ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ଏହି ଫଟୋ, ଦର୍ଶକଙ୍କ ହୃଦୟରେ ଲଗାଉଛି ନିଆଁ
ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟକୁ ନେଇ ଦେଶ ବିଦେଶରେ ଜଣାଶୁଣା। ଐଶ୍ ଫିଲ୍ମରୁ ଟିକେ ଦୂରେଇ ଯାଇଥିଲେ ବି ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହୋଇଥାଏ। ଯାହାକୁ ନେଇ ଖୁବ୍…
ଅସହ୍ୟ ଗରମ ଯୋଗୁ ଶୀଘ୍ର ବ୍ୟାପୁଛି କରୋନା: ଭାରତୀୟ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ତଥ୍ୟ…
ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଖରା ଦିନରେ ହେଉଥିବା ଅସହ୍ୟ ଗରମ ଯୋଗୁ କରୋନା ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ୧୭ ଜଣ…
ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ
ମରାଠୀ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ସୁମିତ୍ରା ଭାବେଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଅସୁସ୍ଥ ହୋଇ ପୁଣେର ଏକ ଘରୋଇ ହସ୍ପିିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସୁମିତ୍ରା ଜଣେ…
ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଗାଇଲେ ଏମିତି ଗୀତ, ଭଉଣୀଙ୍କ କାନରୁ ବାହାରିଲା ରକ୍ତ
ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ବ୍ୟକ୍ତିଗତ ହେଉ କି ବୃତ୍ତିଗତ ଜୀବନ ବିଷୟରେ ସେ ପ୍ରଶଂସକମାନଙ୍କୁ ସୂଚନା ଦିଅନ୍ତି। ନିକଟରେ ଅନନ୍ୟା ନିଜ ଇନଷ୍ଟାଗ୍ରାମରେ ତାଙ୍କ ପିଲାଦିନର ଏକ ଅତି ସୁନ୍ଦର ଫଟୋ ଶେୟାର କରିଥିଲେ।…
୨୦ରୁ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ
କେନ୍ଦୁଝର,୧୯।୪(ସ୍ବ.ପ୍ର.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିରତ ରହିବେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତମାସ ୨୦ ରୁ ୨୪ ପର୍ଯ୍ୟନ୍ତ ବାର୍ ବନ୍ଦ ରଖିବା ନେଇ ସଂଘ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି…
ବଳାତ୍କାର ମାମଲାରେ ନାବାଳକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ମାମଲାରେ ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ପେଶାଲ ଜଜ୍ ଲୋକନାଥ ସାହୁ ୧୭ ବର୍ଷର ନାବାଳକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଓ ୧୧ ହଜାର…
ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ
ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା ଏବଂ ଆଭାଙ୍କ ନାମରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଏଫ୍ଆଇଆର ଦାଖଲ କରିଛି।…
ଗଞ୍ଜାମରେ ମଙ୍ଗଳବାରରୁ ଘରକୁ ଘର ସ୍ବାସ୍ଥ୍ୟ ସ୍କ୍ରିନିଂ
ଛତ୍ରପୁର,୧୯।୪(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆସନ୍ତା ମଙ୍ଗଳବାର ଠାରୁ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯିବ ବୋଲି ଜ଼ିଲାପାଳ ବିଜୟ…
ବୟଫ୍ରେଣ୍ଡଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଆସିଲେ ଗର୍ଲଫ୍ରେଣ୍ଡ, ଆଉ ତା’ପରେ ଘଟିଲା ଏମିତି
ରାଞ୍ଚି,୧୯।୪: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ମାନେନା ବାଧା ବନ୍ଧନ। ଖାସ୍ ଏଥିପାଇଁ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଚାଲିଆସିଥିଲେ। କିନ୍ତୁ ପ୍ରେମିକ ଖୁସି ହେବା ପରିବର୍ତ୍ତେ ତାଙ୍କୁ ଚାପୁଡା ମାରିବା ସହ ତଳେ ପକାଇ…
ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…
ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ କରୋନା ସଂକ୍ରମଣର ନୂଆ ନୂଆ ଲହର ଏଭଳି ତାଣ୍ଡବ ରଚିବ ବୋଲି ଗବେଷକ ସୂଚନା…
ସୁନ୍ଦରଗଡ ଜିଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସରଙ୍କ ପରଲୋକ
ସୁନ୍ଦରଗଡ,୧୯।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାର ପ୍ରଥମ ଆଇଏଏସ୍ ଅଫିସର ଲିଭନିସ୍ କିଣ୍ଡୋଙ୍କର ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ସୁନ୍ଦରଗଡ ଜିଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସର ଭାବେ ପରିଚିତ ଥିଲେ। ଗତ ରାତିରେ…
ମ୍ୟୁନିସିପାଲଟି ଅଧିକାରୀଙ୍କ ମାଡ଼ରେ ପରିବା ବିକାଳି ବେହୋସ୍, ଉତ୍ତେଜନା
ବଲାଙ୍ଗୀର ଅଫିସ, ୧୯ା୪: ବଲାଙ୍ଗୀର ସହରର ରାସ୍ତାକଡ଼ ପନିପରିବା ବିକାଳିଙ୍କୁ ସୋମବାର ସକାଳୁ ମ୍ୟୁନିସିପାଲଟି ଅଫିସର ଜଣେ ଅଧିକାରୀ ମାଡ଼ ମାରିଥିଲେ। ଏଥିରେ ଜଣେ ପରିବା ବିକାଳି ବେହୋସ୍ ହୋଇଯାଇଥିଲା ବେଳେ ଅନ୍ୟ ୪ଜଣ ମାଡ଼ ଖାଇବା ଜଣାପଡ଼ିଛି। ତେବେ ବେହୋସ…
Archives


