Home

ମନ୍ଦିର ଆସିଥିବା ମହିଳାଙ୍କ ଚୁଟି ଧରି ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ପୂଜକ, କାରଣ ଜାଣିଲେ…

ପାଟଣା,୭ା୮: ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ମହିଳାଙ୍କ ଚୁଟି ଧରି ପିଟିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରେ ମନ୍ଦିର କମିଟି ପକ୍ଷରୁ ପୂଜାରୀଙ୍କ ନାମରେ ଥାନାରେ ଏତଲା…

ନିରବତା ଭାଙ୍ଗିଲେ ରାପର ହନି ସିଂହ, ସ୍ତ୍ରୀଙ୍କ ଅଭିଯୋଗକୁ କହିଲେ ଘୃଣ୍ୟ

ବମ୍ବେ: ଭାରତୀୟ ରାପର ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର ଅଗଷ୍ଟ ୩ରେ ଗାୟକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶାଳିନୀ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ କରିଥିବା ନିଜର ଆବେଦନରେ ହନିଙ୍କ…

ଭାକ୍ସିନ୍‌, ମାସ୍କ ସହ ଗଣେଶ

ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି କ୍ରମରେ ଏକ ସ୍ବତନ୍ତ୍ର ଧରଣର ମୂର୍ତ୍ତି ତିଆରି କରି ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟର…

ପରାଜିତ ହୋଇ ବି ଆଦିତିଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ବଢାଇଲେ ମନୋବଳ…

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିବାରେ ଗଲ୍ଫର୍‌ ଆଦିତି ଅଶୋକ ବଞ୍ଚିତ ହୋଇଛନ୍ତି। ଆଦିତି ଗଲ୍ଫ ଇଭେଣ୍ଟରେ କମ୍‌ ବ୍ୟବଧାନରେ ପଦକ ରୁ ବଞ୍ଚିତ ହୋଇଛନ୍ତି। ଖରାପ ପାଗ ଯୋଗୁ ଚତୁର୍ଥ ରାଉଣ୍ଡରେ…

ମାନବ ସମାଜ ଉପରେ ଆସିଛି ମହାମାରୀ ସଙ୍କଟ, ତେବେ ବି ଭାରତ ଆତ୍ମନିର୍ଭରଶୀଳ, କହିଲେ ମୋଦି…

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିରେ ଏହି ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ…

ଆପଣଙ୍କର ଅଛି କି ଗ୍ୟାସ୍‌ କନେକ୍ସନ୍‌, ମିଳିବ ଏସବୁ ସୁବିଧା…

ନୂଆଦିଲ୍ଲୀ,୭।୮: ପୂର୍ବରୁ ଏଲ୍‌ପିଜି ସଂଯୋଗ ପାଇବା ଏକ ସମୟରେ କଷ୍ଟସାଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଏହା ସହଜ ହୋଇଯାଇଛି। ଯଦି ଆପଣଙ୍କ ପାଖରେ ପୂର୍ବରୁ ଏକ ଗ୍ୟାସ କନେକ୍ସନ ଅଛି, ତେବେ ଆପଣ ସେହି ଆଧାରରେ ଅନ୍ୟ ଏକ କନେକ୍ସନ ସୁବିଧା…

ପର୍ଯ୍ୟଟକ ୯୬%, ରାଜସ୍ଵ ୪୬% ଅଭିବୃଦ୍ଧି

ଭୁବନେଶ୍ୱର, ୭।୮(ବ୍ୟୁରୋ): ଓଡ଼ିଶାରେ ଇକୋ-ଟୁରିଜମ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋଭିଡ୍‌ ମହାମାରୀ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଗତ ୨ ବର୍ଷରେ ଇକୋ ଟୁରିଜମ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟଟକ ସଂଖ୍ୟାରେ ୯୬% ଏବଂ ରାଜସ୍ଵ ସଂଗ୍ରହରେ ୪୬% ଅଭିବୃଦ୍ଧି ଘଟିଛି। ମୁଖ୍ୟ…

