Home

କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କହିଲେ ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭ୍‌ ହାର କମିଥିଲେ…

ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୁକ୍ତ ୩ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ କୋର୍ସରେ ସାମିଲ କରାଯିବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି। ସମସ୍ତ କଳା,…

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ସିଦ୍ଧୁ

ଚଣ୍ଡିଗଡ଼,୨୩।୭: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି ହୋଇଥିବା କନ୍ଦଳ ଏବେ କିଛି ମାତ୍ରାରେ ଦୂର ହୋଇଛି। ଶୁକ୍ରବାର ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ…

୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍‌ ଜେଟ୍‌ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ ଫସିଥିବା ରାଜ୍‌ ନଅଟି କମ୍ପାନୀର ମାଲିକ। ସେ ଗିରଫ ହେବା ପରଠାରୁ ପ୍ରଶ୍ନ ଘେରରେ…

କାଶ ଭଲ କରିବାକୁ ଡାକ୍ତରଖାନା ଯାଇଥିଲେ ଯୁବତୀ, ଏକ୍ସ-ରେ ପରେ ଡାକ୍ତର ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ

ଓ୍ବାଶିଂଟନ,୨୩ା୭: ଆମେରିକାର ଜଣେ ଯୁବତୀ ଗତ ଦୁଇ ମାସ ହେଲା କାଶ ଯୋଗୁ କଷ୍ଟ ଅନୁଭବ କରୁଥିଲେ। ସେ ଯେତେବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ ଏକ ଅଦ୍ଭୁତ କଥା ଜାଣିବାକୁ ପାଇଲେ। ତାଙ୍କ ହାର୍ଟ ଭୁଲ ସ୍ଥାନରେ ଥିବା ଜଣାପଡ଼ିଥିଲା।…

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସ୍ପେନ୍‌ର ସେବିଲେରେ ଅଣ୍ଡାଲୁସିଆ ସଂସଦରେ ଗୁରୁବାର କାର୍ଯ୍ୟ ଚାଲିଥିଲା। ଏହି…

ଦିନେ ଥିଲେ ଚେସ୍‌ ଚାମ୍ପିଅନ୍‌, ଏବେ କ୍ରିକେଟ୍‌ରେ କରୁଛନ୍ତି ରାଜ୍‌

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁଲାଇ ୨୩, ୧୯୯୦ରେ ଜନ୍ମଗ୍ରହଣ କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଖୁବ୍‌ କମ୍‌ ଲୋକ ଜାଣିଥିଲେ ଚହଲ କ୍ରିକେଟ୍‌ର ହେବା ପୂର୍ବରୁ ଜଣେ…

ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରାଯୋଜକଙ୍କ ବିରୋଧରେ ମାମଲା ରୁଜୁ

ଗାଜିଆବାଦ,୨୩।୭: ବଲିଉଡ୍‌ ଫିଲ୍ମ ପ୍ରଯୋଜକ ତଥା ଅର୍ଥଦାତା ସତ୍ୟେନ୍ଦ୍ର ତ୍ୟାଗିଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ନନ୍ଦଗ୍ରାମ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ପ୍ରଯୋଜକ ସତ୍ୟେନ୍ଦ୍ର…

ପାର୍ଲାମେଣ୍ଟରେ ରିପୋର୍ଟ ଚିରିବା ଘଟଣା: ଟିଏମ୍‌ସି ଏମ୍‌ପି ରାଜ୍ୟ ସଭାରୁ ନିଲମ୍ବିତ

ନୂଆଦିଲ୍ଲୀ,୨୩।୭: ପେଗାସସ ମାମଲାକୁ ନେଇ ଉଠିଥିବା ଝଡ ପାର୍ଲାମେଣ୍ଟକୁ ଏକପ୍ରକାର ଅଚଳ କରିଦେଇଛି। ଏସବୁ ଭିତରେ ପାର୍ଲାମେଣ୍ଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିଲା। ରାଜ୍ୟ ସଭାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ସ୍ପାଏଓ୍ବେର୍‌ ସମ୍ପର୍କରେ ବିବୃତି…

ପରିବାର ସହ ଲଢ଼ି ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା; କାରଣ ଜାଣିଲେ…

ନୂଆଦିଲ୍ଲୀ,୨୩।୭: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍‌ କରିଥିବା…

ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ମାମଲା: ଡିଏଫ୍‌ଓ ସଂଗ୍ରାମ କେଶରୀଙ୍କୁ ଜେରା

ପାରଳାଖେମୁଣ୍ଡି,୨୩ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଶୁକ୍ରବାର ତାଙ୍କ କାର୍ଯ୍ୟାଳୟରେ ଜେରା କରାଯାଉଛି। ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି କଡ଼ା ସୁରକ୍ଷା…

ଏହି ୮ ପ୍ରକାର ପ୍ରାଣୀଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri