ାଖୋଲ କନ୍ଧରା ଗ୍ରାମରେ ଅବକାରି ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୭କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବୁଧବାର ଅପରାହ୍ନରେ ଅବକାରୀ ଇନ୍ସପେକ୍ଟର ଅନ୍ନପୁର୍ଣ୍ଣା ରଥ, ସବ୍ ଇନ୍ସପେକ୍ଟର ଓ କନେଷ୍ଟେବଳ ପ୍ରମୁଖ…
ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…
ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୬ମାସ ମଧ୍ୟରେ ଏସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।…
ଆଜି ଶ୍ରୀଜିଉଙ୍କ ଅଧରପଣା
ପୁରୀ ଅଫିସ,୨୨ା୭: ସୁନାବେଶ ପରଦିନ ରଥ ଉପରେ ହୋଇଥାଏ ଶ୍ରୀଜିଉଙ୍କ ଅଧରପଣା ନୀତି। ରତ୍ନ ସିଂହାସନ ଛାଡ଼ି ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରିରୀମାନେ ଘୂରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା…
ଚହରଙ୍କୁ ପ୍ରଶଂସାରେ ପୋତିଦେଲେ ଉଭଣୀ
ନୂଆଦିଲ୍ଲୀ,୨୨।୭: ସ୍ବିଙ୍ଗ ବୋଲିଂ ପାଇଁ ପ୍ରସିଦ୍ଧ ଦୀପକ ଚହର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂକୁ ଟିମ ଇଣ୍ଡିଆକୁ ଜିତାଇଥିଲେ। ଏହି ମ୍ୟାଚ୍ରେ ଦୀପକ ଅପରାଜିତ ୬୯ ରନ କରି ଭାରତୀୟ ଦଳକୁ ୩ ଉଇକେଟରେ ଜିତାଇଥିଲେ ଏବଂ ଏହା…
ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଞ୍ଚ
ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୯ ଦିନ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଦିନକୁ ଦିନ ସୌମ୍ୟଙ୍କ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଉଛି। ଏହାର ସତ୍ୟାସତ୍ୟ ଯାଞ୍ଚ…
ବରଙ୍କୁ ନେଇ ଭୟରେ ଦୌଡ଼ିଲା ଘୋଡ଼ୀ, ପଛରେ ଦୌଡ଼ିଲେ ବରଯାତ୍ରୀ…
ଆଜମେର,୨୨।୭: ରାଜସ୍ଥାନ ଆଜମେରର ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଯାଉଥିବା ବର ଘୋଡ଼ୀରେ ବସିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ହଠାତ୍ ବାଣ ଫୁଟିବାରୁ ଭୟରେ ଘୋଡ଼ୀ ବରଙ୍କୁ ଦୌଡ଼ିଥିଲା। ବରଙ୍କ…
ନିଜକୁ ବ୍ରାହ୍ମଣ ବୋଲି କହି ଫସିଗଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାଇନା ନିଜର ଏକ ବିବୃତ୍ତି ଯୋଗୁ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଇଛି। ଉତ୍ତରପ୍ରଦେଶରୁ ଆସିଥିବା ରାଇନାଙ୍କୁ ତାମିଲନାଡୁ ପ୍ରିମିୟର ଲିଗ (ଟିଏନ୍ପିଏଲ)ର ପଞ୍ଚମ ସିଜିନର…
ମନ୍ଦିରରୁ ଚୋରି: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ
ଭଦ୍ରକ ଅଫିସ,୨୨।୭: ମନ୍ଦିରରେ କଳାକନା ବୁଲାଇଲେ ଡକାୟତ। ଭଦ୍ରକ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରୁଥିବା ସମୟର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ…
ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…
କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଚାଇନା-ପାକିସ୍ତାନକୋନୋମିକ୍ କୋରିଡୋର (ସିପିଇସି) ପ୍ରୋଜେକ୍ଟରେ କାମ କରୁଥିବା ଚାଇନା ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀମାନେ…
ସତେଜତା ଅନୁଭବ ପାଇଁ…
ଉତ୍ତର ଗୋଲାର୍ଦ୍ଧରେ ଜୁଲାଇ ମାସରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥାଏ। ଉତ୍ତାପଜନିତ କାରଣରୁ ବ୍ୟତିବ୍ୟସ୍ତ ଲାଗିଥାଏ। ସତେଜତା ଅନୁଭବ ପାଇଁ ସମସ୍ତେ ବ୍ୟାକୁଳ ହୋଇ ଉଠନ୍ତି। ଏହି ପରିପ୍ରେକ୍ଷୀରେ ଜୁଲାଇ ମାସର ୪ର୍ଥ ଗୁରୁବାର(ଚଳିତ ବର୍ଷ ୨୨ତାରିଖ)କୁ ନାଶନାଲ ରିଫ୍ରେଶ୍ମେଣ୍ଟ ଡେ’…
Archives