ଜେଲରେ କଏଦୀଙ୍କୁ ନିର୍ଯାତନା ନେଇ ଓଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର,୭।୮(ବ୍ୟୁରୋ): ଢେଙ୍କାନାଳ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କୁ ନିର୍ଯାତନା ଦିଆଯାଉଛି। ଜେଲ କର୍ମଚାରୀଙ୍କ ମାଡ଼ରେ ତାଙ୍କ ଆଖି ନଷ୍ଟ ହୋଇଥିବା ନେଇ ଶୁକ୍ରବାର ରାଜ୍ୟ ମାନବାଧିକର କମିଶନ(ଓଏଚ୍‌ଆରସି)ରେ ଅଭିଯୋଗ ହୋଇଛି। ଏପରିକି ଜେଲ କର୍ତ୍ତୃପକ୍ଷ ସମ୍ପୃକ୍ତ କଏଦୀଙ୍କୁ ଦେଖା କରିବାକୁ ତାଙ୍କ…

ଏହି ରାଶିର ମହିଳାଙ୍କ ପ୍ରେମରେ ଶୀଘ୍ର ପଡ଼ିଥାନ୍ତି ଯୁବକ; ହେଲେ ସ୍ବାମୀଙ୍କ ଉପରେ ହୁକୁମ୍‌ ଚଲାଇବାକୁ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ ସ୍ଥିର କରିଥାନ୍ତି ତାକୁ ପାଇବା ପରେ ହିଁ ନିଶ୍ୱାସ ମାରନ୍ତି। ଏମାନେ ନିଜ ଆଗରେ…

ସାହିରେ ପଶି ଗୋଡ଼ାଇ ହାଣିଲେ, ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ଛକରେ ଅସାମାଜିକଙ୍କ ଆତଙ୍କରାଜ୍‌ ମନରୁ ନ ଲିଭୁଣୁ ଶୁକ୍ରବାର ରାତିରେ ମଞ୍ଚେଶ୍ୱର ଥାନାଞ୍ଚଳରେ ଆଉଏକ ଘଟଣା ଘଟିଛି। ୬୦ରୁ ୭୦ଜଣ ଯୁବକ ପଳାଶୁଣୀ ମୁଣ୍ଡାସାହିରେ ପଶି ଆତଙ୍କ ଖେଳାଇଛନ୍ତି। ବିଭିନ୍ନ ମାରଣାସ୍ତ୍ରରେ ସାହିର ଲୋକଙ୍କୁ ଆକ୍ରମଣ କରିବା ସହ…

ଖେଳାଳିମାନେ ଜିତୁଥିବା ଅଲିମ୍ପିକ୍‌ ପଦକର ମୂଲ୍ୟ କେତେ? କ’ଣ ଥାଏ ତାର ସ୍ବତନ୍ତ୍ରତା ଜାଣନ୍ତୁ…

ଟୋକିଓରେ ଅଲିମ୍ପିକ୍ସ-୨୦୨୦ ଜାରି ରହିଛି। ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୮ ଯାଏ ଚାଲିବ। ଏଥିରେ ଚାଇନା ପାଖାପାଖି ୭୫ ପଦକ ଜିତିଥିବା ବେଳେ ସେଥିରେ ୩୪ ସ୍ବର୍ଣ୍ଣ ରହିଛି। ସେହିଭଳି ଭାରତ ପଦକ…

ମନ୍ଦିର ଭଙ୍ଗାକୁ ବିରୋଧ, ପୋଲିସ-ଜନତା ମୁହାଁମୁହିଁ

କଟକ ସଦର, ୭।୮(ଡି.ଏନ.ଏ.): କିଶନନଗର ତହସିଲ ଅଧୀନ ରଟିଲୋ ଗ୍ରାମର ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗାଯିବାକୁ ନେଇ ଶୁକ୍ରବାର ପୋଲିସ ଓ ସ୍ଥାନୀୟ ଜନତା ମୁହଁାମୁହିଁ ହୋଇଥିଲେ। ଏପରି କି ଲୋକମାନେ ରାସ୍ତା ଉପରେ ବସି ରହିବାରୁ ପୋଲିସ ମନ୍ଦିର ନିକଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri