୬୩ ହଜାର ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି
ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍ସ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା’ ସହିତ ଉଚ୍ଚ ପ୍ରାଥମିକ…
ଟି-୨୦ ସିରିଜରେ ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ଧାଓ୍ବନ କହିଲେ ‘ଆବଶ୍ୟକ ବ୍ୟାଟ୍ସମ୍ୟାନ୍ ନ ଥିଲେ ଦଳ…’
କଲମ୍ବୋ,୩୦।୭: କଲମ୍ବୋରେ ଚାଲିଥିବା ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ଭାରତକୁ ୭ ଉଇକେଟରେ ପରାସ୍ତ କରି ମ୍ୟାଚ୍ ଓ ସିରିଜ୍ ଜିତିଛି। ଟସ୍ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଶ୍ରୀଲଙ୍କା ବୋଲରଙ୍କ ଉଲ୍ଲେଖନୀୟ…
୧୦ ମିନିଟ୍ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍ କାର୍
ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଯାଉଛି। ଏହି କାର୍ ମାତ୍ର ୧୦ ମିନିଟ୍ରେ ପୂରା ଚାର୍ଜ ହେବ। ଆଉ ଥରକେ ୧୦୦୦ କିଲୋମିଟର ଗଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସାଧାରଣତଃ…
ମୋଦିଙ୍କ ଅଗଷ୍ଟ-୧୫ ଭାଷଣରେ ସାମିଲ ହେବ ଆପଣଙ୍କ ମତାମତ: ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୩୦।୭: ସ୍ବାଧୀନତା ଦିବସ ୨୦୨୧ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବେ। ଏଥର ପ୍ରଧାନମନ୍ତ୍ରୀଙ୍କ ଭାଷଣ କେମିତି ହେବା ଆବଶ୍ୟକ ସେନେଇ ଆପଣ ମଧ୍ୟ ରାୟ ଦେଇପାରିବେ। ପିଏମ୍ଓ ପକ୍ଷରୁ ଟୁଇଟ କରାଯାଇ ଏନେଇ ସୂଚନା ଦିଆଯାଇଛି।…
ବିବାହ ରାତିରେ ଛାତରୁ ଡେଇଁ ପଳାଇଲେ କନ୍ୟା, କାରଣ ଜାଣିଲେ…
ଭୋପାଳ,୩୦ା୭: ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲାରେ ଜଣେ କନ୍ୟା ବିବାହ ଦିନ ରାତିରେ ହିଁ ଛାତରୁ ଡେଇଁ ପଳାଇଥିଲେ। କାରଣ ବର ଜଣକ ବିବାହ କରିବା ପାଇଁ କନ୍ୟାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ବର ୯୦ ହଜାର…
‘ମୁଁ ବିହାରୀ ଗୁଣ୍ଡା ନୁହେଁ’
ନୂଆଦିଲ୍ଲୀ,୩୦।୭: ଆଜି ମୌସୁମୀ ଅଧିବେଶନର ଦଶମ ଦିନ। ପେଗାସସ, ମୁଦ୍ରାସ୍ଫୀତି, କରୋନା ଏବଂ କୃଷି ଆଇନକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ପ୍ରତିଦିନ ହଟ୍ଟଗୋଳ ଦେଖାଦେଇଛି। ଶୁକ୍ରବାର ମଧ୍ୟ ଉଭୟ ସଦନରେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ଦିନ…
ଟିମ୍ ଇଣ୍ଡିଆର ପୂର୍ଣ୍ଣକାଳୀନ କୋଚ୍ ହେବେ କି? ଦ୍ରାବିଡ ଦେଲେ ଏଭଳି ଜବାବ
କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଦ୍ରାବିଡ। ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଭିତ୍ତିରେ ଜାତୀୟ ଦଳର କୋଚ୍ ହେବେ କି ପ୍ରଶ୍ନରେ ସେ କିଛି ଚିନ୍ତା କରି ନ…
ବିଶ୍ୱକୁ ଏକାଠି ରଖିପାରିବ ବନ୍ଧୁତା
ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ବିଶ୍ୱ ଇତିହାସରେ ବନ୍ଧୁତାକୁ ନେଇ ବହୁ ସତ୍ୟ…
ହାରିଗଲେ ଦୀପିକା: ପଦକ ଆଶା ଧୂଳିସାତ୍
ଟୋକିଓ,୩୦।୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଦୀପିକା କୁମାରୀ କୋରିଆର ସାନ ଉନ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚକୁ ୦-୬ରେ ପରାସ୍ତ ହୋଇଛନ୍ତି। ଫଳରେ ନୀରନ୍ଦାଜୀରେ ଭାରତର ପଦକ ଆଶା ମଉଳିଛି। ତୃତୀୟ ସେଟରେ ଦୀପିକା ୭, ୮, ୯ ସ୍କୋର କରିଥିଲେ।…
ବେଶ ସ୍ବାଭିମାନୀ ହୋଇଥାନ୍ତି ଏହି ରାଶିରେ ଜନ୍ମିତ ମହିଳା: ଦେଖିବାକୁ ଶାନ୍ତ; ହେଲେ ଦରକାର ପଡ଼ିଲେ କରିଦିଅନ୍ତି ମୁହଁ ବନ୍ଦ
ମକର ରାଶିର ସ୍ବାମୀ ଗ୍ରହ ଶନି। ଏହା ତ୍ୟାଗ ଓ ବଳିଦାନର ରାଶି ବୋଲି କୁହାଯାଏ। ଶନି ଠିକ୍ ଥିବା ବେଳେ ଏହି ରାଶିର ବ୍ୟକ୍ତି ସଚ୍ଚୋଟ ଏବଂ ବିଶ୍ୱାସୀ ହୋଇଥାନ୍ତି। ହେଲେ ଶନି ଖରାପ ଚାଲିଲେ ଏହାର ଠିକ୍ ଓଲଟା…
ଶ୍ରାବଣ ମାସରେ ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ଚାକିରି କ୍ଷେତ୍ରରେ ଆସିପାରେ ନୂଆ ଅଫର୍
ଆରମ୍ଭ ହୋଇଛି ଶ୍ରାବଣ ମାସ। ଜୁଲାଇ ୨୫ରୁ ଏହା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୨ରେ ଶେଷ ହେବ। ମାସଟି ଭଗବାନ ଶିବଙ୍କ ପ୍ରିୟ ମାସ ବୋଲି କୁହାଯାଏ। ଏଣୁ ଲୋକମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ଆଜି…
‘କାହିଁକି ମୋତେ ମ୍ୟାଚ୍ ପୂର୍ବରୁ ଡ୍ରେସ୍ ବଦଳାଇବାକୁ କୁହାଯାଇଥିଲା’
ନୂଆଦିଲ୍ଲୀ,୨୦।୭: ୬ ଥର ବିଶ୍ୱ ଚାମ୍ପିଅନ ଏମସି ମେରିକମ ପୁଣିଥରେ ତାଙ୍କ ଫ୍ଲାଏୱେଟ (୫୧ କିଲୋଗ୍ରାମ) ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଉପରେ ପ୍ରଶ୍ନ କରିଛନ୍ତି। ମେରିକମ କହିଛନ୍ତି ଯେ ମ୍ୟାଚ ଆରମ୍ଭ ହେବାର କିଛି ମିନିଟ ପୂର୍ବରୁ ତାଙ୍କୁ ତାଙ୍କ ପୋଷାକ…
Archives


