Home

କୁକୁର ସହ ଯାତ୍ରା କରିବାକୁ ବିମାନର ପୂରା ବିଜ୍‌ନେସ୍‌ କ୍ଲାସ ବୁକ୍‌ କଲେ ମାଲିକ, ଖର୍ଚ୍ଚ ହେଲା…

ସାଧାରଣତଃ ବିମାନ ଯାତ୍ରା କରିବାକୁ ଲୋକଙ୍କ ମନରେ ସ୍ବପ୍ନ ଥାଏ। କିନ୍ତୁ ମୁମ୍ବାଇରେ ଏକ କୁକୁର ବିମାନର ବିଜ୍‌ନେସ୍‌ କ୍ଲାସରେ ଯାତ୍ରା କରିଛି। ଜଣେ ମାଲିକ କୁକୁରକୁ ବିଜ୍‌ନେସ୍‌ କ୍ଲାସ ବିମାନ ବୁକ୍‌ କରି ମୁମ୍ବାଇରୁ ଚେନ୍ନାଇ ଯାତ୍ରା କରିଥିଲେ। ଏହି…

ରନ୍‌ଆଉଟ୍‌ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍‌, ଆଉ ତା’ପରେ…

ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ ସାମିଲ ଅଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି,…

୧୦ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ମହାରାଷ୍ଟ୍ରରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଭିଡିଓରେ ଜଣେ ଯୁବତୀ ଏକ ବିରାଟକାୟ ଅଜଗରକୁ ପାଣିକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଥିଲେ। ସାପକୁ ଏକ ଅଖାରେ ପୂରାଇ ଉଦ୍ଧାର କରିଛନ୍ତି।…

ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼,୮ ମୃତ…

ମସ୍କୋ,୨୦।୯: ରୁଷିଆର ପର୍ମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଆହତ ହୋଇଛନ୍ତି। ଗୁଳିମାଡ଼ରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଘର…

କ୍ୟାନ୍‌ସର ଆଶଙ୍କା କମାଏ ସୁସ୍ଥ ପରିବେଶ

କଥାରେ ଅଛି-‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ଏବେ ଉନ୍ନତ ଚିକିତ୍ସା ପ୍ରଣାଳୀ ଦ୍ୱାରା କ୍ୟାନ୍‌ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇପାରୁଛି ଏବଂ କେତେକ ପ୍ରକାର କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି। ହେଲେ ଏପରି ମାରାତ୍ମକ ରୋଗଠାରୁ ନିଜକୁ ଦୂରେଇ ରଖିବାରେ ସୁସ୍ଥ ପରିବେଶ…

ଦକ୍ଷିଣ ଭାରତରେ ଆଇଏସ୍‌ ଟ୍ରେନିଂ କ୍ୟାମ୍ପ୍‌-ଲଞ୍ଚପ୍ୟାଡ୍‌, ସତର୍କ ସୂଚନା ଜାରି କଲା ଏନ୍‌ଆଇଏ…

ନୂଆଦିଲ୍ଲୀ,୨୦।୯: ଦଦକ୍ଷିଣ ଭାରତରେ ଆଇଏସ୍‌ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ୍‌ ଧୀରେଧୀରେ ବିସ୍ତାର ହେଉଛି। ସେହିପରି ଏଠାରେ ଲଞ୍ଚ୍‌ପ୍ୟାଡ୍‌ ସକ୍ରିୟ ହେବା ଆରମ୍ଭ କରିଛି। ଏନେଇ ଏନ୍‌ଆଇଏ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଭାରତର ଜଙ୍ଗଲରେ ଟ୍ରେନିଂ କ୍ୟାମ୍ପ୍‌ ଆରମ୍ଭ…

ଦଇବ ଦାଉ ସାଧିଛି: ବଞ୍ଚିବାକୁ ବୈକୁଣ୍ଠଙ୍କ ସଂଘର୍ଷ

କାମାକ୍ଷାନଗର, ୨୦।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୪ନଂ. ଓ୍ବାର୍ଡର ପ୍ରଦୀପ ବିଶ୍ୱାଳ ଏବଂ ସାବିତ୍ରୀ ବିଶ୍ୱାଳଙ୍କ ଜୀବନରେ ଘୋଟି ଆସିଥିଲା ଅନ୍ଧକାର। ୧୫ ବର୍ଷୀୟ ସାନପୁଅ ବୈକୁଣ୍ଠ ଛାତ ଉପରେ ଖେଳୁଥିବାବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳି…

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୪୧କୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି ସୁନ୍ଦରଗଡ଼ରୁ…

ଦିବ୍ୟାଙ୍ଗଙ୍କୁ ଘରେ ଟିକା ଦେବା ମାମଲା, କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ…

ନୂଆଦିଲ୍ଲୀ,୨୦।୯: ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଘରେ କରୋନା ଟିକା ଦେବା ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରାଯାଇଛି। ଏଓ୍ବାରା ଫାଉଣ୍ଡେଶନ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି ଶୀର୍ଷ କୋର୍ଟ ସୂଚନା…

କୋଭିଡ୍‌-୧୯ ଟିକା : ବୁଷ୍ଟର ଡୋଜ୍‌

ବିଗତ ପ୍ରାୟ ଦୁଇବର୍ଷ ଧରି ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଥିବା କୋଭିଡ୍‌-୧୯ର ଏକମାତ୍ର ପ୍ରତିକାର ହେଲା ବ୍ୟାପକ ଟିକାକରଣ। ଶରୀରରେ ପ୍ରତିରୋଧ ଶକ୍ତି ଜାତ କରି ଏହାର ସଂକ୍ରମଣର ମୁକାବିଲା କରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ଆଶାବାଦୀ। ଏଥିପାଇଁ ଏବେ…

କୋହଲିଙ୍କ ପାଇଁ ଆଜି ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ, ତିନିଥର ଫାଇନାଲିଷ୍ଟ ଆରସିବି ଆଜି ଦୁଇଥର ଚାମ୍ପିଅନ କେକେଆର୍‌ ସହିତ ମୁହାଁମୁହିଁ ହେବେ। ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପରେ ଆରସିବି ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରି…

ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନାକଲେ ଏସ୍‌ସି, ରାଜ୍ୟ ସରକାର ଏନେଇ ନିଅନ୍ତୁ ନିଷ୍ପତ୍ତି …

ନୂଆଦିଲ୍ଲୀ,୨୦।୯: ଦେଶରେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ମନା କରିଛନ୍ତି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ବୋଲି ଶୀର୍ଷ କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?