Home

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୭୭ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ବିଜୟଙ୍କ ଘର ମହାରାଷ୍ଟ୍ରରେ। ପ୍ରାଥମିକ ଶିକ୍ଷକ ଭାବେ…

ସନ୍ତୋଷ ତ୍ରିପାଠୀ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଏକ…

ସମୁଦ୍ର କୂଳରେ ପରିସ୍ରା କରୁଥିଲେ ଯୁବକ, ସାମ୍ନାରୁ ଆସିଲା କୁମ୍ଭୀର; ଆଉ ତା’ ପରେ…

ଖୋଲାରେ ପରିସ୍ରା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଅଷ୍ଟ୍ରେଲିଆର ଜଣେ ଯୁବକ ସମୁଦ୍ର କୂଳରେ ପରିସ୍ରା କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ତାଙ୍କ ନିକଟକୁ ଆସୁଥିଲା। ଯୁବକ ଜଣଙ୍କ ଏହି ସମୟରେ ଏକ ଡଲ୍‌ଫିନ୍‌ ଆସୁଥିବା ଶବ୍ଦ ଶୁଣିଥିଲେ।…

ରାଜ୍ୟରେ ୧,୯୧୭ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୧,୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୮୦୮ଟି…

ଫୁଲ ହାର ପକାଇ ରିଷଭ ପନ୍ତଙ୍କୁ ସ୍ବାଗତ କଲେ କୋଚ: ଜାଣନ୍ତୁ କାହିଁକି

ଲଣ୍ଡନ,୨୩।୭: ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ କରୋନାକୁ ହରାଇ ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି। ରିଷଭ ପନ୍ତ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ସେ ଟିମ ଇଣ୍ଡିଆର ଖେଳାଳିଙ୍କ ସହ ନଜର ଆସିଥିଲେ। ଲଣ୍ଡନରୁ…

୨୦ତମ ଓଭରରେ ୧୫ ଚକା ମାରିବାର ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୩।୭:ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଆୟାର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଜଲଓ୍ବା ଦେଖାଇଛନ୍ତି। ଆୟାର୍ଲାଣ୍ଡ ବିପକ୍ଷରେ ମାତ୍ର ୪୪ ବଲରେ ଡେଭିଡ ମିଲର ଅପରାଜିତ ୭୫ ସ୍କୋର କରିଥିଲେ। ଡେଭିଡ ମିଲର ମଧ୍ୟ…

ଏଯାଏ ୧୧୫ ପ୍ରଘଟ

ନୂଆଦିଲ୍ଲୀ,୨୩ା୭”ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ଝଡ଼ ବହୁଛି। ଏହି ଗୁପ୍ତଚରଗିରି ସଫ୍ଟଓ୍ବେର ଜରିଆରେ ରାଜନେତା, ଖବରଦାତା, ଅଧିକାର କର୍ମୀ, ବିଜ୍‌ନେସ୍‌ ଟାଇକୁନ, ଛାତ୍ରୀଛାତ୍ର ଓ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରାଯାଇଛି। ଭାରତର ନ୍ୟୁଜ୍‌…

ବର୍ଷକୁ ୨.୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ

ଲଣ୍ଡନ, ୨୩ା୭”ସାରା ବିଶ୍ୱରେ ବର୍ଷକୁ ୨.୫ ବିଲିୟନ ଟନ୍‌ ଖାଦ୍ୟ ନଷ୍ଟ ହେଉଛି। ଏଥିଯୋଗୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ସମେତ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍‌ ବୃଦ୍ଧି ପାଉଛି, ଯାହାକି ବାର୍ଷିକ ସବୁଜଗୃହ ପ୍ରଭାବଜନିତ ନିର୍ଗତ ଗ୍ୟାସ୍‌ର ୧୦ ପ୍ରତିଶତ ବୋଲି ‘ଫିଗର୍ସ ଅଫ୍‌…

ଓଡ଼ିଆ ଆଇଆର୍‌ଏସ୍‌ ଅଫିସର ଜାତିସଂଘ ଟ୍ୟାକ୍ସ କମିଟି ବିଶେଷଜ୍ଞ

ନୂଆଦିଲ୍ଲୀ, ୨୩ା୭: ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିବା ଓଡ଼ିଆ ଆଇଆର୍‌ଏସ୍‌ ଅଫିସର ରଶ୍ମିରଞ୍ଜନ ଦାସ ୨୦୨୧-୨୦୨୫ ବର୍ଷ ପାଇଁ ଜାତିସଂଘ ଟ୍ୟାକ୍ସ କମିଟି ସଦସ୍ୟ ନିଯୁକ୍ତ ହୋଇ ବିଶ୍ୱର ୨୫ ଜଣ ଟିକସ ବିଶେଷଜ୍ଞଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ…

ୟୁସି ଦେବାରେ ଓଡ଼ିଶା ବିଫଳ

ନୂଆଦିଲ୍ଲୀ, ୨୩ା୭: ଓଡ଼ିଶା ସରକାର ପୂର୍ବବର୍ଷ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) କେନ୍ଦ୍ର ନିକଟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଏଥିଯୋଗୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆଦିବାସୀ ଯୋଜନାକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍‌ସିଏ ଟୁ ଟିଏସ୍‌ଏସ୍‌)ରେ ରାଜ୍ୟକୁ…

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି

ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରିବିଜେ ନୀତି ହେବ। ରନତ୍ବେଦିକୁ ବିଜେ କରିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri