ଶ୍ରୀଲଙ୍କା ବିପକ୍ଷରେ ଏକ ଲଜ୍ଜାଜନକ ରେକର୍ଡ କଲା ଭାରତ
କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ୮ ଉଇକେଟ ହରାଇ ମାତ୍ର ୮୧ ସ୍କୋରରେ ସୀମିତ ରଖିଥିଲା। ଶ୍ରୀଲଙ୍କା ବିପକ୍ଷ ଟି…
୫ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା
ନୂଆଦିଲ୍ଲୀ, ୩୦।୭(ପି.ଟି.):ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍ଇପି) ଏକ ବଡ଼ ଫ୍ୟାକ୍ଟର। ଭାରତର ସ୍ବର୍ଣ୍ଣିମ ଭବିଷ୍ୟତ ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଏନ୍ଇପିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଦ୍ବୋଧନ…
୧୬ କୋଟିର କଳାକୃତି ଫେରାଇବ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ, ୩୦ା୭: ଅଷ୍ଟ୍ରେଲିଆର ନ୍ୟାଶନାଲ ଗ୍ୟାଲେରି ଚୋରି ହୋଇଥିବା ତଥା ବେଆଇନ ଭାବେ ଚାଲାଣ ହୋଇଥିବା କଳାକୃତି ଭାରତକୁ ଫେରାଇବ। ସେଥିମଧ୍ୟରେ ଅନେକ ଚିତ୍ର ଓ ମୂର୍ତ୍ତି ରହିଥିବାବେଳେ କେତେକ ଦ୍ୱାଦଶ ଶତାବ୍ଦୀର ଏବଂ ଏହାର ମୂଲ୍ୟ ପ୍ରାୟ ୧୬.୩୪ କୋଟି…
ନୀତି ଆୟୋଗ ଏସ୍ଡିଜି ରିପୋର୍ଟ: ବିହାର ସବୁଠୁ ପଛୁଆ
ନୂଆଦିଲ୍ଲୀ, ୩୦।୭:କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବାବେଳେ ପାର୍ଲାମେଣ୍ଟରେ ସରକାରଙ୍କ ଏଭଳି ରିପୋର୍ଟକୁ ନେଇ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଜେଡିୟୁ…
ଆଜିଠାରୁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା: ୫୦୪ ପରୀକ୍ଷା କେନ୍ଦ୍ରରେ ଦେବେ ୧୫ ହଜାର ଛାତ୍ରୀଛାତ୍ର
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଶୁକ୍ରବାରଠାରୁ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା-୨୦୨୧ ଆରମ୍ଭ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜୁନ୍ ୨୫ରେ ଘୋଷଣା କରାଯାଇଥିବା ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଏବଂ ଅକୃତ କାର୍ଯ୍ୟ ହୋଇଥିବା ୧୫,୧୩୬ ଛାତ୍ରୀଛାତ୍ର ଏହି ପରୀକ୍ଷା…
ଇତିହାସ ରଚିଲେ ଦୀପିକା କୁମାରୀ
କଲମ୍ବୋ,୩୦।୭: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ। ଶୁକ୍ରବାର ସକାଳୁ ମହିଳା ସିଙ୍ଗଲ୍ସ ତୀରନ୍ଦାଜୀରେ ବିଶ୍ୱର ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୁଷର ପୂର୍ବତନ ବିଶ୍ୱ ଚାମ୍ପିଅନ କେସେନିଆ ପେରୋଭାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପାଞ୍ଚ…
ଏହି ଦେଶରେ ମୂଷା ପାଳିଲେ ନେବାକୁ ପଡ଼େ ସରକାରଙ୍କ ଅନୁମତି
ବିଶ୍ୱରେ ଅନେକ ଦେଶ ଅଛି। ପ୍ରତ୍ୟେକ ଦେଶରେ କିଛି ନା କିଛି ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ମୂଷା ପାଳିବା ମଧ୍ୟ ମନା। ଏପରି ଦେଶ ହେଉଛି କାନାଡା।…
ଫଶିଗଲେ ବିରାଟ କୋହଲି
ଲଣ୍ଡନ,୨୯।୭: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ମଝିରେ ମଝିରେ ସେ ବିବାଦରେ ପଡ଼ି ଯାଉଛନ୍ତି। ଏହି ବିବାଦର କାରଣ ହେଉଛି ସୋସିଆଲ ମିଡିଆରେ ତାଙ୍କର…
ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ
ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ଏବେ ଉଭୟ ପରସ୍ପର ସହ ପୋଜ୍ ଦେଇ ଫଟୋ…
ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଗିରଫ
ରାଇକିଆ,୨୯ା୭(ଡି.ଏନ୍.ଏ.): ମହିଳା ହୋମ ଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ କନ୍ଧମାଳ ଜିଲା ରାଇକିଆ ପୋଲିସ କୁନା ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗତ ଜାନୁଆରୀ ମାସରୁ ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିବା ବେଳେ ୬ ମାସରୁ ଊର୍ଦ୍ଧ୍ୱ…
ସୁକ୍ରୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ଜଣେ ଗିରଫ
ସୁନ୍ଦରଗଡ଼,୨୯ା୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୬ ଦିନ ପରେ ଗୁରୁବାର କୁତ୍ରା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁକ୍ରୁ ସୋରେନଙ୍କୁ ତାଙ୍କ ଜ୍ୱାଇଁ…
ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ
ମାଲକାନଗିରି,୨୯ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଏବଂ ମାଲକାନଗିରି ପୋଲିସ ଦୁଇଟି ଘଟଣାରେ ୭୬୨କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ଖଇରପୁଟ ବ୍ଲକ ମୁଦୁଲିପଡ଼ା ଥାନା ପୋଲିସ ଏକ ବୋଲେରୋ…
Archives


